ଫିଲ୍ମ ସୁଟିଂ ସମୟରେ ହିଁ ଗର୍ଭବତୀ ହୋଇଯାଇଥିଲେ ଏହି ୪ ଅଭିନେତ୍ରୀ, ୧ନମ୍ବର ସମସ୍ତର ପ୍ରିୟ ଅଭିନେତ୍ରୀ
![ଫିଲ୍ମ ସୁଟିଂ ସମୟରେ ହିଁ ଗର୍ଭବତୀ ହୋଇଯାଇଥିଲେ ଏହି ୪ ଅଭିନେତ୍ରୀ, ୧ନମ୍ବର ସମସ୍ତର ପ୍ରିୟ ଅଭିନେତ୍ରୀ](https://odiascraps.info/static/c1e/client/82848/migrated/303cfb13636745b92626296350debe19.jpg)
ହଁ ବନ୍ଧୁ ଆପଣ ଠିକ୍ ପଢିଛନ୍ତି ବଲିଉଡ୍ ଇଣ୍ଡଷ୍ଟ୍ରିର ଅନେକ ଏପରି କାହାଣୀ ଅଛି ଯାହାକୁ ଅଧିକାଂଶ ଲୋକ ଜାଣିନଥିବେ। ପରଦା ପଛରେ ଅନେକ କିଛି ଲୁଚିକି ରହିଯାଇଛି। ହେଲେ ବଲିଉଡର କିଛି ଏପରି ଅଭିନେତ୍ରୀ ଅଛନ୍ତି ଯିଏ କି ଫିଲ୍ମର ସୁଟିଂ ବେଳେ ହିଁ ଗର୍ଭବତୀ ହୋଇଯାଇଥିଲେ ତଥାପି ବି ସେମାନେ କାମ ଜାରି ରଖି ହିଟ୍ ଫିଲ୍ମ ଭେଟି ଦେଇଥିଲେ। ତେବେ ଆସନ୍ତୁ ଜାଣିବା ସେହି ୪ଜଣ ଅଭିନେତ୍ରୀଙ୍କ ବିଷୟରେ।
![ଫିଲ୍ମ ସୁଟିଂ ସମୟରେ ହିଁ ଗର୍ଭବତୀ ହୋଇଯାଇଥିଲେ ଏହି ୪ ଅଭିନେତ୍ରୀ, ୧ନମ୍ବର ସମସ୍ତର ପ୍ରିୟ ଅଭିନେତ୍ରୀ](https://odiascraps.info/static/c1e/client/82848/migrated/c9fda640376fa618ee72f819f1ad461c.jpg)
୪) ଜୁହି ଚାୱଲା- ନାମ ଶୁଣିକି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ। ଫିଲ୍ମ ଝଙ୍କାର୍ ବିଟ୍ସ ର ସୁଟିଂ ସମୟରେ ଜୁହି ଚାୱଲା କେବଳ ଫିଲ୍ମରେ ହିଁ ନୁହେଁ ବରଂ ସତରେ ସତରେ ଗର୍ଭବତୀ ହୋଇଯାଇଥିଲେ। ତଥାପି ବି ସେ ଏଥିରେ ଭଲ ଭାବରେ ଅଭିନୟ କରିଥିଲେ। ଫିଲ୍ମଟି ହିଟ୍ ମଧ୍ୟ ହୋଇଥିଲା।
![ଫିଲ୍ମ ସୁଟିଂ ସମୟରେ ହିଁ ଗର୍ଭବତୀ ହୋଇଯାଇଥିଲେ ଏହି ୪ ଅଭିନେତ୍ରୀ, ୧ନମ୍ବର ସମସ୍ତର ପ୍ରିୟ ଅଭିନେତ୍ରୀ](https://odiascraps.info/static/c1e/client/82848/migrated/b0366bae48569e4f38f1f69efbc79dfe.jpg)
୩) ଜୟା ବଚ୍ଚନ- ବଲିଉଡର ଜଣାଶୁଣା ଅଭିନେତ୍ରୀ ଜୟା ବଚ୍ଚନ ନିଜ ସମୟର ସବୁଠାରୁ ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ। ଜୟା ବଚ୍ଚନ ଯେବେ ସୋଲେ ଫିଲ୍ମର ସୁଟିଂ କରୁଥିଲେ ସେତେବେଳେ ସେ ଗର୍ଭବତୀ ହୋଇଯାଇଥିଲେ।
![ଫିଲ୍ମ ସୁଟିଂ ସମୟରେ ହିଁ ଗର୍ଭବତୀ ହୋଇଯାଇଥିଲେ ଏହି ୪ ଅଭିନେତ୍ରୀ, ୧ନମ୍ବର ସମସ୍ତର ପ୍ରିୟ ଅଭିନେତ୍ରୀ](https://odiascraps.info/static/c1e/client/82848/migrated/5935e2e3579bba536954b54332cf4ee7.jpg)
୨) ଐଶ୍ଵର୍ଯ୍ୟ ରାୟ ବଚ୍ଚନ- ସୁଟିଂ ସମୟରେ ଐଶ୍ୱର୍ଯ୍ୟ ରାୟ ବଚ୍ଚନ ମଧ୍ୟ ଗର୍ଭବତୀ ହୋଇଯାଇଥିଲେ। ଯାହା ପାଇଁ ସେ ହିରୋଇନ୍ ଫିଲ୍ମର ସୁଟିଂ କୁ ଅଧାରେ ଅଟକାଇ ଦେଇଥିଲେ। ହେଲେ ଏଥିରେ କିଛି ସିନ୍ ସେ ଆଗରୁ କରିସାରିଥିଲେ। ତାଙ୍କ ଗର୍ଭବତୀ କାରଣରୁ ଫିଲ୍ମ ରେ ଅନେକ କ୍ଷତି ମଧ୍ୟ ହୋଇଥିଲା ପରେ ଐଶ୍ୱର୍ଯ୍ୟଙ୍କ ବଦଳରେ କରିନାଙ୍କୁ ଏଥିରେ ସୁଯୋଗ ଦିଆଯାଇଥିଲା। ହେଲେ ବି ଫିଲ୍ମ ହିଟ୍ କରିଥିଲା
![ଫିଲ୍ମ ସୁଟିଂ ସମୟରେ ହିଁ ଗର୍ଭବତୀ ହୋଇଯାଇଥିଲେ ଏହି ୪ ଅଭିନେତ୍ରୀ, ୧ନମ୍ବର ସମସ୍ତର ପ୍ରିୟ ଅଭିନେତ୍ରୀ](https://odiascraps.info/static/c1e/client/82848/migrated/4b2da6db8581a3e7967f2d17f9d89f74.jpg)
୧) କାଜଲ୍- ବଲିଉଡର ଜଣେ ଆଗ ଧାଡିର ଅଭିନେତ୍ରୀ ହେଉଛନ୍ତି କାଜଲ୍ ଯେବେ ସେ ୱି ଆର୍ ଫେମିଲିର ସୁଟିଂ କରୁଥିଲେ ସେବେ ସେ ଦ୍ୱିତୀୟ ଥର ମା ବନିବାକୁ ଯାଉଥିଲେ। ଏହା ସତ୍ତ୍ବେ ସେ ସୁଟିଂ ଜାରି ରଖି ପୂରା ଅଭିନୟ କରିଥିଲେ।