୯୯% ଲୋକେ ଜାଣିନାହାନ୍ତି ସଠିକ ଉତ୍ତର ! ନିଜକୁ ଚତୁର ଭାବୁଛନ୍ତି ଯଦି ଦିଅନ୍ତୁ ଉତ୍ତର, ଏବଂ ପୋଷ୍ଟ କ୍ଲିକ କରି ଜାଣନ୍ତୁ ଏହାର ସମାଧାନ

 
୯୯% ଲୋକେ ଜାଣିନାହାନ୍ତି ସଠିକ ଉତ୍ତର ! ନିଜକୁ ଚତୁର ଭାବୁଛନ୍ତି ଯଦି ଦିଅନ୍ତୁ ଉତ୍ତର, ଏବଂ ପୋଷ୍ଟ କ୍ଲିକ କରି ଜାଣନ୍ତୁ ଏହାର ସମାଧାନ

ଆଜିର ଦୁନିଆ ରେ ଲୋକ ମାନଙ୍କ ସାମ୍ନାରେ ବେଳେ ବେଳେ କିଛି ନା କିଛି ଅସୁବିଧା ରହିଥାଏ। ଏପରି ପରିସ୍ଥିତିରେ, ଯେତେବେଳେ ବି ଜଣେ ବ୍ୟକ୍ତି ନିଜ ପାଇଁ ପାଇଁ ସମାଧାନ ଖୋଜିଥାଏ, ତାହାକୁ ତାଙ୍କ ବୁଦ୍ଧିର ପ୍ରତିଫଳନ ବୋଲି କୁହାଯାଏ। ଯେତେବେଳେ ଅଦ୍ଭୁତ ଏବଂ ବିପରୀତ ପରିସ୍ଥିତି ଆସେ, ବୁଦ୍ଧି ଶୂନ୍ୟ ହୋଇଯାଏ, ଏପରି ପରିସ୍ଥିତିରେ, ଯିଏ ଧର୍ଯ୍ୟ ଏବଂ ବୁଦ୍ଧିର ପରିଚୟ ଦେଇଥାଏ, ସେ ହିଁ ବିପର୍ଯ୍ୟୟ ସମୟରେ ବିଜୟୀ ହୋଇଥାଏ। 

ତେବେ ଆମେ ଏବେ ଏଭଳି ଏକ ପ୍ରଶ୍ନ ବିଷୟରେ ଜାଣିବା ଯାହାର ଉତ୍ତର କେବଳ ଅଳ୍ପ କେତୋଟି ଲୋକ ମାନେ ହିଁ ଦେଇପରନ୍ତି।

ପ୍ରଶ୍ନ:- ଜଣେ ବ୍ୟକ୍ତି ନଦୀ କୂଳରେ ଠିଆ ହୋଇଥିଲେ ହଠାତ ଏକ ସିଂହ ଆସିବାରୁ ସେ ନଦୀକୁ ଡେଇଁବାକୁ ଯାଉଥିଲେ। ଠିକ୍ ସେତିକିବେଳେ ସେ ଦୁଇଟି କୁମ୍ଭୀର ଦେଖିଲେ, ତେଣୁ ତାଙ୍କର ଆଉ କିଛି ବାଟ ବାକି ନାହିଁ ତେଣୁ ସେ ଏକ ଗଛ ଉପରକୁ ଚଢ଼ିଗଲେ। ସେ ମଝି ଗଛରେ ପହଞ୍ଚି ସାରିଥିଲେ କିନ୍ତୁ ସେଠାରେ ସେ ଏକ ବିଷଧର ସାପ ଦେଖିଲେ। ଏବେ ସେ ଗଛ ମଝିରେ ଅଟକି ଗଲେ। କିନ୍ତୁ ଭଲ କଥା ହେଉଛି ଏକ ବନ୍ଧୁକ ଗଛ ତଳେ ପଡ଼ି ରହିଛି। ତେବେ ପ୍ରଶ୍ନ ହେଉଛି ବ୍ୟକ୍ତି ଜଣକ ବଞ୍ଚିବେ କିପରି?

ଉତ୍ତର:- ଏହି ବ୍ୟକ୍ତି ସାପଠାରୁ ଅଳ୍ପ ଦୂରରେ ଥିବାରୁ ଯଦି ସେ ସାପକୁ ଗୋଟିଏ ଥରରେ ଧରି ଏହାକୁ ସିଂହ ଉପରକୁ ଫୋଫାଡି ଦିଏ,ତେବେ ସିଂହ ହଠାତ୍ ଆକ୍ରମଣରୁ ବଞ୍ଚିବା ବେଳେ ଏହାର ଧ୍ୟାନ ଭଟକାଇ ଏହି ସମୟରେ ଲୋକଟି ତଳକୁ ଡେଇଁ ବନ୍ଧୁକ ଉଠାଇ ପାରିବେ।

ଦ୍ୱିତୀୟ ଉତ୍ତର ହେଉଛି ଗଛର ଏକ ଶାଖା ଭାଙ୍ଗି ସାପକୁ ମାରିବା ପରେ ଏହାକୁ ସିଂହ ଉପରକୁ ପିଙ୍ଗିବ। ଏହା ପରେ ସିଂହକୁ ସାପ ଦ୍ୱାରା ବିଭ୍ରାନ୍ତ କରିବା ପରେ ଲୋକଟି ତୁରନ୍ତ ବନ୍ଧୁକ ଉଠାଇ ଯେ କୌଣସି ପରିସ୍ଥିତିର ମୁକାବିଲା କରାଯାଇପାରିବ।  କିମ୍ବା ସାପକୁ ମାରିବା ପରେ ଲୋକଟି ସିଂହର ଶୋଇବା ଯାଏଁ ମଧ୍ୟ ଅପେକ୍ଷା କରି ପାରିବ ଏବଂ ଏହା ପରେ ସେଠାରୁ ଖସି ଯାଇପାରିବ।