ମାତ୍ର ୧୫ଦିନ ପାଇଁ କରିଥିଲେ ଏହି ଅଭିନେତାଙ୍କୁ ବୟଫ୍ରେଣ୍ଡ, ସର୍ତ୍ତ ହାରିବା କାରଣରୁ କରିବାକୁ ପଡିଥିଲା ବିବାହ, ଜାଣନ୍ତୁ କିଏ

ବଲିଉଡର ଖିଲାଡି କୁମାର ହେଉଛନ୍ତି ଅକ୍ଷୟ କୁମାର. ବଲିଉଡର ଜଣେ ସବୁଠାରୁ ପପୁଲାର୍ ଅଭିନେତା ଭାବେ ସେ ଜଣାଶୁଣା. ତାଙ୍କର ଅନେକ ଫିଲ୍ମ ବକ୍ସ ଅଫିସରେ ରାଜ୍ କରିଛି. ତାଙ୍କର ଅଭିନୟ ଶୈଳୀ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସେ। ଆଜି ଆମେ ଅକ୍ଷୟ କୁମାରଙ୍କ ବିଷୟରେ ଏମିତି କିଛି ବିଷୟରେ ବତେଇବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଅକ୍ଷୟ କୁମାର ଟୁଇଙ୍କିଲ୍ ଶର୍ମାଙ୍କୁ ବିବାହ କରିଛନ୍ତି। ଆପଣ ଶୁଣିଥିବେ ଲୋକମାନେ ପ୍ରେମରେ ସର୍ତ୍ତ ଜିତିକରି ବିବାହ କରିଥାନ୍ତି।
 
ମାତ୍ର ୧୫ଦିନ ପାଇଁ କରିଥିଲେ ଏହି ଅଭିନେତାଙ୍କୁ ବୟଫ୍ରେଣ୍ଡ, ସର୍ତ୍ତ ହାରିବା କାରଣରୁ କରିବାକୁ ପଡିଥିଲା ବିବାହ, ଜାଣନ୍ତୁ କିଏ

ବଲିଉଡର ଖିଲାଡି କୁମାର ହେଉଛନ୍ତି ଅକ୍ଷୟ କୁମାର. ବଲିଉଡର ଜଣେ ସବୁଠାରୁ ପପୁଲାର୍ ଅଭିନେତା ଭାବେ ସେ ଜଣାଶୁଣା. ତାଙ୍କର ଅନେକ ଫିଲ୍ମ ବକ୍ସ ଅଫିସରେ ରାଜ୍ କରିଛି. ତାଙ୍କର ଅଭିନୟ ଶୈଳୀ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସେ। ଆଜି ଆମେ ଅକ୍ଷୟ କୁମାରଙ୍କ ବିଷୟରେ ଏମିତି କିଛି ବିଷୟରେ ବତେଇବୁ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ମାତ୍ର ୧୫ଦିନ ପାଇଁ କରିଥିଲେ ଏହି ଅଭିନେତାଙ୍କୁ ବୟଫ୍ରେଣ୍ଡ, ସର୍ତ୍ତ ହାରିବା କାରଣରୁ କରିବାକୁ ପଡିଥିଲା ବିବାହ, ଜାଣନ୍ତୁ କିଏ

ଅକ୍ଷୟ କୁମାର ଟୁଇଙ୍କିଲ୍ ଶର୍ମାଙ୍କୁ ବିବାହ କରିଛନ୍ତି। ଆପଣ ଶୁଣିଥିବେ ଲୋକମାନେ ପ୍ରେମରେ ସର୍ତ୍ତ ଜିତିକରି ବିବାହ କରିଥାନ୍ତି। ହେଲେ ଏ ଦୁଇଜଣଙ୍କ ବିବାହର କାହାଣୀ କିଛି ଅଲଗା। ଏକ ସର୍ତ୍ତ ହାରିବା କାରଣରୁ ଅକ୍ଷୟ କୁମାର ଟୁଇଙ୍କିଲ୍ ଶର୍ମାଙ୍କୁ ବିବାହ କରିଥିଲେ। ଅକ୍ଷୟ କୁମାର ଓ ଟୁଇଙ୍କିଲ୍ ଶର୍ମାଙ୍କ ପ୍ରଥମ ଦେଖା ଫିଲ୍ମ୍ ଫେଆରରେ ହୋଇଥିଲା। ପ୍ରଥମ ହିଁ ଦେଖାରେ ଦୁହିଁଙ୍କ ଭିତରେ ପ୍ରେମ ଗଢି ଉଠିଥିଲା। ଅକ୍ଷୟ କୁମାର ଫିଲ୍ମଫେଆର ର ଇଣ୍ଟରଭ୍ୟୁରେ ଏ କଥା କହିଥିଲେ କି ଜହେଶ ସେଠଙ୍କ ଫିଲ୍ମଫେଆର ସୁଟରେ ପ୍ରଥମ ଦେଖା ହୋଇଥିଲା ଆଉ ସେହି ଫଟୋସୁଟର ଫଟୋ ଏବେ ବି ମୋ ପାଖରେ ଅଛି।

