ଅନିଲ କପୁରଙ୍କ ସହ ଓଲିଉଡ଼ ନାୟିକା ଅର୍ଚ୍ଚିତା ନାଚିବା ପରେ ଇର୍ଷା ରେ ବୁଡି ଏପରି କହିଲେ ରଚନା ବାନାର୍ଜୀ…

ଭୁବନେଶ୍ୱର ରେ ଏକ ବଡ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଲିଉଡର ଲେକାପ୍ରିୟ ଅଭିନେତା ଅନିଲ କପୁର ଗତକାଲି ନିଜର ନିୟାରା ନାଚରେ ସମସ୍ତଙ୍କୁ ବିମୋହିତ କରିଥିଲେ । ତାଙ୍କ ସହ ତାଳକୁ ତାଳ ମିଶାଇଥିଲେ ଓଲିଉଡର ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ । ଅନିଲ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘ବେଟା’ର ହିଟ୍ ଗୀତ ‘କୋୟଲ୍ସି ତେରି ବୋଲି…’ ଗୀତରେ ଅର୍ଚ୍ଚିତା ଅନିଲଙ୍କ ସହ ଠୁମ୍କା ଲଗାଇଥିଲେ । ଯାହା ଷ୍ଟେଜ ତଳେ
 
ଅନିଲ କପୁରଙ୍କ ସହ ଓଲିଉଡ଼ ନାୟିକା ଅର୍ଚ୍ଚିତା ନାଚିବା ପରେ ଇର୍ଷା ରେ ବୁଡି ଏପରି କହିଲେ ରଚନା ବାନାର୍ଜୀ…

ଭୁବନେଶ୍ୱର ରେ ଏକ ବଡ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଲିଉଡର ଲେକାପ୍ରିୟ ଅଭିନେତା ଅନିଲ କପୁର ଗତକାଲି ନିଜର ନିୟାରା ନାଚରେ ସମସ୍ତଙ୍କୁ ବିମୋହିତ କରିଥିଲେ । ତାଙ୍କ ସହ ତାଳକୁ ତାଳ ମିଶାଇଥିଲେ ଓଲିଉଡର ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ ।

ଅନିଲ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‌‘ବେଟା’ର ହିଟ୍‌ ଗୀତ ‘କୋୟଲ୍‌ସି ତେରି ବୋଲି…’ ଗୀତରେ ଅର୍ଚ୍ଚିତା ଅନିଲଙ୍କ ସହ ଠୁମ୍‌କା ଲଗାଇଥିଲେ । ଯାହା ଷ୍ଟେଜ ତଳେ ଥିବା ସମସ୍ତ ଦର୍ଶକଙ୍କ ମନ ମୋହିଥିଲା । ଅନିଲ ଅର୍ଚ୍ଚିତାଙ୍କ ସହ ଭେଟାଭେଟି ହେବ ପରେ ଉଭୟଙ୍କ ମଧ୍ୟରେ କିଛି ସମୟ କଥାବାର୍ତା ଚାଲୁ ରହିଥିଲା । ଏହି ଅବସରରେ ଅନିଲ ଅର୍ଚ୍ଚିତାଙ୍କୁ ନିଜ ପରିବାର ଓ ଚଳଚ୍ଚିତ୍ର ଜୀବନ ସମ୍ପର୍କରେ କହିଥିଲେ । ଇତିମଧ୍ୟରେ ଅର୍ଚ୍ଚିତା ମଧ୍ୟ ନିଜ ପରିବାର କଥା କହିବା ସହ ୧୪ ବର୍ଷ ଧରି ଓଲିଉଡର ଯାତ୍ରା ସମ୍ପର୍କରେ କହିଥିଲେ । ବାସ ଏତିକି ରେ ଦର୍ଶକ ଙ୍କ ତାଳି ମାଡରେ ପୁରା ଏରିଆ ଫାଟି ପଡିଥିଲା ।

ସେ ଏବେ ଓଡ଼ିଆ ଚଳଚ୍ଚିତ୍ରରେ ସକ୍ରିୟ ନାହାନ୍ତି, ମାତ୍ର ଏବେ ବି ଓଡ଼ିଆ ଦର୍ଶକ ତାଙ୍କ ମନରୁ ଲିଭିନାହାନ୍ତି । ଗତକାଲି ସେ ଭୁବନେଶ୍ବର ଆସିଥିବା ବ‌େଳେ ପ୍ରଯୋଜକ ଟୁଟୁ ନାୟକଙ୍କୁ ତାଙ୍କ ଘରେ ସାକ୍ଷାତ କରିଥିଲେ । ଓଡ଼ିଆ ଦର୍ଶକଙ୍କ ଭଲ ପାଇବା ବିଷୟରେ କଥା ହେବା ବେଳେ ତାଙ୍କ ଆଖି ମଧ୍ୟ ଛଳଛଳ ହୋଇଯାଇଥିଲା । ଓଡ଼ିଶା ତାଙ୍କ ଦ୍ବିତୀୟ ଘର ବୋଲି କଥାବାର୍ତା ବେଳେ ସେ ଟୁଟୁଙ୍କୁ କହିଥିଲେ । ସୂଚନା ମିଳିଛି କି ଖୁଶ ଶୀଘ୍ର ରଚନା ଏକ ଘରୋଇ ଚ୍ୟାନେଲ୍‌ର ସେଲେବ୍ରିଟି ସୋ’ରେ ଅଭିନୟ କରିବାକୁ ଯାଉଛନ୍ତି ।

ଅନିଲ କପୁରଙ୍କ ସହ ଓଲିଉଡ଼ ନାୟିକା ଅର୍ଚ୍ଚିତା ନାଚିବା ପରେ ଇର୍ଷା ରେ ବୁଡି ଏପରି କହିଲେ ରଚନା ବାନାର୍ଜୀ…

ଏତିକି କଥାବାର୍ତା ପରେ ଅନିଲ କପୁରଙ୍କ ଅନୁରୋଧ କ୍ରମେ ‘କୋୟଲ୍‌ସି ତେରି ବୋଲି…’ ଗୀତ ବାଜିବା ମାତ୍ରେ ଉଭୟଙ୍କ ନୃତ୍ୟ ଦର୍ଶକଙ୍କ ମନ ଜିଣି ନେଇଥିଲା । ନୃତ୍ୟ ପରେ ଅନିଲ ଅର୍ଚ୍ଚିତାଙ୍କୁ କୃତଜ୍ଞତା ଜଣାଇଥିଲେ । ପରେ ଏହି ଗୀତର ନୃତ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାକୁ ଲାଗିଥିଲା ।

ହେଲେ ଏସବୁ ଦେଖିବା ପରେ ରଚନା ବାନାର୍ଜୀ ମଧ୍ୟ ଚୁପ ରହି ବସିନଥିଲେ । ସେ କହିଲେ ଓଡ଼ିଶା ମୋ ଦ୍ବିତୀୟ ଘର । ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକମାତ୍ର ବଙ୍ଗୀୟ ଅଭିନେତ୍ରୀ ଭାବେ ରଚନା ବାନାର୍ଜୀ କରିଥିବା ରାଜ ବିଷୟରେ କାହାକୁ ଅଛପା ନାହିଁ ସତ ହେଲେ ତାଙ୍କର ଓଲିଉଡ଼ ଫିଲ୍ମ ଜଗତରୁ ଉଭାନ ହୋଇଯିବ ତାଙ୍କ ଫ୍ୟାନ କୁ ଦୁଃଖ ନିଶ୍ଚିତ ଦେଇଛି ।