ଲଖନଉ ର ସଡ଼କରେ ଖଣ୍ଡିଆ କୁର୍ତା ପିନ୍ଧି ବୁଲୁଥିଲେ ଏହି ମହାନ ସୁପର ଷ୍ଟାର, ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ..।
![ଲଖନଉ ର ସଡ଼କରେ ଖଣ୍ଡିଆ କୁର୍ତା ପିନ୍ଧି ବୁଲୁଥିଲେ ଏହି ମହାନ ସୁପର ଷ୍ଟାର, ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ..।](https://odiascraps.info/static/c1e/client/82848/migrated/d85030fba8e121e1bb0b263e332b8345.jpg)
ଲଖନଉ ର ସଡ଼କରେ ଖଣ୍ଡିଆ କୁର୍ତା ଓ ପାଇଜାମା ପିନ୍ଧି ବୁଲିବା ର ନଜର ଅଳ୍ପ କେତେଜଣ ହିଁ ଛୀଂହିପାରିଥିଲେ। ଏବଂ ଯେଉଁ ଲୋକମାନେ ଏହି ମହାନ ସୁପର ଷ୍ଟାରଙ୍କୁ ଜାଣିପାରିଲେ ତାଙ୍କର ଟିକେ ଝଲକ ପାଇବା ପାଇଁ ପଛରେ ଧାଇଁଲେ । ଲୋକେ ଜାଣିଲା ପରେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଗଲେ ।
![ଲଖନଉ ର ସଡ଼କରେ ଖଣ୍ଡିଆ କୁର୍ତା ପିନ୍ଧି ବୁଲୁଥିଲେ ଏହି ମହାନ ସୁପର ଷ୍ଟାର, ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ..।](https://odiascraps.info/static/c1e/client/82848/migrated/3603fbb2e62033bbec3c39e31a174650.jpg)
ବଲିଉଡ ଜଗତର ମହାନ ସୁପର ଷ୍ଟାର ଅମିତାଭ ବଚ୍ଚନଙ୍କ ଆଗାମୀ ଫିଲ୍ମ “ଗୁଳାବୋ- ସୀତାବୋ ” ର ସୁଟିଂ ଲଖନଉ ର ସଡ଼କରେ ଚାଲିଥିଲା । ଏହି ଫିଲ୍ମ ରେ ବଚ୍ଚନ ସାହେବ ମିର୍ଜା ଭୂମିକାରେ ଅଭିନୟ କରିବାର ଦେଖିବାକୁ ମିଳିବ । ଏବଂ ଏହା ସବୁ ଏହି ସୁଟିଂ ର ହିଁ ଅଂଶବିଶେଷ ଥିଲା ।
![ଲଖନଉ ର ସଡ଼କରେ ଖଣ୍ଡିଆ କୁର୍ତା ପିନ୍ଧି ବୁଲୁଥିଲେ ଏହି ମହାନ ସୁପର ଷ୍ଟାର, ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ..।](https://odiascraps.info/static/c1e/client/82848/migrated/ee371294a94cb77f3e132b24e2c2e195.jpg)
ଏହି ଫିଲ୍ମ ରେ ବଚ୍ଚନ ସାହେବ ଗୋଟେ ଗାଡ଼ିରୁ ଓଲ୍ହାଇ ଗାଡିର ଭଡା ପଇସା ଦେଇ ତାଙ୍କର ଚପଲ ଚିଡିଯାଇଥିବାରୁ ଗୋଟେ ଚପଲ ଦୋକାନକୁ ଯାଇଥିଲେ କିନ୍ତୁ ଆଶ୍ଚର୍ଯ୍ୟ ର କଥା ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ କେହିବି ବଚ୍ଚନ ସାହେବ ଙ୍କୁ ଜାଣିପାରିନଥିଲେ ।
![ଲଖନଉ ର ସଡ଼କରେ ଖଣ୍ଡିଆ କୁର୍ତା ପିନ୍ଧି ବୁଲୁଥିଲେ ଏହି ମହାନ ସୁପର ଷ୍ଟାର, ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ..।](https://odiascraps.info/static/c1e/client/82848/migrated/dcf27bc5dd6e1f30f9b8b505c5cb6ca3.jpg)
ଲୋକମାନେ ଏହି ମହାନ ସୁପର ଷ୍ଟାରଙ୍କୁ ଜାଣିପାରିଲେ ତାଙ୍କର ଟିକେ ଝଲକ ପାଇବା ପାଇଁ ପଛରେ ଧାଇଁଲେ ଏବଂ ସୂଚନା ଯୋଗ୍ୟ ଯେ ଏହି ଫିଲ୍ମ ଲଖନଉ ସହରରେ ଦୁଇ ମାସ ଧରି ସୁଟିଂ ଚାଲିବ।