ବିବାହ ବନ୍ଧନରେ ବାନ୍ଧି ହେଲେ ଟିଭି ଅଭିନେତା ଚନ୍ଦନ ଓରଫ୍ ତୁଷାର୍, ଏହି ଅଭିନେତ୍ରୀଙ୍କୁ କଲେ ବିବାହ

ଚାଲିଛି ବିବାହର ଋତୁ, ସିନେମା ଓ ଟେଲି ଜଗତରେ ଅନେକ ଅଭିନେତା ଅଭିନେତ୍ରୀ ବିବାହ କରୁଛନ୍ତି। ନିକଟରେ ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁଙ୍କ ନିର୍ବନ୍ଧ ସରିଥିବା ବେଳେ ଏକ ଆଉ ଏକ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଦେଖିବାକୁ ମିଳିଛି। ଟେଲି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଚନ୍ଦନ ଓରଫ ତୁଷାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଅଭିନେତ୍ରୀ ମାହି ମିଶ୍ରଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ପ୍ରେମ ବିବାହ ହୋଇଥିବା ଜଣାପଡିଛି। ତେବେ ତୁଷାର ତୋ ଅଗାଣର
 
ବିବାହ ବନ୍ଧନରେ ବାନ୍ଧି ହେଲେ ଟିଭି ଅଭିନେତା ଚନ୍ଦନ ଓରଫ୍ ତୁଷାର୍, ଏହି ଅଭିନେତ୍ରୀଙ୍କୁ କଲେ ବିବାହ

ଚାଲିଛି ବିବାହର ଋତୁ, ସିନେମା ଓ ଟେଲି ଜଗତରେ ଅନେକ ଅଭିନେତା ଅଭିନେତ୍ରୀ ବିବାହ କରୁଛନ୍ତି। ନିକଟରେ ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁଙ୍କ ନିର୍ବନ୍ଧ ସରିଥିବା ବେଳେ ଏକ ଆଉ ଏକ ଯୋଡି ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଦେଖିବାକୁ ମିଳିଛି।

ବିବାହ ବନ୍ଧନରେ ବାନ୍ଧି ହେଲେ ଟିଭି ଅଭିନେତା ଚନ୍ଦନ ଓରଫ୍ ତୁଷାର୍, ଏହି ଅଭିନେତ୍ରୀଙ୍କୁ କଲେ ବିବାହ

ଟେଲି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଚନ୍ଦନ ଓରଫ ତୁଷାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେ ଅଭିନେତ୍ରୀ ମାହି ମିଶ୍ରଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ପ୍ରେମ ବିବାହ ହୋଇଥିବା ଜଣାପଡିଛି। ତେବେ ତୁଷାର ତୋ ଅଗାଣର ତୁଳସୀ ମୁଁ ଧାରାବାହିକରେ ମୁଖ୍ୟ ରୋଲ୍ ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ। ପରେ ସେ ସିନେମା ଓ ଧାରାବାହିକରେ ନିଜ ଚମତ୍କାର ଅଭିନୟରେ ଜଣେ ପ୍ରତିଭାବାନ ଅଭିନେତା ହୋଇପାରିଛନ୍ତି।

ବିବାହ ବନ୍ଧନରେ ବାନ୍ଧି ହେଲେ ଟିଭି ଅଭିନେତା ଚନ୍ଦନ ଓରଫ୍ ତୁଷାର୍, ଏହି ଅଭିନେତ୍ରୀଙ୍କୁ କଲେ ବିବାହ

ସେହିପରି ଅଭିନେତ୍ରୀ ମାହି ମିଶ୍ର ମଧ୍ୟ ଅନେକ ଧାରାବାହିକରେ ଅଭିନୟ କରି ସାରିଛନ୍ତି। ଦୁର୍ଗା ଧାରାବାହିକରେ ସେ ଚମତ୍କାର ଅଭିନୟ କରିଥିଲେ। ଏବେ ସେ ‘ଜି ସାର୍ଥକ’ରେ ପ୍ରସାରିତ ମୁଁ ବି ଅର୍ଦ୍ଧାଗ୍ଗିନୀ ରେ କାମ କରୁଛନ୍ତି।