ବାହା ହେଲେ ଓଲିଉଡ୍ ହିରୋ ତଥା ମିହିର ଦାସଙ୍କ ପୁଅ ଅମ୍ଲାନ ଦାସ, ଏହି ଝିଅ ହେଲେ ତାଙ୍କ ଜୀବନ ସାଥୀ

ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡର ଜଣାଶୁଣା ତଥା ବରିଷ୍ଠ ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଲାନ ଦାସ। ପୂର୍ବରୁ ତାଙ୍କ ନିର୍ବନ୍ଧ ସରିଥିବା ବେଳେ ଭେଲେଣ୍ଟାଇନର ସପ୍ତାହର ପ୍ରଥମ ଦିନ ରୋଜ୍ ଡେ ସେ ବିବାହ କରିଛନ୍ତି। ତାଙ୍କ ବାହାଘର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ସେ ନିଜ ପିଲାଦିନର ସାଥୀ ଭୁମିକାଙ୍କୁ ବିବାହ କରିଛନ୍ତି। କହିରଖୁଛୁ ଇଏ ଅଭିନେତ୍ରୀ ଭୂମିକା ନୁହନ୍ତି। ତେବେ ୭ ତାରିଖ କଟକ ସ୍ଥିତ ବାସଭବନରେ ଆର୍ଯ୍ୟ ସମାଜ
 
ବାହା ହେଲେ ଓଲିଉଡ୍ ହିରୋ ତଥା ମିହିର ଦାସଙ୍କ ପୁଅ ଅମ୍ଲାନ ଦାସ, ଏହି ଝିଅ ହେଲେ ତାଙ୍କ ଜୀବନ ସାଥୀ

ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡର ଜଣାଶୁଣା ତଥା ବରିଷ୍ଠ ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଲାନ ଦାସ। ପୂର୍ବରୁ ତାଙ୍କ ନିର୍ବନ୍ଧ ସରିଥିବା ବେଳେ ଭେଲେଣ୍ଟାଇନର ସପ୍ତାହର ପ୍ରଥମ ଦିନ ରୋଜ୍ ଡେ ସେ ବିବାହ କରିଛନ୍ତି। ତାଙ୍କ ବାହାଘର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ସେ ନିଜ ପିଲାଦିନର ସାଥୀ ଭୁମିକାଙ୍କୁ ବିବାହ କରିଛନ୍ତି। କହିରଖୁଛୁ ଇଏ ଅଭିନେତ୍ରୀ ଭୂମିକା ନୁହନ୍ତି।

ବାହା ହେଲେ ଓଲିଉଡ୍ ହିରୋ ତଥା ମିହିର ଦାସଙ୍କ ପୁଅ ଅମ୍ଲାନ ଦାସ, ଏହି ଝିଅ ହେଲେ ତାଙ୍କ ଜୀବନ ସାଥୀ

ତେବେ ୭ ତାରିଖ କଟକ ସ୍ଥିତ ବାସଭବନରେ ଆର୍ଯ୍ୟ ସମାଜ ଅନୁସାରେ ବାହାଘର ହୋଇଛି। ସେ ଧଳା କୁର୍ତ୍ତା ପଞ୍ଜାବୀରେ ଖୁବ୍‌ ହ୍ୟାଣ୍ଡସମ୍‌ ଲାଗୁଥିବା ବେଳେ ତାଙ୍କ ପତ୍ନୀ ଭୂମିକା ନାଲି ଶାଢ଼ିରେ ବେଶ୍‌ ସୁନ୍ଦର ଲାଗୁଛନ୍ତି। ୨ ମାସ ତଳେ ଅର୍ଥାତ୍ ଡିସେମ୍ବରରେ ଅମ୍ଳାନ ଓ ଭୂମିକାଙ୍କ ନିର୍ବନ୍ଧ ହୋଇଥିଲା। ପରିବାର ଏବଂ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତରେ ଦୁହିଁଙ୍କ ନିର୍ବନ୍ଧ ସରିଥିବା ବେଳେ ଏବେ ବଡ଼ ଧୁମ୍‌ଧାମ୍‌ରେ ବାହାଘର ବି ହୋଇଛି। ଅମ୍ଳାନଙ୍କ ପତ୍ନୀଙ୍କ ଘର ସିଡିଏରେ ବୋଲି ଜଣାପଡ଼ିଛି।

ବାହା ହେଲେ ଓଲିଉଡ୍ ହିରୋ ତଥା ମିହିର ଦାସଙ୍କ ପୁଅ ଅମ୍ଲାନ ଦାସ, ଏହି ଝିଅ ହେଲେ ତାଙ୍କ ଜୀବନ ସାଥୀ

୨୦୧୩ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଟାର୍ଗେଟ୍‌’ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଆଗକୁ ତାଙ୍କ ଅଭନୀତ ଫିଲ୍ମ ‘ଫ୍ରମ୍‌ ମି ଟୁ ୟୁ’ ରିଲିଜ୍‌ ହେବାକୁ ଯାଉଛି। ଏଥିରେ ତାଙ୍କ ସହ ଅଭିନେତା ଜ୍ୟୋତି ଏବଂ ଅଭିନେତ୍ରୀ ଶ୍ରଦ୍ଧାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ହେମନ୍ତ କୁମାର ସାହୁ।