ମାତ୍ର ୧୫ଦିନ ପାଇଁ କରିଥିଲେ ଏହି ଅଭିନେତାଙ୍କୁ ବୟଫ୍ରେଣ୍ଡ, ସର୍ତ୍ତ ହାରିବା କାରଣରୁ କରିବାକୁ ପଡିଥିଲା ବିବାହ, ଜାଣନ୍ତୁ କିଏ

ଏହି ଫଟୋସୁଟ ପରେ ଅକ୍ଷୟ ଓ ଟୁଇଙ୍କିଲ୍ ପ୍ରଥମ ଥର ଇଣ୍ଟରନେସନାଲ ଖିଲାଡି ଫିଲ୍ମରେ ଦୁହେଁ ନଜର ଆସିଥିଲେ। ଏହି ଫିଲ୍ମ ୧୯୯୯ ରେ ରିଲିଜ ହୋଇଥିଲା। ଏହି ଫିଲ୍ମର ସୁଟିଙ୍ଗ୍ ବେଳେ ଦୁହେଁ ପରସ୍ପରକୁ ଆହୁରି ଜାଣିଯାଇଥିଲେ। ଏକ ଇଣ୍ଟରଭ୍ୟୁ ରେ ଅକ୍ଷୟ କୁମାର କହିଥିଲେ ଯେ ସେ ଟୁଇଙ୍କିଲ୍ ଙ୍କ ସୁନ୍ଦରତା ଠାରୁ ତାଙ୍କ ଭଲପଣକୁ ଦେଖି ଆକର୍ଷିତ ହୋଇଛନ୍ତି।

ମାତ୍ର ୧୫ଦିନ ପାଇଁ କରିଥିଲେ ଏହି ଅଭିନେତାଙ୍କୁ ବୟଫ୍ରେଣ୍ଡ, ସର୍ତ୍ତ ହାରିବା କାରଣରୁ କରିବାକୁ ପଡିଥିଲା ବିବାହ, ଜାଣନ୍ତୁ କିଏ

ହେଲେ ଏକ ପପୁରାଲ୍ ସୋ ରେ ଅକ୍ଷୟ ଓ ଟୁଇଙ୍କିଲ୍ ଦୁହେଁ ଆସିଥିଲେ. ଅକ୍ଷୟ କୁମାର କହିଥିଲେ ଯେ ଟୁଇଙ୍କିଲ୍ ‘ମେଲା’ ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ସେହି ସୋରେ ଏହି ଫିଲ୍ମକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଟୁଇଙ୍କିଲ୍ ଙ୍କୁ ବିଶ୍ବାସ ଥିଲା ଯେ ଏହି ଫିଲ୍ମ ନିଶ୍ଚିତ ହିଟ୍ ହେବ। ସେ କହିଥିଲେ କି ଯଦି ଏହି ଫିଲ୍ମ ହିଟ ନ ହେବ ତେବେ ସେ ଅକ୍ଷୟ କୁମାରଙ୍କୁ ବାହା ହେବେ। ଅକ୍ଷୟ କୁମାର ମଧ୍ୟ ଏଥିରେ ରାଜି ହୋଇଥିଲେ. ପରେ ଫିଲ୍ମଟି ହିଟ୍ ହୋଇପାରିନଥିଲା ଆଉ ନିଜ ସର୍ତ୍ତରେ ହାରି ଟୁଇଙ୍କିଲ୍ ଅକ୍ଷୟଙ୍କୁ ବିବାହ କରିଥିଲେ।