ଛୋଟ ପୋଷାକ ପିନ୍ଧି କି ରିକ୍ସା ରେ ଆସିଲେ ବଲିଉଡ ର ଏହି ହଟ ଅଭିନେତ୍ରୀ, ଦେଖନ୍ତୁ ଭାଇରଲ ଫୋଟୋ

ଶାହରୁଖ ଖାନ ଙ୍କ ଫିଲ୍ମ ମୋହବତେ ରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ମାରିଥିବା ଅଭିନେତ୍ରୀ କିମ ଶର୍ମା ଆଜିକାଲି ଫିଲ୍ମରେ ନଜର ଆସୁନାହାନ୍ତି । ଯିଏ ଆଜି ବିନା ଫିଲ୍ମରେ ମଧ୍ୟ ନିଜ ଲୁକ୍ସ ଓ ଫଟୋ ପାଇଁ ଚର୍ଚାରେ ରହୁଛନ୍ତି । କିଛିଦିନ ପୂର୍ବରୁ ମୁମ୍ବାଇ ରୁ କିମ ଙ୍କର କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଛୋଟ ଡ୍ରେସ ପିନ୍ଧି ଅଟୋ ରେ ଆସୁଥିବାର ନଜର ଆସୁଛନ୍ତି । ଏତେ କୋଟି
 
ଛୋଟ ପୋଷାକ ପିନ୍ଧି କି ରିକ୍ସା ରେ ଆସିଲେ ବଲିଉଡ ର ଏହି ହଟ ଅଭିନେତ୍ରୀ, ଦେଖନ୍ତୁ ଭାଇରଲ ଫୋଟୋ

ଶାହରୁଖ ଖାନ ଙ୍କ ଫିଲ୍ମ ମୋହବତେ ରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ମାରିଥିବା ଅଭିନେତ୍ରୀ କିମ ଶର୍ମା ଆଜିକାଲି ଫିଲ୍ମରେ ନଜର ଆସୁନାହାନ୍ତି । ଯିଏ ଆଜି ବିନା ଫିଲ୍ମରେ ମଧ୍ୟ ନିଜ ଲୁକ୍ସ ଓ ଫଟୋ ପାଇଁ ଚର୍ଚାରେ ରହୁଛନ୍ତି ।

ଛୋଟ ପୋଷାକ ପିନ୍ଧି କି ରିକ୍ସା ରେ ଆସିଲେ ବଲିଉଡ ର ଏହି ହଟ ଅଭିନେତ୍ରୀ, ଦେଖନ୍ତୁ ଭାଇରଲ ଫୋଟୋ

କିଛିଦିନ ପୂର୍ବରୁ ମୁମ୍ବାଇ ରୁ କିମ ଙ୍କର କିଛି ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଛୋଟ ଡ୍ରେସ ପିନ୍ଧି ଅଟୋ ରେ ଆସୁଥିବାର ନଜର ଆସୁଛନ୍ତି । ଏତେ କୋଟି ଟଙ୍କା ସମ୍ପତ୍ତିର ମାଲିକାଣି ହେବା ପରେ ମଧ୍ୟ ନିଜ କାର ଛାଡି କିମ ମୁମ୍ବାଇ ର ରାସ୍ତାରେ ଦୌଡୁ ଥିବା ଅଟୋ ରିକ୍ସା ରେ ବସି ଆସୁଥିଲେ ।

ଛୋଟ ପୋଷାକ ପିନ୍ଧି କି ରିକ୍ସା ରେ ଆସିଲେ ବଲିଉଡ ର ଏହି ହଟ ଅଭିନେତ୍ରୀ, ଦେଖନ୍ତୁ ଭାଇରଲ ଫୋଟୋ

କିନ୍ତୁ କିମ ନିଜ ଛୋଟ ଡ୍ରେସ କାରଣରୁ ସୋସିଆଲ ମିଡିଆରେ ବହୁତ ଟ୍ରଲ ହେଉଛନ୍ତି । ଅଟୋରେ ଆସୁଥିବା ସମୟରେ କିମ ଧଳା ରଙ୍ଗର ଟପ ଓ ପିଙ୍କ ରଙ୍ଗର ସଟ୍ସ ପିନ୍ଧିଥିବାର ନଜର ଆସିଛନ୍ତି । କିଛି ଫଟୋରେ ଆପଣ ଦେଖିପାରୁଥିବେ କି ସେ ନିଜ ଦେହକୁ ନିଜ ହାତରେ ଲୁଚଉଛନ୍ତି । କିନ୍ତୁ ଲୋକମାନେ କହୁଛନ୍ତି କି, ଯଦି ଆପଣ ପୁରା ଡ୍ରେସ ପିନ୍ଧିଥାନ୍ତେ ତେବେ ଆଜି ଏହି ଦିନ ଦେଖିବାକୁ ପଡ଼ିନଥାନ୍ତା । ତଥାପି ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରଲ ହେବାରେ ଲାଗିଛି ।

ଛୋଟ ପୋଷାକ ପିନ୍ଧି କି ରିକ୍ସା ରେ ଆସିଲେ ବଲିଉଡ ର ଏହି ହଟ ଅଭିନେତ୍ରୀ, ଦେଖନ୍ତୁ ଭାଇରଲ ଫୋଟୋ

ପୂର୍ବରୁ କିମ ଶର୍ମା କ୍ରିକେଟର ଯୁବରାଜ ସିଂ, ଅଭିନେତା ହର୍ଷବର୍ଦ୍ଧନ ରାଣେ ଓ ଗୋଟେ ବିଦେଶୀ ପୁଅ ସହିତ ନିଜ ଅଫେୟାର କୁ ନେଇ ଚର୍ଚାରେ ରହିସାରିଛନ୍ତି । ତା’ସହିତ ତାଙ୍କର ଗୋଟେ ବାହାଘର ମଧ୍ୟ ଅସଫଳ ରହିଥିଲା । କିନ୍ତୁ ଖବର ଆସିଛି କି ସେ କିଛିଦିନ ପୂର୍ବରୁ ବଲିଉଡର ଫେମସ ଫିଲ୍ମ ପ୍ରଡ୍ୟୁସର ମୁସ୍ତାକ ଶେଖ ଙ୍କୁ ଡେଟ କରୁଛନ୍ତି ।