ଜର୍ମାନୀରେ ଜନ୍ମ ନେଲା ୩ଟି ଆଖି ଥିବା ଶିଶୁ କନ୍ୟା ! ଦେଖନ୍ତୁ ଭାଇରଲ ଭିଡ଼ିଓ ଏବଂ ଜାଣନ୍ତୁ ଏହା ପଛର ରହସ୍ୟ

ବର୍ତମାନ ସୋସିଆଲ ମିଡିଆରେ ଗୋଟେ ଅଜବ ଭିଡିଓ ଭାଇରାଲ ହେଉଛି । ଏହି ଭିଡ଼ିଓ ରେ ଗୋଟିଏ ଶିଶୁର ତିନୋଟି ଆଖି ଥିବା ଦେଖିବାକୁ ମିଳିଛି । ଜର୍ମାନୀରେ ଏହି ଶିଶୁ କନ୍ୟାଟି ଜନ୍ମ ହୋଇଥିବା ଦାବି କରା ଯାଉଛି । ବହୁତ ଲୋକେ ଏହାକୁ ଫେକ୍ ବୋଲି କହୁଥିବା ବେଳେ ଆଉ କିଛି ଏହାକୁ ଚମତ୍କାର ବୋଲି ମଧ୍ୟ କହୁଛନ୍ତି । ତେବେ ଏହି ଭିଡିଓକୁ ଧ୍ୟାନ ସହକାରେ ଦେଖିଲେ ସମ୍ପୂର୍ଣ୍ଣ ମାମଲା ବୁଝି ହେବ
 
ଜର୍ମାନୀରେ ଜନ୍ମ ନେଲା ୩ଟି ଆଖି ଥିବା ଶିଶୁ କନ୍ୟା ! ଦେଖନ୍ତୁ ଭାଇରଲ ଭିଡ଼ିଓ ଏବଂ ଜାଣନ୍ତୁ ଏହା ପଛର ରହସ୍ୟ

ବର୍ତମାନ ସୋସିଆଲ ମିଡିଆରେ ଗୋଟେ ଅଜବ ଭିଡିଓ ଭାଇରାଲ ହେଉଛି । ଏହି ଭିଡ଼ିଓ ରେ ଗୋଟିଏ ଶିଶୁର ତିନୋଟି ଆଖି ଥିବା ଦେଖିବାକୁ ମିଳିଛି । ଜର୍ମାନୀରେ ଏହି ଶିଶୁ କନ୍ୟାଟି ଜନ୍ମ ହୋଇଥିବା ଦାବି କରା ଯାଉଛି ।

ବହୁତ ଲୋକେ ଏହାକୁ ଫେକ୍ ବୋଲି କହୁଥିବା ବେଳେ ଆଉ କିଛି ଏହାକୁ ଚମତ୍କାର ବୋଲି ମଧ୍ୟ କହୁଛନ୍ତି । ତେବେ ଏହି ଭିଡିଓକୁ ଧ୍ୟାନ ସହକାରେ ଦେଖିଲେ ସମ୍ପୂର୍ଣ୍ଣ ମାମଲା ବୁଝି ହେବ । ଏହି ୧୧ ସେକେଣ୍ଡର ଭିଡିଓରେ ଶିଶୁଟିର ମାଆ ଓ ବାପା ତାକୁ ଡାକୁଛନ୍ତି । ଶିଶୁଟି ଇଆଡେ ସିଆଡେ ଅନାଉଛି ।

ଏହି ଦାବି ମିଥ୍ୟା ଅଟେ:

ଜର୍ମାନୀରେ ଜନ୍ମ ନେଲା ୩ଟି ଆଖି ଥିବା ଶିଶୁ କନ୍ୟା ! ଦେଖନ୍ତୁ ଭାଇରଲ ଭିଡ଼ିଓ ଏବଂ ଜାଣନ୍ତୁ ଏହା ପଛର ରହସ୍ୟ

ଶିଶୁର ବାମ ଆଖି ଏବଂ କପାଳରେ ତୃତୀୟ ଆଖି ଏକାସାଙ୍ଗରେ ସମାନ ଦିଗରେ ଗତି କରୁଛି । ଏହାର ମାନେ ଏହି ଭିଡ଼ିଓ କୁ କିଏ ବହୁତ ଚତୁରତା ର ସହ ଏଡିଟ କରିଛି ।

ଭିଡିଓଟି ଏକ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଦେଖିବାକୁ ମିଳିଥିଲା ଯେଉଁଥିରେ ଭିଡିଓରେ ଏକ କ୍ୟାପସନ୍ ସହିତ ସେୟାର କରାଯାଇଥିଲା ଯେଉଁଥିରେ ଭିଡିଓରେ ଶିଶୁର ତୃତୀୟ ଆଖି ପଛରେ କାରଣ ‘କ୍ରାନିଓଫ୍ୟାସିଆଲ୍ ନକଲ’ କିମ୍ବା ମୁଖର ନକଲ ବିଷୟରେ ଉଲ୍ଲେଖ କରାଯାଇଥିଲା ।