ଅନ୍ୟ ଯୁବତୀଙ୍କ ସହ ରୁମ୍‌ରେ ଥିଲେ ଯୁବକ, ହଠାତ୍‌ ପହଞ୍ଚିଗଲେ ପ୍ରେମିକା, ଆଉ ତାପରେ..ଦେଖନ୍ତୁ ଭିଡ଼ିଓ

 
Premika premikaa

ଦିନକୁ ଦିନ ଇଣ୍ଟରନେଟରେ ପରକୀୟା ପ୍ରୀତି ସମ୍ବନ୍ଧିତ ଅନେକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଆଜି ମଧ୍ୟ ଆମେ ଆପଣଙ୍କୁ ଏହିଭଳି ଏକ ଭିଡ଼ିଓ ଦେଖାଇବାକୁ ଯାଉଛୁ ଯେଉଁଥିରେ ଜଣେ ଯୁବତୀ ଘରର ମୁଖ୍ୟ କବାଟକୁ ବାଡ଼ଉଥିବା ବେଳେ ତାଙ୍କ ପ୍ରେମିକଙ୍କୁ ଆଉ ଜଣେ ମହିଳାଙ୍କ ସହିତ ବାଲ୍‌କୋନି ଉପରେ ଦେଖିବାକୁ ମିଳୁଛି।

Girlfriend

ଭାଇରାଲ ହେଉଥିବା ଏହି ଭିଡ଼ିଓଟିରେ ଜଣେ ଯୁବତୀଙ୍କୁ ଘର କବାଟ ବାଡ଼ଉଥିବା ଦେଖିବାକୁ ମିଳୁଛି। କବାଟର ଶବ୍ଦ ଶୁଣି ତାଙ୍କ ପ୍ରେମିକ ବାଲକୋନୀ ଉପରକୁ ଆସୁଛନ୍ତି। ଏହାପରେ ତଳେ ଥିବା ଯୁବତୀ ଘରକୁ ଏଣ୍ଟ୍ରି କରୁଥିବା ବେଳେ ଭିତରେ ଥିବା ଆଉ ଜଣେ ଯୁବତୀ ବାଲକୋନୀ ବାଟ ଦେଇ ତଳକୁ ଓଲ୍ହାଇ ଯାଉଛନ୍ତି। ଦେଖନ୍ତୁ ଭିଡ଼ିଓ:-

ପ୍ରେମିକା କବାଟ ଖୋଲି ଭିତରକୁ ଯିବା କ୍ଷଣି ଯୁବତୀ ବାଲ୍‌କୋନିରୁ ଓହ୍ଲାଇ ଏକ ପେଟି ଭିତରେ ଲୁଚି ଯାଇଥିଲେ। ଠିକ ଏହି ସମୟରେ ସେ ବାହାରକୁ ଆସି ଉକ୍ତ ଯୁବତୀଙ୍କୁ ଖୋଜିବା ସହିତ ପାଖରେ ଥିବା ଲୋକମାନଙ୍କୁ ଏହା ବିଷୟରେ ପଚାରିବାକୁ ଲାଗିଥିଲେ। ପରବର୍ତ୍ତୀ ସମୟରେ ଧରାପଡି ଯିବାରୁ ଯୁବତୀ ଜଣକ ଦୌଡ଼ି ପଳାଉଥିବାର ଦେଖିବାକୁ ମିଳିଥିଲା।