ଅଯୋଧ୍ୟା ରାୟ ଆସିବା ପରେ ବଲିଉଡର ୩ ମୁଖ୍ୟ ମୁସଲିମ୍ ଅଭିନେତା କଲେ ଏପରି ବ୍ୟବହାର ଯାହା ସମସ୍ତଙ୍କୁ କଲା ନିରାଶ

ବର୍ଷ ବର୍ଷର ଅପେକ୍ଷା ପରେ ଆସି ସାରିଛି ଅଯୋଧ୍ୟା ବିବାଦର ରାୟ, ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ ଏହି ବିବାଦୀୟ ଜମିକୁ ରାମଜନ୍ମଭୂମି ନ୍ୟାସକୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହି ସମୟରେ ମୁସଲିମ ପକ୍ଷଙ୍କୁ ଅଲଗା ସ୍ଥାନରେ ଜମି ଦେବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍ ସୁନ୍ନୀ ୱକ୍ଫ ବୋର୍ଡକୁ ଅନ୍ୟତ୍ର ୫ ଏକର ଜମି ମସଜିଦ ନିର୍ମାଣ କରିବାକୁ ଯୋଗାଇ
 
ଅଯୋଧ୍ୟା ରାୟ ଆସିବା ପରେ ବଲିଉଡର ୩ ମୁଖ୍ୟ ମୁସଲିମ୍ ଅଭିନେତା କଲେ ଏପରି ବ୍ୟବହାର ଯାହା ସମସ୍ତଙ୍କୁ କଲା ନିରାଶ

ବର୍ଷ ବର୍ଷର ଅପେକ୍ଷା ପରେ ଆସି ସାରିଛି ଅଯୋଧ୍ୟା ବିବାଦର ରାୟ, ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ରାୟ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ ଏହି ବିବାଦୀୟ ଜମିକୁ ରାମଜନ୍ମଭୂମି ନ୍ୟାସକୁ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେହି ସମୟରେ ମୁସଲିମ ପକ୍ଷଙ୍କୁ ଅଲଗା ସ୍ଥାନରେ ଜମି ଦେବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥାତ୍ ସୁନ୍ନୀ ୱକ୍ଫ ବୋର୍ଡକୁ ଅନ୍ୟତ୍ର ୫ ଏକର ଜମି ମସଜିଦ ନିର୍ମାଣ କରିବାକୁ ଯୋଗାଇ ଦେବାକୁ ଅଦାଲତ କହିଛନ୍ତି। ଏହା ସହ ୩ ମାସ ମଧ୍ୟରେ ଯୋଜନା ପ୍ରସ୍ତୁତି କରିବାକୁ କେନ୍ଦ୍ରକୁ ନିଷ୍ପତ୍ତି ଦିଆଯାଇଛି।

ଅଯୋଧ୍ୟା ରାୟ ଆସିବା ପରେ ବଲିଉଡର ୩ ମୁଖ୍ୟ ମୁସଲିମ୍ ଅଭିନେତା କଲେ ଏପରି ବ୍ୟବହାର ଯାହା ସମସ୍ତଙ୍କୁ କଲା ନିରାଶ

ଏହି ରାୟ ସବୁ ବଲିଉଡ୍ ଷ୍ଟାର ମାନେ ଟ୍ୱିଟ କରି ନିଜ ମତ ରଖିଛନ୍ତି। ଫରାନ ଅକତର ଓ କମାଲ ଆର୍ ଖାନ ଭଳି ମୁସଲିମ୍ ଅଭିନେତା ମାନେ ଏ ବାବଦରେ ନିଜ ମତାମତ ଦେଇଛନ୍ତି। ହେଲେ ବଲିଉଡର ୩ ମୁଖ୍ୟ ବଲିଉଡ୍ ଷ୍ଟାର ଶାହାରୁଖ୍ ଖାନ୍, ଅମିର୍ ଖାନ, ସଲମାନ ଖାନ ଏ ବିଷୟରେ କିଛି କିଛି ବି ମୁହଁ ଖୋଲି ନାହାନ୍ତି। ଯାହା ଏମାନଙ୍କ ଠାରୁ ଆଶା କରାଯାଇନଥିଲା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସଲମାନ୍ ଏହି ରାୟ ଆସିବା ପରେ ଟ୍ୱିଟ ତ କଲେ ହେଲେ ହେଲେ ସେ ତାଙ୍କ ଆସୁଥିବା ଫିଲ୍ମ ଦବଙ୍ଗ-୩ ର ଗୀତ ‘ୟୁ କରକେ’ର ପ୍ରୋମସନ ପାଇଁ ଥିଲା।

ଅଯୋଧ୍ୟା ରାୟ ଆସିବା ପରେ ବଲିଉଡର ୩ ମୁଖ୍ୟ ମୁସଲିମ୍ ଅଭିନେତା କଲେ ଏପରି ବ୍ୟବହାର ଯାହା ସମସ୍ତଙ୍କୁ କଲା ନିରାଶ

ଏହି ବଡ ମୁସଲିମ ଅଭିନେତାଙ୍କ ଠାରୁ ଏହା ଆଶା ଥିଲା କି ଏମାନେ ଦେଶ ସହ ଜଡିତ ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ନିଜର ବିଚାର ଦୁନିଆ ଆଗରେ ରଖିବେ ହେଲେ ୩ ଜଣ ସମସ୍ତଙ୍କୁ ନିରାଶ କରିଥିଲେ। ଆଶା ଅଛି ଏମାନେ ଆଗକୁ କୋଉ ଇଣ୍ଟରଭ୍ୟୁରେ ଏହାର ଖୁଲାସା କରିବେ କି ଏମାନେ କାହିଁକି ଖୁପ୍ ହୋଇ ଯାଇଥିଲେ।