ଓଡିଆ ପୁଅକୁ ବାହା ହେବେ ବଙ୍ଗୀୟ ହିରୋଇନ୍ ଝିଲିକ୍, ଏହି ଓଡିଶା ନେତାଙ୍କ ହେବେ ଜୀବନସାଥୀ

ଓଲିଉଡ୍ ରେ ଅନେକ ବଙ୍ଗୀୟ ଅଭିନେତ୍ରୀ ନିଜ ଅଭିନୟ ରେ ଅନେକ ଓଡିଆ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେହି ମଧ୍ୟରୁ ଝିଲିକ୍ ହେଉଛନ୍ତି ଜଣେ। ସଠିକ୍ ଭାବରେ ଓଡିଆ କହି ପାରୁ ନଥିଲେ ମଧ୍ୟ ଓଡିଆ ସିନେମାରେ ନିଜ ଅଭିନୟରେ ଦର୍ଶକଙ୍କୁ ଭରପୁର ଏଣ୍ଟରଟେନମେଣ୍ଟ ଦେଇଛନ୍ତି। ପ୍ରାୟତଃ ସବୁ ଓଡ଼ିଆ ହିରୋଙ୍କ ସହିତ ବିଭିନ୍ନ ସିନେମାରେ କାମ କରି ଓଡ଼ିଆଣୀ ବନି ଯାଇଛନ୍ତି। ତେବେ ସେ ସବୁଦିନ ପାଇଁ ଓଡିଆଣି ହେବାକୁ ଯାଉଥିବା ଖବର ମିଳିଛି। ଝିଲିକ୍
 
ଓଡିଆ ପୁଅକୁ ବାହା ହେବେ ବଙ୍ଗୀୟ ହିରୋଇନ୍ ଝିଲିକ୍, ଏହି ଓଡିଶା ନେତାଙ୍କ ହେବେ ଜୀବନସାଥୀ

ଓଲିଉଡ୍ ରେ ଅନେକ ବଙ୍ଗୀୟ ଅଭିନେତ୍ରୀ ନିଜ ଅଭିନୟ ରେ ଅନେକ ଓଡିଆ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ସେହି ମଧ୍ୟରୁ ଝିଲିକ୍ ହେଉଛନ୍ତି ଜଣେ। ସଠିକ୍ ଭାବରେ ଓଡିଆ କହି ପାରୁ ନଥିଲେ ମଧ୍ୟ ଓଡିଆ ସିନେମାରେ ନିଜ ଅଭିନୟରେ ଦର୍ଶକଙ୍କୁ ଭରପୁର ଏଣ୍ଟରଟେନମେଣ୍ଟ ଦେଇଛନ୍ତି। ପ୍ରାୟତଃ ସବୁ ଓଡ଼ିଆ ହିରୋଙ୍କ ସହିତ ବିଭିନ୍ନ ସିନେମାରେ କାମ କରି ଓଡ଼ିଆଣୀ ବନି ଯାଇଛନ୍ତି। ତେବେ ସେ ସବୁଦିନ ପାଇଁ ଓଡିଆଣି ହେବାକୁ ଯାଉଥିବା ଖବର ମିଳିଛି। ଝିଲିକ୍ ଓଡିଆ ପୁଅକୁ ବିବାହ କରିବାକୁ ଯାଉଛନ୍ତି। ତେବେ ସେ ଜଣେ ନେତାଙ୍କୁ ବିବାହ କରିବେ ବୋଲି ଜଣାପଡିଛି।

ଓଡିଆ ପୁଅକୁ ବାହା ହେବେ ବଙ୍ଗୀୟ ହିରୋଇନ୍ ଝିଲିକ୍, ଏହି ଓଡିଶା ନେତାଙ୍କ ହେବେ ଜୀବନସାଥୀ

ଯଦିଓ ତାଙ୍କ ଭାବୀ ସ୍ୱାମୀ କିଏ ହେବେ ସେ କଥା ନିର୍ଦ୍ଦିଷ୍ଟ ଭାବେ ଜଣାପଡ଼ି ନାହିଁ, ତଥାପି ଯୁବକ ଜଣକ ଜଣେ ଜଣାଶୁଣା ରାଜନେତାଙ୍କ ପୁଅ ବୋଲି ସୂଚନା ମିଳିଛି। ବିଜେଡି ନେତା ତଥା ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ଓରଫ ଡ୍ୟାନି ଙ୍କୁ ସେ ବିବାହ କରିବେ ବୋଲି ଜଣାପଡିଛି। ବିବାହ ପୂର୍ବରୁ ଡ୍ୟାନିଙ୍କ ବାସଭବନରେ ତାଙ୍କୁ ଅଧିକାଂଶ ସମୟ ଦେଖିବାକୁ ମିଳୁଛି। ଉଭୟଙ୍କର ନିର୍ବନ୍ଧ ମଧ୍ୟ ସରିଥିବା ଜଣା ପଡିଛି।

ଓଡିଆ ପୁଅକୁ ବାହା ହେବେ ବଙ୍ଗୀୟ ହିରୋଇନ୍ ଝିଲିକ୍, ଏହି ଓଡିଶା ନେତାଙ୍କ ହେବେ ଜୀବନସାଥୀ

ଝିଲିକ ଭଟାଚାର୍ଯ୍ୟଙ୍କ ଘର ପଞ୍ଚିମବଙ୍ଗରେ। ଉଭୟ ଓଡ଼ିଆ ଓ ବଙ୍ଗଳା ଫିଲ୍ମରେ ସେ କାମ କରିଛନ୍ତି। ହେଲେ ଓଡିଆ ସିନେମା କରି ସେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। ଟାର୍ଗେଟ୍‌, ଅଗସ୍ତ୍ୟ, ସୁପର୍‌ ମିଛୁଆ, ତୁ ମୋ ହିରୋ ଭଳି ଅନେକ ହିଟ୍‌ ଓଡ଼ିଆ ଫିଲ୍ମ ଭେଟି ଦେଇଛନ୍ତି ଝିଲିକ।