ରାସ୍ତା କଡରେ ଜୋତା ପଲିସ୍‌ କରୁଥିଲେ ସନ୍ନୀ, ଏବେ ଇଣ୍ଡିଆନ ଆଇଡଲ ଜିତି ହୋଇଗଲେ ଏତେ ଲକ୍ଷ ଟଙ୍କା ର ମାଲିକ

ଆପଣମାନେ ଶୁଣିଥିବେ ମଣିଷ ନିଜର ଉତ୍ତମ କର୍ମ ଫଳରେ ଜୀବନରେ ସଫଳତା ପାଇଥାଏ କିନ୍ତୁ ଏହା ପ୍ରମାଣ କରିଛନ୍ତି ସନ୍ନୀ । ରାସ୍ତା କଡ଼ରେ ଜୋତା ପଲିସ୍ କରୁଥିବା ସନ୍ନୀ ଇଣ୍ଡିଆନ ଆଇଡଲ କୁ ଜିତି ସମସ୍ତଙ୍କ ମନ ଜିଣି ନେଇଛନ୍ତି । ସନ୍ନୀଙ୍କ ମାଆ ବେଲୁନ ବିକ୍ରି କରୁଥିଲେ । ଛୋଟବେଳେ ବାପା ଛାଡ଼ି ଚାଲିଗଲେ । ସନ୍ନୀ ଜୋତା ପଲିସ୍ କରୁଥଲେ ମଧ୍ୟ ଅନେକ ସ୍ବପ୍ନ ଦେଖିଥିଲେ ଏବଂ ନିଜର ପ୍ରତିଭା ଦେଖାଇଥିଲେ ଇଣ୍ଡିଆନ
 
ରାସ୍ତା କଡରେ ଜୋତା ପଲିସ୍‌ କରୁଥିଲେ ସନ୍ନୀ, ଏବେ ଇଣ୍ଡିଆନ ଆଇଡଲ ଜିତି ହୋଇଗଲେ ଏତେ ଲକ୍ଷ ଟଙ୍କା ର ମାଲିକ

ଆପଣମାନେ ଶୁଣିଥିବେ ମଣିଷ ନିଜର ଉତ୍ତମ କର୍ମ ଫଳରେ ଜୀବନରେ ସଫଳତା ପାଇଥାଏ କିନ୍ତୁ ଏହା ପ୍ରମାଣ କରିଛନ୍ତି ସନ୍ନୀ । ରାସ୍ତା କଡ଼ରେ ଜୋତା ପଲିସ୍‌ କରୁଥିବା ସନ୍ନୀ ଇଣ୍ଡିଆନ ଆଇଡଲ କୁ ଜିତି ସମସ୍ତଙ୍କ ମନ ଜିଣି ନେଇଛନ୍ତି ।

ସନ୍ନୀଙ୍କ ମାଆ ବେଲୁନ ବିକ୍ରି କରୁଥିଲେ । ଛୋଟବେଳେ ବାପା ଛାଡ଼ି ଚାଲିଗଲେ । ସନ୍ନୀ ଜୋତା ପଲିସ୍‌ କରୁଥଲେ ମଧ୍ୟ ଅନେକ ସ୍ବପ୍ନ ଦେଖିଥିଲେ ଏବଂ ନିଜର ପ୍ରତିଭା ଦେଖାଇଥିଲେ ଇଣ୍ଡିଆନ ଆଇଡଲ ର ମଞ୍ଚ ଉପରେ ।

ରାସ୍ତା କଡରେ ଜୋତା ପଲିସ୍‌ କରୁଥିଲେ ସନ୍ନୀ, ଏବେ ଇଣ୍ଡିଆନ ଆଇଡଲ ଜିତି ହୋଇଗଲେ ଏତେ ଲକ୍ଷ ଟଙ୍କା ର ମାଲିକ

ପଞ୍ଜାବର ବଠିଣ୍ଡାସ୍ଥିତ ଅମରପୁରା ବସ୍ତିରେ ରହୁଛନ୍ତି ସନ୍ନୀ । ଲୋକପ୍ରିୟ ସୋ ଇଣ୍ଡିଆନ ଆଇଡଲର ରେ ସଫଳତା ପାଇବା ପରେ ଜଣାପଡିଛି କି ନିଜ ଉପରେ ଭରୋସା ଥିଲେ ଭାଗ୍ୟ ପରିବର୍ତ୍ତନ ନିଶ୍ଚିତ ଭବାରେ ହେବ ।

ଇଣ୍ଡିଆନ ଆଇଡଲ ସିଜିନ୍‌ ୧୧ର ବିଜେତା ସନ୍ନୀ ଙ୍କୁ ୨୫ ଲକ୍ଷ ଟଙ୍କା, ଟ୍ରଫି ଓ ଗୋଟିଏ ଟାଟା ଅଲ୍‌ଟୋଜ କାର ମିଳିଛି । ଏଥିରେ ସୁମଧୁର କଣ୍ଠଶିଳ୍ପୀ ଭାଗ ନେଇଥିଲେ । ସେ ଇଣ୍ଡିଆନ ଆଇଡଲ ର ବିଜେତା ହେବ ପରେ ପ୍ରସିଦ୍ଧ ଗାୟକ ହିମେଶ ରଶ୍‌ମିୟାଙ୍କ ଆଗାମୀ ଫିଲ୍ମରେ ତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ମଧ୍ୟ ମିଳିବ ।