ଫିଗର୍ ଖରାପ ନ କରି ବିନା ଗର୍ଭବତୀରେ ଝିଅ ଜନ୍ମ ଦେଲେ ଶିଳ୍ପା ସେଟ୍ଟୀ, କହିଲେ ଏମିତି ଭାବେ ଜନ୍ମ ଦେବା ହେଲା ସମ୍ଭବ

ଦ୍ବିତୀୟ ଥର ପାଇଁ ମାଆବାପା ସାଜିଛନ୍ତି ବଲିଉଡ୍ ସୁନ୍ଦରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ବ୍ୟବସାୟୀ ସ୍ବାମୀ ରାଜ କୁନ୍ଦ୍ରା। ପୂର୍ବରୁ ତାଙ୍କର ଏକ ପୁଅ ଥିବା ବେଳେ ଶିଳ୍ପା ଏକ କନ୍ୟା ସନ୍ତାନର ମା ହୋଇଛନ୍ତି। ଅନେକ ସମୟରୁ ଶିଳ୍ପା ସିନେମାରୁ ଦୂରେଇ ଯାଇଛନ୍ତି ହେଲେ ତାଙ୍କ ଜାଦୁ ଦର୍ଶକଙ୍କ ଠାରେ ଏବେ ବି ପୂର୍ବ ପରି ରହିଛି। ସେ ବହୁତ୍ ଶୀଘ୍ର ଥିଏଟରକୁ ଫେରିବାକୁ ଯାଉଛନ୍ତି ଏବଂ ସେ ଫିଲ୍ମ ହଂଗାମା-୨ ର ସୁଟିଂ
 
ଫିଗର୍ ଖରାପ ନ କରି ବିନା ଗର୍ଭବତୀରେ ଝିଅ ଜନ୍ମ ଦେଲେ ଶିଳ୍ପା ସେଟ୍ଟୀ, କହିଲେ ଏମିତି ଭାବେ ଜନ୍ମ ଦେବା ହେଲା ସମ୍ଭବ

ଦ୍ବିତୀୟ ଥର ପାଇଁ ମାଆବାପା ସାଜିଛନ୍ତି ବଲିଉଡ୍‌ ସୁନ୍ଦରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ବ୍ୟବସାୟୀ ସ୍ବାମୀ ରାଜ କୁନ୍ଦ୍ରା। ପୂର୍ବରୁ ତାଙ୍କର ଏକ ପୁଅ ଥିବା ବେଳେ ଶିଳ୍ପା ଏକ କନ୍ୟା ସନ୍ତାନର ମା ହୋଇଛନ୍ତି। ଅନେକ ସମୟରୁ ଶିଳ୍ପା ସିନେମାରୁ ଦୂରେଇ ଯାଇଛନ୍ତି ହେଲେ ତାଙ୍କ ଜାଦୁ ଦର୍ଶକଙ୍କ ଠାରେ ଏବେ ବି ପୂର୍ବ ପରି ରହିଛି। ସେ ବହୁତ୍ ଶୀଘ୍ର ଥିଏଟରକୁ ଫେରିବାକୁ ଯାଉଛନ୍ତି ଏବଂ ସେ ଫିଲ୍ମ ହଂଗାମା-୨ ର ସୁଟିଂ ବି ଆରମ୍ଭ କରି ସାରିଲେଣି।

ଫିଗର୍ ଖରାପ ନ କରି ବିନା ଗର୍ଭବତୀରେ ଝିଅ ଜନ୍ମ ଦେଲେ ଶିଳ୍ପା ସେଟ୍ଟୀ, କହିଲେ ଏମିତି ଭାବେ ଜନ୍ମ ଦେବା ହେଲା ସମ୍ଭବ

ଶିଳ୍ପା ସେଟ୍ଟୀ ଙ୍କ ସ୍ୱାମୀ ରାଜ କୁନ୍ଦ୍ରା ପାଖାପାଖି ୩ ମାସରୁ ଇନଷ୍ଟାଗ୍ରାମ ରେ କିଛି ପୋଷ୍ଟ କରିନଥିଲେ। ତେବେ ସେ ଗତ ଶୁକ୍ରବାର ଏକ ଖାସ୍ ଖବର ପୋଷ୍ଟ କରି ସମସ୍ତଙ୍କୁ ଚକିତ କରାଇଛନ୍ତି। ଶିଳ୍ପା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଶିଶୁଟିର ଅଧା ଫଟୋ ଦେଇ ଲେଖିଛନ୍ତି, ‘ଗଣେଶାୟ ନମଃ। ଆମ ପ୍ରାର୍ଥନାକୁ ଏକ ଚମତ୍କାର ସହ ଈଶ୍ବର ମଞ୍ଜୁର କରିଛନ୍ତି। ଆମ ଘରେ ଏକ କୁନି ପରୀର ଅବିର୍ଭାବ ହୋଇଛି ବୋଲି ଆମେ ଅତ୍ୟନ୍ତ କୃତଜ୍ଞତ‌ାର ସହ ଘୋଷଣା କରୁଛୁ।’ ଝିଅର ନାମ ସମିଶା ରଖାଯାଇଛି ତାର ନାମର ଅର୍ଥ ମଧ୍ୟ ଶିଳ୍ପା ତାଙ୍କ ପୋଷ୍ଟ୍‌ରେ ବୁଝାଇଛନ୍ତି। ସଂସ୍କୃତରେ ‘ସ’ ମାନେ ସେ ଲେଖିଛନ୍ତି ‘କିଛି ଜିନିଷ ବା କୌଣସି ବ୍ୟକ୍ତିର ଉପସ୍ଥିତି’ ଓ ସେହିପରି ରୁଷିୟାନ ଭାଷାରେ ‘ମିଶା’ ମାନେ ‘ଭଗବାନଙ୍କ ପରି’। ସେ ସମିଶାର ଅର୍ଥ ଲକ୍ଷ୍ମୀ ବୋଲି ଲେଖିଛନ୍ତି। ଜଣାପଡିଛି ସମିଶା ୧୫ ଫେବୃଆରୀରେ ଜନ୍ମ ହୋଇଛି।

ଫିଗର୍ ଖରାପ ନ କରି ବିନା ଗର୍ଭବତୀରେ ଝିଅ ଜନ୍ମ ଦେଲେ ଶିଳ୍ପା ସେଟ୍ଟୀ, କହିଲେ ଏମିତି ଭାବେ ଜନ୍ମ ଦେବା ହେଲା ସମ୍ଭବ

ହେଲେ ଆପଣ ଭାବୁଥିବେ ସିଳ୍ପା ତ ଗର୍ଭବତୀ ନଥିଲେ ତ ଛୁଆ କେମିତି ଜନ୍ମ ହେଲା। ଆଶ୍ଚର୍ଯ୍ୟର କଥା କି ଶିଳ୍ପା ନିଜ ଫିଗର୍ ଖରାପ ନ କରିବା ପାଇଁ ସରୋଗେସିି ପ୍ରକ୍ରିୟାରେ ଛୁଆ ଜନ୍ମ କରାଇଛନ୍ତି। ଶିଳ୍ପା ୨୦୧୨ ରେ ପୁଅ ବିୟାନକୁ ଜନ୍ମ ଦେଇଥିଲେ। ସେତେବେଳେ ସେ ୩୭ ବୟସର ହୋଇଥିଲେ। ଏବେ ୪୪ ବର୍ଷରେ ତାଙ୍କ ଫିଗର୍ ଖରାପ ହେବା ଡରରେ ସେ ଏପରି କରିଛନ୍ତି ବୋଲି ଜଣା ପଡିଛି।