ମହାଭାରତର ଦ୍ରୋପଦୀଙ୍କୁ ତାଙ୍କ କାରରୁ ବାହାର କରି ରାସ୍ତାରେ ପିଟିଥିଲେ, ଦରମରା ହୋଇଯାଇଥିଲେ ସେ

ରାମାୟଣ ପରେ ମହାଭାରତ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି | ଏହି ସୋ ବର୍ତମାନ ଚର୍ଚା ରେ ଅଛି | ମହାଭାରତରେ ଦ୍ରୋପଦି ଭୂମିକା ରେ ଅବିନୟ କରିଥିବା ରୂପ ଗାଙ୍ଗୁଲି ନିଜ ସହିତ ହୋଇଥିବା ଏକ ଭୟାନକ ଘଟଣା ବିଷୟରେ କହିଛନ୍ତି | ରୁପା ଗାଙ୍ଗୁଲି ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କ ସହିତ ୪ ବର୍ଷ ପୂର୍ବେ ଏକ ଭୟଙ୍କର ଘଟଣା ଘଟିଥିଲା । ତାଙ୍କୁ କାରରୁ ବାହାର କରି କିଛି
 
ମହାଭାରତର ଦ୍ରୋପଦୀଙ୍କୁ ତାଙ୍କ କାରରୁ ବାହାର କରି ରାସ୍ତାରେ ପିଟିଥିଲେ, ଦରମରା ହୋଇଯାଇଥିଲେ ସେ

ରାମାୟଣ ପରେ ମହାଭାରତ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି | ଏହି ସୋ ବର୍ତମାନ ଚର୍ଚା ରେ ଅଛି | ମହାଭାରତରେ ଦ୍ରୋପଦି ଭୂମିକା ରେ ଅବିନୟ କରିଥିବା ରୂପ ଗାଙ୍ଗୁଲି ନିଜ ସହିତ ହୋଇଥିବା ଏକ ଭୟାନକ ଘଟଣା ବିଷୟରେ କହିଛନ୍ତି |

ରୁପା ଗାଙ୍ଗୁଲି ଟ୍ୱିଟ୍ କରି କହିଛନ୍ତି ଯେ ତାଙ୍କ ସହିତ ୪ ବର୍ଷ ପୂର୍ବେ ଏକ ଭୟଙ୍କର ଘଟଣା ଘଟିଥିଲା । ତାଙ୍କୁ କାରରୁ ବାହାର କରି କିଛି ଲୋକ ପିଟିପିଟି ମାରିବାକୁ ଚେଷ୍ଟା କରିଥିଲେ । ଏହି କାରଣରୁ ତାଙ୍କୁ ୨ ଟି ବ୍ରେନ ହାମ୍ରେଜ ହୋଇଯାଇଥିଲା ।

ମହାଭାରତର ଦ୍ରୋପଦୀଙ୍କୁ ତାଙ୍କ କାରରୁ ବାହାର କରି ରାସ୍ତାରେ ପିଟିଥିଲେ, ଦରମରା ହୋଇଯାଇଥିଲେ ସେ

ମହାଭାରତ ର ଅଭିନେତ୍ରୀ ରୂପା ଗାଙ୍ଗୁଲି ଏହି ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ ଲେଖିଛନ୍ତି, ‘ମୁଁ କିଛି ଦିନ ହେବ ନିଖୋଜ ଥିଲି, ସେହି ଘଟଣା ୨୨ ମଇ ୨୦୧୬ ରେ ହୀରାଖଣ୍ଡ ହାରବର୍ ଠାରେ ଘଟିଥିଲା । ୧୭-୧୮ ଜଣ ଲୋକ ପୋଲିସକୁ ନେଇ ମୋତେ କାରରୁ ଓହ୍ଲାଇ ରାସ୍ତାରେ ମାଡ଼ ମାରିଥିଲେ । ସେହି ଲୋକମାନେ ମୋ କାର ବି ଭାଙ୍ଗି ଯାଇଥିଲେ | ମୁଁ ସେ ଘଟଣା ପରେ ବ୍ରେନ ହାମ୍ରେଜ ର ଶିକାର ହୋଇଥିଲି | ମୁଁ ଜଣେ ରାଲି ଡ୍ରାଇଭର ତେଣୁ ସେଠାରୁ ବାହାରିବାରେ ସକ୍ଷମ ହେଲି |

ତାପରେ ସେ ମହାରାଷ୍ଟ୍ର ର ପାଲଘର ଠାରେ ଘଟିଥିବା ସନ୍ଥ ଙ୍କ ହତ୍ୟା ଘଟଣା ଏବଂ ପଶ୍ଚିମବଙ୍ଗର ଘଟଣା କୁ ନେଇ କହିଲେ ଏହି ଦୁଇ ଘଟଣା ବିଷୟରେ ଜାଣିବା ପରେ ମୁ ଅତ୍ୟନ୍ତ ଦୁଃଖିତ ।