ଅଭିନେତା ସବ୍ୟସାଚୀଙ୍କ ମହାନକାମ: ଓଡିଶା ବାହାରେ ଫସିରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ କଲେ ଏହି ବଡ କାମ

ବିଶ୍ୱରେ କରୋନା ମହାମାରୀକୁ ନେଇ ସମସ୍ତେ ଚିନ୍ତିତ। ଭାରତରେ ଲକଡାଉନ ବଳବତ୍ତର ରହିଛି। ଏହି ବିପଦ ସମୟରେ ସବୁ ସେଲିବ୍ରେଟି ମାନେ ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି। ତେବେ ପୁଣିଥରେ ସାହାଯ୍ୟର ହାତ ବଢାଇଛନ୍ତି ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ର। ରାଜ୍ୟ ବାହାରେ ଫସିରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସବ୍ୟସାଚୀ ଦେଖାଇଛନ୍ତି ବଦାନ୍ୟତା। ଲକଡାଉନ କାରଣରୁ ରାଜସ୍ଥାନରେ ଫସି ରହିଥିବା ଓଡିଆ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଜ ଖର୍ଚ୍ଚରେ ଓଡ଼ିଶା ଫେରାଇ ଆଣିଛନ୍ତି ଅଭିନେତା ସବ୍ୟସାଚୀ। ତେବେ ସୂଚନା ମୁତାବକ
 
ଅଭିନେତା ସବ୍ୟସାଚୀଙ୍କ ମହାନକାମ: ଓଡିଶା ବାହାରେ ଫସିରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ କଲେ ଏହି ବଡ କାମ

ବିଶ୍ୱରେ କରୋନା ମହାମାରୀକୁ ନେଇ ସମସ୍ତେ ଚିନ୍ତିତ। ଭାରତରେ ଲକଡାଉନ ବଳବତ୍ତର ରହିଛି। ଏହି ବିପଦ ସମୟରେ ସବୁ ସେଲିବ୍ରେଟି ମାନେ ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି। ତେବେ ପୁଣିଥରେ ସାହାଯ୍ୟର ହାତ ବଢାଇଛନ୍ତି ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ର। ରାଜ୍ୟ ବାହାରେ ଫସିରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ସବ୍ୟସାଚୀ ଦେଖାଇଛନ୍ତି ବଦାନ୍ୟତା। ଲକଡାଉନ କାରଣରୁ ରାଜସ୍ଥାନରେ ଫସି ରହିଥିବା ଓଡିଆ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଜ ଖର୍ଚ୍ଚରେ ଓଡ଼ିଶା ଫେରାଇ ଆଣିଛନ୍ତି ଅଭିନେତା ସବ୍ୟସାଚୀ।

ଅଭିନେତା ସବ୍ୟସାଚୀଙ୍କ ମହାନକାମ: ଓଡିଶା ବାହାରେ ଫସିରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ କଲେ ଏହି ବଡ କାମ

ତେବେ ସୂଚନା ମୁତାବକ କିଛିଦିନ ପୂର୍ବରୁ ରାଜସ୍ତାନରେ ଫସିରହିଥିବା ଓଡିଆ ଛାତ୍ରଛାତ୍ରୀ ସବ୍ୟସାଚୀଙ୍କୁ ଟ୍ୱିଟର ଯୋଗେ ସେମାନଙ୍କୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଥିଲେ। ଏହାପରେ ସେମାନଙ୍କୁ ଫେରାଇ ଆଣିବାକୁ ସବ୍ୟସାଚୀ ନିଜ ଖର୍ଚ୍ଚରେ ୨ଟି ବସର ବ୍ୟବସ୍ଥା କରିଥିଲେ। ସେଥିରୁ ଗୋଟିଏ ବସ ଭୁବନେଶ୍ୱରକୁ ଏବଂ ଅନ୍ୟଟି ବାରିପଦାରୁ ରାଜସ୍ଥାନ ଯାଇ ୫୫ ଛାତ୍ରଛାତ୍ରୀଙ୍କୁ ଆଣି ସୁରକ୍ଷିତ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଥିଲା।

ଅଭିନେତା ସବ୍ୟସାଚୀଙ୍କ ମହାନକାମ: ଓଡିଶା ବାହାରେ ଫସିରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ କଲେ ଏହି ବଡ କାମ

ତେବେ ଓଡିଶା ଫେରିବା ଛାତ୍ରଛାତ୍ରୀ ମାନେ ସବ୍ୟସାଚୀଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି “ସେ କେବଳ ଜଣେ ଜଣେ ଭଲ କଳାକାର ନୁହନ୍ତି, ଭଲ ମଣିଷ ମଧ୍ୟ ରାଜ୍ୟର ଏହି ବିପତ୍ତି ସମୟରେ ସେ କରି ଦେଖାଇଛନ୍ତି ଏକ ପ୍ରଶଂସନୀୟ କାମ।” ତେବେ ଏହା ପୂର୍ବରୁ ସେ କରୋନା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଦାନ କରିଥିଲେ।