ଋଷି କପୁରଙ୍କ ଅନ୍ତିମ ସଂସ୍କାରରେ କାନ୍ଦି ପକାଇଲା ଏହିସବୁ କଳାକାରମାନେ, କ୍ଲିକ କରି ଦେଖନ୍ତୁ ଫଟୋ

ବଲିଉଡର ଭେଟେରାନ୍ ଅଭିନେତା ଋଷି କପୁରଙ୍କ ପରଲୋକରେ ବଲିଉଡ ଜଗତ ସ୍ତବ୍ଧ ହୋଇଯାଇଛି। ମୁମ୍ବାଇର ମେରାଇନ୍ ଲାଇନ୍ସର ଚନ୍ଦନୱାଡିରେ ଶ୍ମଶାନ ଘଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅନ୍ତିମ ସଂସ୍କାରରେ କେବଳ 25 ଜଣ ଲୋକ ଉପସ୍ଥିତ ଥିଲେ। ଶବଦାହ ବେଳେ କପୁର ପରିବାରର ଫଟୋ ସାମନାକୁ ଆସିଛି। ଏହି ଫଟୋକୁ ଦେଖି କାହାର ବି ଆଖି ଆର୍ଦ୍ର ହୋଇଯିବ। ସମସ୍ତେ ଋଷି କପୁରଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ। ଏହି ସମୟରେ ତାଙ୍କ ପତ୍ନୀ ନିତୁ କପୁରଙ୍କ
 
ଋଷି କପୁରଙ୍କ ଅନ୍ତିମ ସଂସ୍କାରରେ କାନ୍ଦି ପକାଇଲା ଏହିସବୁ କଳାକାରମାନେ, କ୍ଲିକ କରି ଦେଖନ୍ତୁ ଫଟୋ

ବଲିଉଡର ଭେଟେରାନ୍ ଅଭିନେତା ଋଷି କପୁରଙ୍କ ପରଲୋକରେ ବଲିଉଡ ଜଗତ ସ୍ତବ୍ଧ ହୋଇଯାଇଛି। ମୁମ୍ବାଇର ମେରାଇନ୍ ଲାଇନ୍ସର ଚନ୍ଦନୱାଡିରେ ଶ୍ମଶାନ ଘଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଅନ୍ତିମ ସଂସ୍କାରରେ କେବଳ 25 ଜଣ ଲୋକ ଉପସ୍ଥିତ ଥିଲେ। ଶବଦାହ ବେଳେ କପୁର ପରିବାରର ଫଟୋ ସାମନାକୁ ଆସିଛି। ଏହି ଫଟୋକୁ ଦେଖି କାହାର ବି ଆଖି ଆର୍ଦ୍ର ହୋଇଯିବ। ସମସ୍ତେ ଋଷି କପୁରଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ। ଏହି ସମୟରେ ତାଙ୍କ ପତ୍ନୀ ନିତୁ କପୁରଙ୍କ ଲୁହ ଅଟକିବାର ନାଁ ନେଉନଥିଲା।

ଋଷି କପୁରଙ୍କ ଅନ୍ତିମ ସଂସ୍କାରରେ କାନ୍ଦି ପକାଇଲା ଏହିସବୁ କଳାକାରମାନେ, କ୍ଲିକ କରି ଦେଖନ୍ତୁ ଫଟୋ

ଫଟୋଗୁଡିକୁ ଦେଖିଲେ ଏହା ସ୍ପଷ୍ଟ ଯେ ସ୍ୱାମୀଙ୍କ ମୃତ୍ୟୁରେ ସେ ଅତ୍ୟନ୍ତ ଭାଙ୍ଗି ପଡିଛନ୍ତି। ନିତୁ କପୁରଙ୍କ ସହ ଠିଆ ହୋଇଥିବା ରିମା ଜେନା ଏବଂ ଆଲିଆ ଭଟ୍ଟ ତାଙ୍କୁ ସମ୍ଭାଳୁଥିବାର ଦେଖିବାକୁ ମିଳିଥିଲା। ଋଷି କପୁରଙ୍କ ପୁଅ ରଣବୀର କପୁର ମଧ୍ୟ ବହୁତ ଦୁଃଖୀ ଥିଲେ। ସେ ଏବଂ ନିତୁ ନିଜେ ହସ୍ପିଟାଲରେ ଋଷିଙ୍କ ସହ ଉପସ୍ଥିତ ଥିଲେ।

ଋଷି କପୁରଙ୍କ ଅନ୍ତିମ ସଂସ୍କାରରେ କାନ୍ଦି ପକାଇଲା ଏହିସବୁ କଳାକାରମାନେ, କ୍ଲିକ କରି ଦେଖନ୍ତୁ ଫଟୋ

ସମଗ୍ର କପୁର ପରିବାର ପାଇଁ ଏହା ଏକ କଷ୍ଟକର ସମୟ। ଋଷିଙ୍କ ପତ୍ନୀ ନିତୁ ପ୍ରତ୍ୟେକ କଷ୍ଟ ସମୟରେ ତାଙ୍କ ସ୍ୱାମୀଙ୍କୁ ସମର୍ଥନ କରିଥିଲେ। କିନ୍ତୁ ଆଜି ସେ ଏକୁଟିଆ ରହିଗଲେ ଆଉ ଋଷି ଆରପାରିକୁ ଚାଲିଗଲେ। ଯେତେବେଳେ ଋଷି କପୁର କର୍କଟ ରୋଗରେ ଆକ୍ରାନ୍ତ ହୋଇ ବିଦେଶରେ ଚିକିତ୍ସିତ ହେଉଥିଲେ। ସେତେବେଳେ ନିତୁ ତାଙ୍କ ଯତ୍ନ ନେଉଥିଲେ ଯେପରି ଜଣେ ମା ପିଲାଟିର ଯତ୍ନ ନିଅନ୍ତି।

ଋଷି କପୁରଙ୍କ ଅନ୍ତିମ ସଂସ୍କାରରେ କାନ୍ଦି ପକାଇଲା ଏହିସବୁ କଳାକାରମାନେ, କ୍ଲିକ କରି ଦେଖନ୍ତୁ ଫଟୋ

ଋଷି ଏବଂ ନିତୁ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ଫିଲ୍ମର ସୁଟିଂ ସମୟରେ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହୋଇଥିଲା। ଉଭୟଙ୍କୁ ପରଦାରେ ବହୁତ ପସନ୍ଦ କରାଯାଇଥିଲା। ଫଟୋରେ କରୀନା କପୁର, ଅଭିଷେକ ବଚ୍ଚନ ଏବଂ ସୈଫ ଅଲି ଖାନ୍ ମଧ୍ୟ ଉପସ୍ଥିତ ଥିଲେ। ସେମାନେ ମଧ୍ୟ କାନ୍ଦି କାନ୍ଦି ଋଷିଙ୍କୁ ବିଦାୟ ଦେଇଥିଲେ।

ଋଷି କପୁରଙ୍କ ଅନ୍ତିମ ସଂସ୍କାରରେ କାନ୍ଦି ପକାଇଲା ଏହିସବୁ କଳାକାରମାନେ, କ୍ଲିକ କରି ଦେଖନ୍ତୁ ଫଟୋ
ଋଷି କପୁରଙ୍କ ଅନ୍ତିମ ସଂସ୍କାରରେ କାନ୍ଦି ପକାଇଲା ଏହିସବୁ କଳାକାରମାନେ, କ୍ଲିକ କରି ଦେଖନ୍ତୁ ଫଟୋ