ଭୟାନକ କୁମ୍ଭୀର ଥିବା ନଦୀର ମଝିକୁ ପର୍ଯ୍ୟଟକମାନେ ପହଁଚିଲେ, ଫାର୍ମ ମାଲିକ କହିଲେ ଯିଏ ପହଁରି ନଦୀ ପାର କରିବ ତାକୁ 1 କୋଟି ମିଳିବ

 
ଭୟାନକ କୁମ୍ଭୀର ଥିବା ନଦୀର ମଝିକୁ ପର୍ଯ୍ୟଟକମାନେ ପହଁଚିଲେ, ଫାର୍ମ ମାଲିକ କହିଲେ ଯିଏ ପହଁରି ନଦୀ ପାର କରିବ ତାକୁ 1 କୋଟି ମିଳିବ

ବହୁତ ଜଣ ପର୍ଯ୍ୟଟକ ଏକ କୁମ୍ଭୀର ଫାର୍ମ ପରିଦର୍ଶନ କରୁଥିଲେ ଏବଂ ସେମାନେ ଏକ କୁମ୍ଭୀର ଥିବା ହ୍ରଦ ମଝିରେ ଏକ ଭାସମାନ ଢାଞ୍ଚା ରେ ରହି ସବୁ ଦେଖୁଥିଲେ | ହ୍ରଦର ମାଲିକ ଚିତ୍କାର କରି କହିଲେ : "ଯିଏ ପାଣି ଭିତରକୁ ଡେଇଁ ଏହି ହ୍ରଦ ପାର କରି ଆସି ପାରିବ, ତାଙ୍କୁ ମୁ 1 କୋଟି ଟଙ୍କା ଦେବୀ।

ହଠାତ୍ ଜଣେ ବ୍ୟକ୍ତି ପାଣି ଭିତରକୁ ଡେଇଁଲେ। ତାଙ୍କୁ କୁମ୍ଭୀରମାନେ ଗୋଡ଼ାଇଥିଲେ, କିନ୍ତୁ ସେ ବହୁତ ଭାଗ୍ୟଶାଲୀ ଥିଲେ ଯେ ସେଠାରୁ ବଞ୍ଚି ହ୍ରଦ ପାର କରିବାରେ ସଫଳ ହେଲେ । ମାଲିକ ଘୋଷଣା କଲେ: "ଏହି ବ୍ୟକ୍ତି ଙ୍କୁ ଗୋଟେ କୋଟି ଟଙ୍କା ପୁରସ୍କାର ଦିଆଯିବ"।

ସେ ପୁରସ୍କାର ପାଇବା ପରେ ପୁରୁଷ ଏବଂ ତାଙ୍କ ସ୍ତ୍ରୀ ହୋଟେଲ ରୁମକୁ ଫେରିଥିଲେ | ପୁରୁଷ ଜଣକ ତାଙ୍କ ପତ୍ନୀଙ୍କୁ କୁହନ୍ତି: "ମୁଁ ନିଜେ ଡେଇଁଲି ନାହିଁ, କେହି ଜଣେ ମୂର୍ଖ ମୋତେ ଠେଲିଦେଲା !!!"

ତାଙ୍କ ପତ୍ନୀ ହସିଲେ ଏବଂ କହିଲେ: ଆଉ କେହି ନୁହନ୍ତି, ମୁଁ ତୁମକୁ ଠେଲଇଥିଲି !

କାହାଣୀରୁ କଣ ଶିଖିଲେ : "ପ୍ରତ୍ୟେକ ସଫଳ ପୁରୁଷଙ୍କ ପଛରେ, ସର୍ବଦା ଜଣେ ମହିଳା ଅଛନ୍ତି ଯିଏ ତାଙ୍କୁ ଟିକେ ଠେଲି ଦିଅନ୍ତି |"

Note: ଏହି ପୋଷ୍ଟ କେବେଳ ଆପଣଙ୍କ ମନରଞ୍ଜନ ପାଇଁ ଲେଖା ହୋଇଛି, ଏଥିରେ କୌଣସି ସତ୍ୟତା ନାହିଁ । ଆପଣମାନଙ୍କୁ ଟିକିଏ ହସିବାର ଏହା ଗୋଟେ ଛୋଟ ଉଦ୍ୟମ ଥିଲା । ଧନ୍ୟବାଦ !!!