କରୋନା ଉପରେ ଗୀତ ଗାଇ ଫସିଲେ ହ୍ୟୁମାନ ସାଗର, ଗୀତରେ ଝିଅଙ୍କୁ କରୋନା ଭାଇରସ୍ ସହ ତୁଳନା କରି କହିଛନ୍ତି ଏମିତି କଥା

ସାରା ବିଶ୍ୱରେ ଦ୍ରୁତଗତିରେ ବ୍ୟାପି ଚାଲିଛି ଚାଇନାରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ୍। ଭାରତରେ ମଧ୍ୟ ୧୦୦ ରୁ ଉର୍ଦ୍ଧ୍ବ ଲୋକଙ୍କ ରକ୍ତ ନମୁନା ପଜିଟିଭ୍ ଆସିଥିବା ବେଳେ ଓଡିଶାରେ ମଧ୍ୟ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଏହି ଭାଇରସ୍ ପାଇଁ ସାରା ଓଡ଼ିଶା ଭୟରେ ଥିବା ବେଳେ ଏକ ଗୀତ ମାଧ୍ଯମରେ ଝିଅଙ୍କୁ କରୋନା ଭାଇରସ୍ ସହ କରିଛନ୍ତି ଓଡିଶାର ସୁନାମ କଣ୍ଠଶିଳ୍ପୀ ହ୍ୟୁମାନ ତାଙ୍କର ଏକ ଗୀତ ‘ଝିଅ ନୁହେଁ ତୁ କରନା
 
କରୋନା ଉପରେ ଗୀତ ଗାଇ ଫସିଲେ ହ୍ୟୁମାନ ସାଗର, ଗୀତରେ ଝିଅଙ୍କୁ କରୋନା ଭାଇରସ୍ ସହ ତୁଳନା କରି କହିଛନ୍ତି ଏମିତି କଥା

ସାରା ବିଶ୍ୱରେ ଦ୍ରୁତଗତିରେ ବ୍ୟାପି ଚାଲିଛି ଚାଇନାରୁ ଉତ୍ପତ୍ତି ହୋଇଥିବା କରୋନା ଭାଇରସ୍। ଭାରତରେ ମଧ୍ୟ ୧୦୦ ରୁ ଉର୍ଦ୍ଧ୍ବ ଲୋକଙ୍କ ରକ୍ତ ନମୁନା ପଜିଟିଭ୍ ଆସିଥିବା ବେଳେ ଓଡିଶାରେ ମଧ୍ୟ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଏହି ଭାଇରସ୍ ପାଇଁ ସାରା ଓଡ଼ିଶା ଭୟରେ ଥିବା ବେଳେ ଏକ ଗୀତ ମାଧ୍ଯମରେ ଝିଅଙ୍କୁ କରୋନା ଭାଇରସ୍ ସହ କରିଛନ୍ତି ଓଡିଶାର ସୁନାମ କଣ୍ଠଶିଳ୍ପୀ ହ୍ୟୁମାନ ତାଙ୍କର ଏକ ଗୀତ ‘ଝିଅ ନୁହେଁ ତୁ କରନା ଭାଇରସ୍’। ଏପରି ପରିସ୍ଥିତିରେ ଏଭଳି ଗୀତ ପାଇଁ ହ୍ୟୁମାନ ସାଗରଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଇଛି।

କରୋନା ଉପରେ ଗୀତ ଗାଇ ଫସିଲେ ହ୍ୟୁମାନ ସାଗର, ଗୀତରେ ଝିଅଙ୍କୁ କରୋନା ଭାଇରସ୍ ସହ ତୁଳନା କରି କହିଛନ୍ତି ଏମିତି କଥା

ଗୀତର ଷ୍ଟୁଡିଓ ଭର୍ସନରେ ହ୍ୟୁମାନ ସାଗର ଗୀତଟିକୁ ଏକ କମେଡି ଗୀତ ବୋଲି କହିବା ସହିତ ଗୀତର ଲେଖାକୁ ତାରିଫ୍‌ କରୁଥିବାର ଦେଖାଯାଇଛି। ଯାହାକୁ ନାପସନ୍ଦ କରିଛନ୍ତି ସୋସିଆଲ୍‌ ମିଡିଆ ୟୁଜର୍‌। ‘ଝିଅ ନୁହେଁ ତୁ କରୋନା ଭାଇରସ ଗୀତ’ଟି ଗତ ମାର୍ଚ୍ଚ ୭ ତାରିଖରେ ୟୁଟ୍ୟୁବରେ ଅପଲୋଡ୍ ହୋଇଥିଲା। କିନ୍ତୁ ବର୍ତ୍ତମାନ ଏହା ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବା ସହିତ ବୁଦ୍ଧିଜୀବୀ ଏହାକୁ ସମୋଲାଚନା କରିଛନ୍ତି।

କରୋନା ଉପରେ ଗୀତ ଗାଇ ଫସିଲେ ହ୍ୟୁମାନ ସାଗର, ଗୀତରେ ଝିଅଙ୍କୁ କରୋନା ଭାଇରସ୍ ସହ ତୁଳନା କରି କହିଛନ୍ତି ଏମିତି କଥା

ଗୀତ ରେ କୁହାଯାଇଛି କି ଝିଅ ନୁହେଁ ତୁ କରୋନା ଭାଇରସ ତତେ ଲଭ କଲେ ହେବ ଲସ ,ଏହାକୁ ନେଇ ବିଭିର୍ଣ୍ଣ ମହିଳା ସଂଘାଠନ ତୀବ୍ର ବିରୋଧ କରିବା ସହିତ ତୁରନ୍ତ ହ୍ୟୁମାନ କ୍ଷମା ମାଗିବାକୁ ଦାବି କରିଛନ୍ତି। ସମସ୍ତେ ଚିନ୍ତିତ ଥିବାବେଳେ ଏହାକୁ ନେଇ ଶସ୍ତା ଲୋକପ୍ରିୟତା ତାହା ପୁଣି ମହାମାରୀ କରୋନା କୁ ନାରୀ ମାନଙ୍କ ସହିତ ତୁଳନା କରିବା କୁ ଘୋର ନିନ୍ଦା କରିଛନ୍ତି ସବୁ ବର୍ଗ।