ଚିନ୍ହିଲେ ଦେଖି: ଭାଇରାଲ ହେଉଛି ଆପଣଙ୍କ ପ୍ରିୟ ଅଭିନେତ୍ରୀଙ୍କ ପିଲାଦିନର ଫୋଟୋ, ପୋଷ୍ଟ କ୍ଲିକ କରି ଜାଣନ୍ତୁ କିଏ

 
deepika chinldhood pic

ଭାରତରେ ସିନେ ଷ୍ଟାରମାନଙ୍କ ପାଇଁ କ୍ରେଜ୍ କିଛି କମ ନୁହେଁ। ସେ ଅଭିନେତା ହୁଅନ୍ତୁ ଅଥବା ଅଭିନେତ୍ରୀ। ଲୋକେ ସେମାନଙ୍କ ପସନ୍ଦର ସିନେ ଷ୍ଟାରମାନଙ୍କର ଟିକିନିଖି ଖବର ରଖିଥାନ୍ତି। ଫ୍ୟାନ୍ସମାନେ ଏହି ସେଲିବ୍ରିଟି ମାନଙ୍କର ବ୍ୟକ୍ତିଗତ ଜୀବନଶୈଳୀ ସହିତ ଜଡ଼ିତ ରହିବା ପାଇଁ ସେମାନଙ୍କର ଚେଷ୍ଟା ଜାରି ରଖିଥାନ୍ତି। ଏହି ମର୍ମରେ ଏବେ ଏକ ଫୋଟୋ ଖୁବ ଭାଇରାଲ ହେବାରେ ଲାଗିଛି।

Deepika padukone

ଏହି ଫୋଟୋରେ ଏକ ଛୋଟ ଝିଅଟିଏ ଦେଖିବାକୁ ମିଳୁଛି। ଝିଅଟି ବେସ୍ ସୁନ୍ଦର ଏବଂ କ୍ୟୁଟ୍ ଲାଗୁଥିବା ବେଳେ ଏହା କାହାର ଫୋଟୋ ସେଥିନେଇ ଲୋକଙ୍କ ମଧ୍ୟରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଥିଲା।

deepika

ତେବେ, ଫୋଟୋରେ ଥିବା ଏହି କ୍ୟୁଟ୍ ଝିଅଟି ଦୀପିକା ପାଦୁକୋନ ବୋଲି ଜଣାପଡିଥିଲା। ଫୋଟୋଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଦୀପିକାଙ୍କ ପ୍ରଶଂସକମାନେ ଏହାକୁ ବହୁତ ପସନ୍ଦ କରିଛନ୍ତି। ଦେଖନ୍ତୁ ଫୋଟୋ:-

Deepika childhood pics