ପୁଣି ଟ୍ରେଣ୍ଡରେ ରହିବା ପାଇଁ ରାନୁ ମଣ୍ଡଳ ଆପଣାଇଲେ ଏହି ନୂଆ ଟ୍ରିକ୍, ଦେଖନ୍ତୁ କିଛି ମଜାଳିଆ ଟ୍ରୋଲ୍ ଫଟୋ

ସୋସିଆଲ ମିଡିଆରେ ଭାଇରାଲ୍ ଜରିଆରେ ରାଣାଘାଟ ଷ୍ଟେସନ ରୁ ବଲିଉଡ ପର୍ଯ୍ୟନ୍ତ ରାତାରାତି ଷ୍ଟାର ପାଲଟିଗଲେ ରାନୁ ମଣ୍ଡଳ। ବଲିଉଡ ଫିଲ୍ମରେ ତାଙ୍କୁ ଗୀତ ଗାଇବାର ସୁଯୋଗ ମିଳିଲା। ହେଲେ ଏବେ କିଛିଦିନ ହେବ ରାନୁ ମଣ୍ଡଳଙ୍କ ବ୍ୟବହାର ପାଇଁ ସବୁଆଡେ ସମାଲୋଚନାର ଶିକାର ହେଉଛନ୍ତି। ଜଣେ ମହିଳା ପ୍ରଶଂସକଙ୍କୁ ଅପମାନିତ କରିବା ପରେ ରାନୁଙ୍କୁ ଚର୍ଚ୍ଚିତ କରିଥିବା ସୋସିଆଲ୍ ମିଡିଆ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲା। ଏହାପରେ ସାମ୍ବାଦିକଙ୍କ ସହ ରାନୁଙ୍କ ଅଜବ୍
 
ପୁଣି ଟ୍ରେଣ୍ଡରେ ରହିବା ପାଇଁ ରାନୁ ମଣ୍ଡଳ ଆପଣାଇଲେ ଏହି ନୂଆ ଟ୍ରିକ୍, ଦେଖନ୍ତୁ କିଛି ମଜାଳିଆ ଟ୍ରୋଲ୍ ଫଟୋ

ସୋସିଆଲ ମିଡିଆରେ ଭାଇରାଲ୍ ଜରିଆରେ ରାଣାଘାଟ ଷ୍ଟେସନ ରୁ ବଲିଉଡ ପର୍ଯ୍ୟନ୍ତ ରାତାରାତି ଷ୍ଟାର ପାଲଟିଗଲେ ରାନୁ ମଣ୍ଡଳ। ବଲିଉଡ ଫିଲ୍ମରେ ତାଙ୍କୁ ଗୀତ ଗାଇବାର ସୁଯୋଗ ମିଳିଲା। ହେଲେ ଏବେ କିଛିଦିନ ହେବ ରାନୁ ମଣ୍ଡଳଙ୍କ ବ୍ୟବହାର ପାଇଁ ସବୁଆଡେ ସମାଲୋଚନାର ଶିକାର ହେଉଛନ୍ତି। ଜଣେ ମହିଳା ପ୍ରଶଂସକଙ୍କୁ ଅପମାନିତ କରିବା ପରେ ରାନୁଙ୍କୁ ଚର୍ଚ୍ଚିତ କରିଥିବା ସୋସିଆଲ୍ ମିଡିଆ ତାଙ୍କୁ ଟ୍ରୋଲ୍ କରିବା ଆରମ୍ଭ କରି ଦେଇଥିଲା। ଏହାପରେ ସାମ୍ବାଦିକଙ୍କ ସହ ରାନୁଙ୍କ ଅଜବ୍ ବ୍ୟବହାର ପୁଣି ଚର୍ଚ୍ଚାକୁ ଆସିଥିଲା।

ପୁଣି ଟ୍ରେଣ୍ଡରେ ରହିବା ପାଇଁ ରାନୁ ମଣ୍ଡଳ ଆପଣାଇଲେ ଏହି ନୂଆ ଟ୍ରିକ୍, ଦେଖନ୍ତୁ କିଛି ମଜାଳିଆ ଟ୍ରୋଲ୍ ଫଟୋ

ପୂର୍ବ ଚର୍ଚ୍ଚା ସରିନଥିବା ବେଳେ ରାନୁ ଏବେ ପୁଣି ସମାଲୋଚନାର ଶିକାର ହୋଇଛନ୍ତି। ତାଙ୍କର କିଛି ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି। ଯେଉଁ ଫଟୋରେ ସେ ପୂରା ନୂଆ ଲୁକ୍ ରେ ନଜର ଆସୁଛନ୍ତି। ଯେଉଁଥିରେ ସେ ଏକ ସୁନ୍ଦର ଲେହେଙ୍ଗା ପିନ୍ଧିଥିବା ନଜର ଆସୁଛନ୍ତି କିନ୍ତୁ ତାଙ୍କ ଅତ୍ୟଧିକ ମେକଅପ୍ ତାଙ୍କ ଚେହେରାକୁ ଆହୁରି ବିଗାଡି ଦେଉଛି। ଏହି ଫଟୋକୁ ନେଇ ଏବେ ଲୋକମାନେ ତାଙ୍କର ଖୁବ୍ ମଜା ଉଡାଉଛନ୍ତି।

ପୁଣି ଟ୍ରେଣ୍ଡରେ ରହିବା ପାଇଁ ରାନୁ ମଣ୍ଡଳ ଆପଣାଇଲେ ଏହି ନୂଆ ଟ୍ରିକ୍, ଦେଖନ୍ତୁ କିଛି ମଜାଳିଆ ଟ୍ରୋଲ୍ ଫଟୋ

ସେ ଉତ୍ତରପ୍ରଦେଶର କାନପୁରରେ ଏକ ବ୍ୟୁଟି ପାର୍ଲର କାର୍ଯ୍ୟକ୍ରମରେ ପହଁଚିଥିଲେ। ଯେଉଁଠି ମେକଅପ୍ ଆର୍ଟିଷ୍ଟ ତାଙ୍କ ମେକଅପ୍ କରିଥିଲେ। କିନ୍ତୁ ଏଭଳି ଓଭର୍ ମେକଅପକୁ ଲୋକମାନେ ନାପସନ୍ଦ କରିବା ସହ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି। ଲୋକମାନେ ତାଙ୍କ ନୂଆ ଲୁକ୍ କୁ ନେଇ ମଜାକ୍ ଉଡେଇବା ସହ ତାଙ୍କ ଫଟୋ ସହ ହିମେସ୍ ଙ୍କ ଫଟୋକୁ ଯୋଡି ମଧ୍ୟ ଟ୍ରୋଲ୍ କରିବାରେ ଲାଗିଛନ୍ତି ଦେଖନ୍ତୁ ଫଟୋ-