ଭୁବନେଶ୍ଵର ମୁଣ୍ଡା କଲେ ରୋଷ୍ଟିଙ୍ଗ, କହିଲେ "ପ୍ରିୟାଙ୍କୁ ଭୂତ ଲାଗୁନି, ଲୋକଙ୍କୁ ଭକୁଆ ବନେଇ ସେ ଟଙ୍କା କମାଉଛନ୍ତି ଏବଂ..."

 
priya roasing

ୟୁଟ୍ୟୁବ ରେ ଭିର୍ନ ଭିର୍ନ ପ୍ରତିଭା ଦେଖିବାକୁ ମିଳୁଛି, ଓଡ଼ିଆ ୟୁଟ୍ୟୁବର ପ୍ରିୟା ମଧ୍ୟ ଏବେ ବେଶ ଜଣାଶୁଣା । ହେଲେ କଣ ହେବ, ତାଙ୍କୁ ମଧ୍ୟ ରୋଶଟିଙ୍ଗ ର ଶିକାର ହେବାକୁ ପଡିଛି । ସୋସିଆଲ ମିଡ଼ିଆ ରେ ଭୁବନେଶ୍ଵର ମୁଣ୍ଡା ତାଙ୍କୁ ରୋଷ୍ଟ କରିଛନ୍ତି।

ସେ କହିଛନ୍ତି ଯେ ପ୍ରୀୟା ତାଙ୍କ ଭିଡ଼ିଓ ରେ ଲୋକଙ୍କୁ ଭକୁଆ ବନାଉଛନ୍ତି ଏବଂ ଭୂତ ଫୁତ କିଛି ନାହିଁ, ସେ କେବଳ ମିଛ ରେ ଅଭିନୟ କରୁଛନ୍ତି । ଲୋକେ ତାଙ୍କୁ ସହଜରେ ମଧ୍ୟ ବିଶ୍ଵାସ ମଧ୍ୟ କରୁଛନ୍ତି ।

ପଇସା ପାଇଁ ଆଜି କାଲିର ଲୋକେ ଏତେ ତଳକୁ ଖସି ଯାଇଛନ୍ତି ଏବଂ ଲୋକଙ୍କ ବିଶ୍ବାସ ମଧ୍ୟ ଭାଙ୍ଗିବାକୁ ପଛ ଘୁଞ୍ଚା ଦେଉନାହାନ୍ତି । ସେ ମାସ ମାସ ଧରି ଏହି ପାଲା ଚଲେଇଛନ୍ତି ଆଉ ଲୋକେ ଦେଖୁଛନ୍ତି ।

ଚମକି ଯିବା ଟା ଅଲଗା ସମସ୍ତଙ୍କର ମେନ୍ତାଲ ଷ୍ଟେଜ୍ ଠିକ୍ ନଥାଏ ବାକି ତାଙ୍କ ଭିଡ଼ିଓ ରେ ଦେଖିବେ ସେ ହସୁଥିବେ, ଜଙ୍ଗଲ ରେ ପାଣି ବୋତଲ କେଉଁଠୁ ଆସିବ। ଏସବୁ ଘୋର ମିଛ ସହ କାହାଣୀ ଏବଂ ଲୋକେ ଏହାକୁ ବୁଝିବା କଥା ।

ତାଙ୍କର ଭିଡ଼ିଓ ପୁରା ଫେକ୍ ଏବଂ ସେ ବାହାରେ ଅଛନ୍ତି ହେଲେ ଭୂତ ଓଡ଼ିଆ ବୁଝି ପାରୁଚି । ସେ କହିଛନ୍ତି ଯେ ମୁନି ସୁମି ବ୍ଲଗ୍ ରେ ଦେଖିଥିଲି ଏମିତି କରୁଛନ୍ତି ତାଙ୍କ ଠୁ ଦେଖି ଏମାନେ କରୁଛନ୍ତି । ଏସବୁ ପୁଅ ବେକାର, ଆଜି କାଲି ମିଛ ଦେଖେଇଲେ ଆପଣ ଭାଇରଲ ହେବେ ଆଉ ପଇସା ବି ମିଳିବ ।