ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି କାଜଲ ଅଗ୍ରଓ୍ଵାଲ! ଜାଣନ୍ତୁ କିଏ ହେବେ ତାଙ୍କ ଭାବିସ୍ୱାମୀ

ବଲିଉଡ ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ସୁନ୍ଦରତା ପାଇଁ ତାଙ୍କର ଲକ୍ଷ ଲକ୍ଷ ଦିୱାନା ରହିଛନ୍ତି। ସାଉଥର ଶ୍ରେଷ୍ଠ ଅଭିନେତ୍ରୀ ମାନଙ୍କ ମଧ୍ୟରେ କାଜଲଙ୍କ ନାଁ ମଧ୍ୟ ରହିଛି। ଲୋକମାନଙ୍କ ମନରେ ଯାଗା କିଣିପାରିଥିବା କାଜଲଙ୍କ ମନରେ କଣ ରହିଛି, ତାହା ବର୍ତ୍ତମାନ ଶୁଣିବାକୁ ମିଳିଛି। ଖୁବ୍ ଶୀଘ୍ର ସେ ବିବାହ କରି ପାରନ୍ତି ବୋଲି ଖବର ମିଳିଛି। ଏକ ସାକ୍ଷାତକାରରେ ଯୋଗ ଦେଇ କାଜୋଲ ନିଜ ବିବାହ ବିଷୟରେ କହିଛନ୍ତି। କମଲ
 
ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି କାଜଲ ଅଗ୍ରଓ୍ଵାଲ! ଜାଣନ୍ତୁ କିଏ ହେବେ ତାଙ୍କ ଭାବିସ୍ୱାମୀ

ବଲିଉଡ ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ସୁନ୍ଦରତା ପାଇଁ ତାଙ୍କର ଲକ୍ଷ ଲକ୍ଷ ଦିୱାନା ରହିଛନ୍ତି। ସାଉଥର ଶ୍ରେଷ୍ଠ ଅଭିନେତ୍ରୀ ମାନଙ୍କ ମଧ୍ୟରେ କାଜଲଙ୍କ ନାଁ ମଧ୍ୟ ରହିଛି। ଲୋକମାନଙ୍କ ମନରେ ଯାଗା କିଣିପାରିଥିବା କାଜଲଙ୍କ ମନରେ କଣ ରହିଛି, ତାହା ବର୍ତ୍ତମାନ ଶୁଣିବାକୁ ମିଳିଛି। ଖୁବ୍‌ ଶୀଘ୍ର ସେ ବିବାହ କରି ପାରନ୍ତି ବୋଲି ଖବର ମିଳିଛି।

ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି କାଜଲ ଅଗ୍ରଓ୍ଵାଲ! ଜାଣନ୍ତୁ କିଏ ହେବେ ତାଙ୍କ ଭାବିସ୍ୱାମୀ

ଏକ ସାକ୍ଷାତକାରରେ ଯୋଗ ଦେଇ କାଜୋଲ ନିଜ ବିବାହ ବିଷୟରେ କହିଛନ୍ତି। କମଲ ହସନଙ୍କ ସହ କରୁଥିବା ଫିଲ୍ମକୁ ନେଇ କାଜୋଲ ଚର୍ଚ୍ଚାରେ ଥିବା ବେଳେ ଏବେ ନିଜ ବିବାହକୁ ନେଇ ସେ ଖୁବ୍‌ ଚର୍ଚ୍ଚିତ ହୋଇଛନ୍ତି। କିନ୍ତୁ ଖୁବ୍‌ ଶୀଘ୍ର ସେ ବିବାହ କରିବେ ବୋଲି କହିଥିଲେ ମଧ୍ୟ କାହାକୁ ଡେଟ୍‌ କରୁଛନ୍ତି କି ନାହିଁ, ସେ ବିଷୟରେ ଜଣାଇ ନାହାନ୍ତି।

ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି କାଜଲ ଅଗ୍ରଓ୍ଵାଲ! ଜାଣନ୍ତୁ କିଏ ହେବେ ତାଙ୍କ ଭାବିସ୍ୱାମୀ

ବିବାହ କରିବା କଥା କହିବା ପରେ ସେ ନିଜ ଭାବିସ୍ୱାମୀଙ୍କ ମଧ୍ୟରେ କେଉଁ ସବୁ ଗୁଣ ଦେଖିବାକୁ ଚାହାନ୍ତି, ସେ ନେଇ ପଚରାଯାଇଥିଲା। ଯାହାର ଉତ୍ତର ରଖି ମୋ ଭାବିସ୍ୱାମୀ ଆଧ୍ୟାତ୍ମିକ ମନୋଭାବ ସଂପନ୍ନ ହୋଇଥିବା ସହ ମୋ ବିଷୟରେ ଚିନ୍ତା କରୁଥିବା ଦରକାର। ଏହା ସହ ମୋତେ ନେଇ ଯତ୍ନବାନ ହେବା ଦରକାର ବୋଲି କହିଥିଲେ କାଜୋଲ।