ପ୍ରଥମ ଅଭିନୟରେ ସମସ୍ତେ ଉଡାଇଥିଲେ ମଜାକ୍, ଏବେ ଗୋଟେ ଏପିସୋଡ୍ ପାଇଁ ୧.୫୦ ଲକ୍ଷ ଟଙ୍କା ନେଉଛନ୍ତି ଏହି ଅଭିନେତ୍ରୀ

ଭାଗ୍ୟ ବଦଳିବା ପାଇଁ ସମୟ ଲାଗି ନଥାଏ। ସେଥିପାଇଁ କାହାର ଦରିଦ୍ରତା ଓ କାହାର ଟେଲେଣ୍ଟକୁ ମଜାକ୍ କରିବା ଉଚିତ ନୁହେଁ। ଏହିଭଳି ଜଣେ ଅଭିନେତ୍ରୀଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ଯାହାଙ୍କ ଅଭିନୟକୁ ଦିନେ ଲୋକମାନେ ମଜାକ୍ ଉଡାଉଥିଲେ ହେଲେ ଆଜି ସେ ଏତେ ପପୁଲାର୍ ଯେ ତାଙ୍କ ଗୋଟେ ଏପିସୋଡର ଫିସ୍ ୧.୫୦ ଲକ୍ଷ ଅଟେ। ଆମେ କହୁଛୁ ଟିଭି ଜଗତର ପପୁଲାର୍ ଅଭିନେତ୍ରୀ ଶୁରଭୀ ଜ୍ୟୋତିଙ୍କ ବିଷୟରେ। ଯିଏ ନିଜର ଦମଦାର
 
ପ୍ରଥମ ଅଭିନୟରେ ସମସ୍ତେ ଉଡାଇଥିଲେ ମଜାକ୍, ଏବେ ଗୋଟେ ଏପିସୋଡ୍ ପାଇଁ ୧.୫୦ ଲକ୍ଷ ଟଙ୍କା ନେଉଛନ୍ତି ଏହି ଅଭିନେତ୍ରୀ

ଭାଗ୍ୟ ବଦଳିବା ପାଇଁ ସମୟ ଲାଗି ନଥାଏ। ସେଥିପାଇଁ କାହାର ଦରିଦ୍ରତା ଓ କାହାର ଟେଲେଣ୍ଟକୁ ମଜାକ୍ କରିବା ଉଚିତ ନୁହେଁ। ଏହିଭଳି ଜଣେ ଅଭିନେତ୍ରୀଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ ଯାହାଙ୍କ ଅଭିନୟକୁ ଦିନେ ଲୋକମାନେ ମଜାକ୍ ଉଡାଉଥିଲେ ହେଲେ ଆଜି ସେ ଏତେ ପପୁଲାର୍ ଯେ ତାଙ୍କ ଗୋଟେ ଏପିସୋଡର ଫିସ୍ ୧.୫୦ ଲକ୍ଷ ଅଟେ।

ପ୍ରଥମ ଅଭିନୟରେ ସମସ୍ତେ ଉଡାଇଥିଲେ ମଜାକ୍, ଏବେ ଗୋଟେ ଏପିସୋଡ୍ ପାଇଁ ୧.୫୦ ଲକ୍ଷ ଟଙ୍କା ନେଉଛନ୍ତି ଏହି ଅଭିନେତ୍ରୀ

ଆମେ କହୁଛୁ ଟିଭି ଜଗତର ପପୁଲାର୍ ଅଭିନେତ୍ରୀ ଶୁରଭୀ ଜ୍ୟୋତିଙ୍କ ବିଷୟରେ। ଯିଏ ନିଜର ଦମଦାର ଅଭିନୟ ବଳରେ ଆଜି କୋଟି କୋଟି ଲୋକଙ୍କ ହୃଦୟରେ ରାଜ କରୁଛନ୍ତି। ସେ ନିଜ କ୍ୟାରିୟରର ଆରମ୍ଭ ୨୦୧୦ରେ ଏକ ସିରିଏଲ ‘ଆଖିୟୋ ତୋ ଦୂର୍ ଯାଏ ନା’ ରେ ଅଭିନୟ ଆରମ୍ଭ କରିଥିଲେ। ଆରମ୍ଭରୁ ତାଙ୍କ ଅଭିନୟ ବହୁତ୍ ଦୁର୍ବଳ ଥିଲା ଯାହା ପାଇଁ ସେ ସେଟ୍ ରେ ବହୁ ଗାଳି ସହ ଲୋକହସା ର ଶୀକାର ହେଉଥିଲେ। ସମସ୍ତେ ତାଙ୍କ ଅଭିନୟ ମଜାକ୍ ଉଡଉଥିଲେ।

ପ୍ରଥମ ଅଭିନୟରେ ସମସ୍ତେ ଉଡାଇଥିଲେ ମଜାକ୍, ଏବେ ଗୋଟେ ଏପିସୋଡ୍ ପାଇଁ ୧.୫୦ ଲକ୍ଷ ଟଙ୍କା ନେଉଛନ୍ତି ଏହି ଅଭିନେତ୍ରୀ

ଲୋକଙ୍କ ଠାରୁ ଏପରି ଲୋକହସାର ଶୀକାର ପରେ ମଧ୍ୟ ହାର୍ ମାନି ନଥିଲେ। ଆଉ ନିଜ କ୍ୟାରିୟର ରେ ଦ୍ରୁତ ଗତିରେ ଆଗକୁ ବଢିବାକୁ ଲାଗିଲେ। ୨୦୧୨ ରେ ଜୀଟିଭିର ଏକ ଧାରାବାହିକ ‘କୁବୁଲ ହେ’ ରେ ତାଙ୍କୁ ଅଭିନୟର ସୁଯୋଗ ଦିଆଯାଇଥିଲା। ଆଉ ସେହି ଧାରାବାହିକରେ ଅଭିନୟ ପରେ ତାଙ୍କ ଜୀବନ ପୂରା ବଦଳି ଯାଇଥିଲା।

ପ୍ରଥମ ଅଭିନୟରେ ସମସ୍ତେ ଉଡାଇଥିଲେ ମଜାକ୍, ଏବେ ଗୋଟେ ଏପିସୋଡ୍ ପାଇଁ ୧.୫୦ ଲକ୍ଷ ଟଙ୍କା ନେଉଛନ୍ତି ଏହି ଅଭିନେତ୍ରୀ

କିଛି ମାସ ପରେ ଶୁରଭିଙ୍କୁ ଟିଭିର ସବୁଠାରୁ ଲୋକପ୍ରିୟ ଶୋ ‘ନାଗିନ୍୩’ ରେ ବି ଅଭିନୟର ସୁଯୋଗ ମିଳିଥିଲା। ଯେଉଁଥିରେ ସେ ମୁଖ୍ୟ ରୋଲ୍ ରେ ନଜର ଆସିଥିଲେ। ଏହି ଶୋ ରେ ରେ ଗୋଟିଏ ଏପିସୋଡ୍ ପାଇଁ ୧.୫୦ ଲକ୍ଷ ଟଙ୍କା ନେଇଥାନ୍ତି। ଏବେ ଦର୍ଶକ ତାଙ୍କ ଗୋଟେ ଝଲକ ଦେଖିବାକୁ ଚାହିଁ ରହିଥାନ୍ତି।