ଅମିର୍ ଖାନ୍ ଅଟା ଭିତରେ ପୁରେଇ ବାଣ୍ଟିଲେ ଏତେ ହଜାର ଟଙ୍କା? ହେଲେ ଲୋକେ ଅମିରଙ୍କୁ କହିଲେ…

ସାରା ଦେଶରେ କରୋନାଭାଇରସ୍ ଦ୍ରୁତ ଗତିରେ ସଂକ୍ରମଣ ହେଉଛି। ଏଭଳି ପରିସ୍ଥିତିରେ, ଯେଉଁଠାରେ ଲୋକମାନେ ଘରେ ରହି ଏହି ସଂଗ୍ରାମରେ ସାହାଯ୍ୟ କରୁଛନ୍ତି, ତାରକା ତଥା ସରକାର ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। ଅନେକ ବଲିଉଡ ତାରକା ଆଗକୁ ଆସି କରୋନା ପାଇଁ ସାହାଯ୍ୟ କରିଛନ୍ତି। ତେବେ ଏବେ ସୋସିଆଲ ମିଡିଆରେ ଆମୀର ଖାନଙ୍କ ବିଷୟରେ କିଛି ପୋଷ୍ଟ ସାମ୍ନାକୁ ଆସିଛି। ବାସ୍ତବରେ ସୋସିଆଲ ମିଡିଆରେ କିଛି ପୋଷ୍ଟ ଭାଇରଲ ହେଉଛି ଯେ ଆମିର ଖାନ
 
ଅମିର୍ ଖାନ୍ ଅଟା ଭିତରେ ପୁରେଇ ବାଣ୍ଟିଲେ ଏତେ ହଜାର ଟଙ୍କା? ହେଲେ ଲୋକେ ଅମିରଙ୍କୁ କହିଲେ…

ସାରା ଦେଶରେ କରୋନାଭାଇରସ୍ ଦ୍ରୁତ ଗତିରେ ସଂକ୍ରମଣ ହେଉଛି। ଏଭଳି ପରିସ୍ଥିତିରେ, ଯେଉଁଠାରେ ଲୋକମାନେ ଘରେ ରହି ଏହି ସଂଗ୍ରାମରେ ସାହାଯ୍ୟ କରୁଛନ୍ତି, ତାରକା ତଥା ସରକାର ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। ଅନେକ ବଲିଉଡ ତାରକା ଆଗକୁ ଆସି କରୋନା ପାଇଁ ସାହାଯ୍ୟ କରିଛନ୍ତି। ତେବେ ଏବେ ସୋସିଆଲ ମିଡିଆରେ ଆମୀର ଖାନଙ୍କ ବିଷୟରେ କିଛି ପୋଷ୍ଟ ସାମ୍ନାକୁ ଆସିଛି।

ଅମିର୍ ଖାନ୍ ଅଟା ଭିତରେ ପୁରେଇ ବାଣ୍ଟିଲେ ଏତେ ହଜାର ଟଙ୍କା? ହେଲେ ଲୋକେ ଅମିରଙ୍କୁ କହିଲେ…

ବାସ୍ତବରେ ସୋସିଆଲ ମିଡିଆରେ କିଛି ପୋଷ୍ଟ ଭାଇରଲ ହେଉଛି ଯେ ଆମିର ଖାନ ଏପ୍ରିଲ 23 ରେ ଦିଲ୍ଲୀ ଅଞ୍ଚଳରେ ଏକ ଟ୍ରକ ଭର୍ତ୍ତି ଏକ କିଲୋ ଅଟା ପ୍ୟାକେଟ ପଠାଇଥିଲେ। ଏଥିସହିତ ସୋସିଆଲ ମିଡିଆ ପୋଷ୍ଟରେ କୁହାଯାଉଥିବା ବିଶେଷ କଥା ହେଉଛି ଏହି ଅଟା ପ୍ୟାକେଟ ଭିତରେ 15 ହଜାର ଟଙ୍କା ମଧ୍ୟ ଲୁଚି ରହିଥିଲା। ତେବେ ଲୋକେ ଏହାକୁ ଫେକ୍ ବୋଲି କହୁଛନ୍ତି।

ଅମିର୍ ଖାନ୍ ଅଟା ଭିତରେ ପୁରେଇ ବାଣ୍ଟିଲେ ଏତେ ହଜାର ଟଙ୍କା? ହେଲେ ଲୋକେ ଅମିରଙ୍କୁ କହିଲେ…

କହି ରଖୁଛୁ ଯେ ଏମିତି ବସୁତ୍ କମ ଯେବେ କୌଣସି ସାହାଯ୍ୟ ବିଷୟରେ ଆମୀର ଖାନ ଖୋଲାଖୋଲି ଭାବେ କାହାକୁ ବି କହିଥାନ୍ତି। ଏଭଳି ପରିସ୍ଥିତିରେ ଏହି ଭାଇରାଲ ପୋଷ୍ଟଗୁଡିକରେ ସ୍ପଷ୍ଟ ଭାବରେ କୁହାଯାଇପାରିବ ନାହିଁ କି ଏହା ମିଥ୍ୟା ଅଟେ, କିମ୍ବା ଏହା ପ୍ରକୃତରେ ଆମୀର ଖାନଙ୍କ ଦ୍ୱାରା କରାଯାଇଛି। ଏଥିସହିତ, ଯେତେବେଳେ ଆମୀର ଖାନଙ୍କ ସହ ଏ ବିଷୟରେ କଥାବାର୍ତ୍ତା କରିବାକୁ ଚେଷ୍ଟା କରାଯାଇଥିଲା, ସେତେବେଳେ ସେ ଏ ବିଷୟରେ କିଛି କହିବାକୁ ମନା କରିଦେଇଥିଲେ।

ଅମିର୍ ଖାନ୍ ଅଟା ଭିତରେ ପୁରେଇ ବାଣ୍ଟିଲେ ଏତେ ହଜାର ଟଙ୍କା? ହେଲେ ଲୋକେ ଅମିରଙ୍କୁ କହିଲେ…

ସମଗ୍ର ବଲିଉଡ ମଧ୍ୟ କରୋନା ବିପକ୍ଷରେ ଆଗକୁ ଆସିଛି। ନିକଟରେ ଆମୀର ଖାନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ପୋଲିସକୁ ଅଭିବାଦନ ଜଣାଇ ତାଙ୍କ ସାହସକୁ ପ୍ରଶଂସା କରିଥିଲେ। ଏହା ସହିତ, ଆମୀର ଏକ ଆକାଉଣ୍ଟର ବିବରଣୀ ଦେଇ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଉତ୍ସାହିତ କରିଥିଲେ।