ଦେଖନ୍ତୁ ଭିଡ଼ିଓ: ଷ୍ଟେଜ୍ ଉପରେ ନାଚିବାରେ ମସଗୁଲ ଥିଲେ ଉର୍ବଶୀ ରୌତେଲା। ହଠାତ, ଖସିଗଲା ଡ୍ରେସ୍, ଆଉ ତାପରେ...

 
Urvashi

ସିନେ ଜଗତର ଅଭିନେତା ଅଭିନେତ୍ରୀମାନଙ୍କ ପୋଷାକ ସେମାନଙ୍କ ଗ୍ଲାମର ଏବଂ ଷ୍ଟାଇଲକୁ ବ୍ୟାଖ୍ୟା କରିଥାଏ। କିନ୍ତୁ, ବେଳେ ବେଳେ ଏହା ସେମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ମଧ୍ୟ ପାଲଟି ଯାଇଥାଏ। ଏଇ ଯେମିତି ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ସହିତ ଏଭଳି ଏକ ଘଟଣା ଘଟିଯାଇଛି। ଯେଉଁଥିରେ ଷ୍ଟେଜରେ ନାଚୁଥିବା ସମୟରେ ଉର୍ବଶୀଙ୍କର ପୋଷାକ ଖସି ଯାଉଥିବା ଦେଖିବାକୁ ମିଳୁଛି।

Urvasi

ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଉର୍ବଶୀ ଏକ ଷ୍ଟେଜ୍ ସୋରେ ଭାଗ ନେଉଥିବା ଦେଖିବାକୁ ମିଳୁଛି। ସେ ସବୁଜ ରଙ୍ଗର ବ୍ୟାକ୍‌ଲେସ୍ ଅଫ୍ ସୋଲଡର ଗାଉନ୍ ପିନ୍ଧିଥିବା ବେଳେ ହାତରେ ମାଇକ୍ ଧରି କିଛି କହୁଥିବା ଦେଖିବାକୁ ମିଳୁଛି। ତେବେ, ଏହି ସମୟରେ ତାଙ୍କର ଗାଉନ ତଳକୁ ଖସି ଯାଉଛି। ଉର୍ବଶୀ ତୁରନ୍ତ ନିଜ ଗାଉନ୍ କୁ ସଜାଡ଼ିବାରେ ଲାଗି ଯାଇଥିଲେ। ଦେଖନ୍ତୁ ଭିଡ଼ିଓ:-