ବଲିଉଡରେ ସଫଳ ହେବା ପାଇଁ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ଏହି ୫ ମୁସଲମାନ ଫିଲ୍ମ ଷ୍ଟାର, ୪ନଂ ଙ୍କ ନାମ ଜାଣି ହେବେ ଆଶ୍ଚର୍ଯ୍ୟ

 
Actress who changed their religion

ବଲିଉଡ଼ ଫିଲ୍ମ ଇଣ୍ଡଷ୍ଟ୍ରି କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଛି। ଏହି ଗ୍ଲାମର ଇଣ୍ଡଷ୍ଟ୍ରି ରେ ଅନେକ ଖ୍ୟାତନାମା ଅଭିନେତା ଅଭିନେତ୍ରୀ ଥିବା ବେଳେ ଅନେକ ଲୋକେ ଏଠାକୁ ଆସି ସେତେଟା ସଫଳ ହୋଇପାରନ୍ତି ନାହିଁ। 

ତେବେ ବଲିଉଡ଼ ରେ ଫେମସ ହେବା ପାଇଁ ଅଭିନେତା ଅଭିନେତ୍ରୀମାନେ କିଛି ବି କରିବାକୁ ପଛାନ୍ତି ନାହିଁ। ତେବେ ଆସନ୍ତୁ ଜାଣିବା ଏପରି ୫ ସୁନ୍ଦରୀ ମୁସଲିମ ଅଭିନେତ୍ରୀମାନଙ୍କ ବିଷୟରେ ଯେଉଁମାନେ ବଲିଉଡ଼ କୁ ଆସିବା ପରେ ନିଜର ନିଜର ଧର୍ମ ପରିବର୍ତ୍ତନ କରିଥିଲେ।

୧. ମଧୁଵାଲା:- ୬୦ ଦଶକରେ ବଲିଉଡ଼ ଇଣ୍ଡଷ୍ଟ୍ରିର ସବୁଠାରୁ ସୁନ୍ଦରୀ ଏବଂ ଚର୍ଚ୍ଚିତ ଚେହେରା ଥିଲେ ମଧୁବାଲା। ସେହି ସମୟରେ ସେ ଦେଇଥିବା ଅନେକ ସୁପରହିଟ ଫିଲ୍ମ ଆଜି ପର୍ଯ୍ୟନ୍ତ ଦର୍ଶକଙ୍କୁ ବିମୋହିତ କରିଥାଏ। ତେବେ ସେ ପ୍ରକୃତରେ ଜଣେ ମୁସଲମାନ ଅଟନ୍ତି ଏବଂ ବଲିଉଡ଼ କୁ ଆସିବା ପରେ ସେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ।

୨. ରୀନା ରାୟ:- ବଲିଉଡ଼ରେ ନିଜର ନିଖୁଣ ଅଭିନୟ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ ଅଭିନେତ୍ରୀ ରୀନା ରାୟ। କିନ୍ତୁ ପ୍ରକୃତରେ ସେ ଜଣେ ମୁସଲମାନ ହୋଇଥିବା ବେଳେ ତାଙ୍କ ପ୍ରକୃତ ନାମ ସାହିରା ଅଲ୍ଲୀ ଓ ବଲିଉଡ଼ କୁ ଆସିବା ପରେ ସେ ନିଜର ନାମ ପରିବର୍ତ୍ତନ କରିଥିଲେ।

୩. ମାନା ସେଠୀ:- ବଲିଉଡର ତାରକା ଅଭିନେତା ସୁନୀଲ ସେଠୀଙ୍କ ପତ୍ନୀ ଅଟନ୍ତି ମାନା ସେଠୀ। ଫିଲ୍ମ "ଚଲ୍-ଚଲା-ଚଲ୍" ରୁ ଅଭିନୟ ଜୀବନ ଆରମ୍ଭ କରିଥିବା ମାନାଙ୍କ ପ୍ରକୃତ ନାମ ମାନା କାଦରୀ ଅଟେ। ତେବେ ବିବାହ ପରେ ସେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ।

୪. ତବୁ:- ବଲିଉଡ଼ର ଚିରସୁନ୍ଦରୀ ମାନଙ୍କ ମଧ୍ୟରେ ଅନ୍ୟତମ ଅଟନ୍ତି ତବୁ। ନିଜର ସୁନ୍ଦର ଚେହେରା ଏବଂ ନିଖୁଣ ଅଭିନୟ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପ୍ରକୃତରେ ଜଣେ ମୁସଲିମ ଅଟନ୍ତି। ତାଙ୍କର ପ୍ରକୃତ ନାମ ତପସୁମ ଫତିମା ହାସମୀ ଅଟେ।

୫. ମାନ୍ୟତା ଦତ୍ତ:- ମାନ୍ୟତାଙ୍କୁ ସମସ୍ତେ ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତଙ୍କ ପତ୍ନୀ ଭାବରେ ଜାଣିଛନ୍ତି। ସେ ସଞ୍ଜୟଙ୍କ ତୃତୀୟ ପତ୍ନୀ ହୋଇଥିବା ବେଳେ ତାଙ୍କର ପ୍ରକୃତ ନାମ ଦିଲ ନବାଵ ଶେଖ ଅଟେ। ସେ ବଲିଉଡ଼ କୁ ଆସିବା ପାଇଁ  ନିଜର ନାମ ପରିବର୍ତ୍ତନ କରିଥିଲେ।