ବାଲିଉଡ଼ର ଏହି ୫ ଅଭିନେତ୍ରୀ ଟପି ଯାଇଥିଲେ ସବୁ ସୀମା, ଟଙ୍କା ପାଇଁ ଦେଇଥିଲେ ଏଭଳି ସବୁ ବୋଲ୍ଡ ସିନ୍
ସମୟ ଅନୁଯାଇ ସମାଜରେ ପରିବର୍ତ୍ତନ ଆସିବା ସହିତ ମଣିଷର ପସନ୍ଦ ନା ପସନ୍ଦ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି। ଚଳଚିତ୍ର ଜଗତରେ ଏବଂ ପ୍ରସ୍ତୁତ ହେଉଥିବା ଚଳଚିତ୍ର ଗୁଡିକ ଉପରେ ଏହାର ଅନେକ ପ୍ରଭାବ ରହିଛି। ପୂର୍ବରୁ ଅଭିନେତା ଅଭିନେତ୍ରୀମାନେ ନିଜର ନିଖୁଣ ଅଭିନୟ ବଳରେ ଲୋକଙ୍କ ମନ ଜିତି ପାରୁଥିଲେ। କିନ୍ତୁ, ଏବେ ସମୟ ବଦଳିବା ସହିତ ଏବେ ଚଳଚ୍ଚିତ୍ରରେ ଅଭିନେତ୍ରୀମାନେ ବୋଲ୍ଡ ସିନ୍ କରିବାକୁ ପଛାଉନାହାଁନ୍ତି। ଆସନ୍ତୁ ଏଭଳି ହିଁ କିଛି ଅଭିନେତ୍ରୀ ମାନଙ୍କ ବିଷୟରେ ଜାଣିବା।
୧. କରିନା କପୁର ଖାଁ:- ବାଲିଉଡ଼ର ସୁନ୍ଦରୀ ତନୟା କରିନାଙ୍କୁ କିଏ ଅବା ନ ଜାଣେ। କିନ୍ତୁ, ନିଜର କ୍ୟାରିଅର ଆରମ୍ଭ ସମୟରେ କରିନା ମଧ୍ୟ ଅନେକ ବୋଲ୍ଡ ସିନ୍ କରିଛନ୍ତି। ଖାସ୍ କରି “ଚମେଲି” ଓ “ତଲାସ” ଫିଲ୍ମରେ ନିଜ ଅଭିନୟରେ ବୋଲ୍ଡ ରୋଲରେ ତାଙ୍କୁ ଦେଖିବାକୁ ମିଳିଥିଲା।
୨. ହୁମା କ୍ୟୁରେଶୀ:- ବାଲିଉଡ଼ରେ ଆଗଧାଡ଼ିର ଅଭିନେତ୍ରୀ ମାନଙ୍କ ମଧ୍ୟରେ ହୁମା କ୍ୟୁରେଶୀ ଅନ୍ୟତମ। ହୁମା “ବଦଲାପୁର” ଚଳଚିତ୍ରରେ ବେସ୍ ବୋଲ୍ଡ ଅବତାରରେ ଦେଖିବାକୁ ମିଳିଥିଲା। ଏହି ଚଳଚିତ୍ରରେ ସେ ଅଭିନେତା ନବାଜୁଦ୍ଦିନ ସିଦ୍ଧିକିଙ୍କ ପ୍ରେମିକା ଝିଲମିଲ୍ ଭୂମିକାରେ ଅଭିନୟ କରିଥିଲେ।
୩. ବିଦ୍ୟା ବାଲାନ୍:- ବିଦ୍ୟା ବାଲାନଙ୍କୁ ତାଙ୍କର ନିଖୁଣ ଅଭିନୟ ପାଇଁ ସମସ୍ତେ ଜାଣନ୍ତି। କିନ୍ତୁ, “ଦି ଡାର୍ଟି ପିକଚର” ତାଙ୍କ କ୍ୟାରିଅରର ଅନ୍ୟତମ ସଫଳ ଚଳଚିତ୍ର ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ତେବେ, ଏହି ଚଳଚିତ୍ରରେ ତାଙ୍କୁ ଅନେକ ବୋଲ୍ଡ ସିନରେ ଦେଖିବାକୁ ମିଳିଥିଲା।
୪. କଲ୍କ୍କି କୋଚଲୀନ:- ବାଲିଉଡ଼ ଅଭିନେତ୍ରୀ କଲ୍କ୍କି କୋଚଲୀନଙ୍କର ଚନ୍ଦା ଭୂମିକା ଦର୍ଶକମାନଙ୍କୁ ବେସ୍ ପସନ୍ଦ ଆସିଥିଲା। ଚଳଚିତ୍ର “ଦେବ ଡି”ରେ ସେ ଏହି ଭୂମିକାରେ ଅଭିନୟ କରିଥିଲେ। ୨୦୧୧ରେ ନିର୍ଦେଶକ ଅନୁରାଗ କଶ୍ୟପଙ୍କ ସହ ତାଙ୍କର ବିବାହ ବେସ୍ ଚର୍ଚ୍ଚାରେ ରହିଥିଲା। ତେବେ, ଉଭୟେ ୨୦୧୫ ମସିହାରେ ଉଭୟଙ୍କର ବିବାହ ବିଚ୍ଛେଦ ହୋଇ ଯାଇଥିଲା।
୫. ନେହାଁ ଧୂପିୟା:- ବାଲିଉଡ଼ରେ ନେହାଁ ଧୂପିୟା ଜଣେ ଚର୍ଚ୍ଚିତ ଅଭିନେତ୍ରୀ ଅଟନ୍ତି। ଫିଲ୍ମ “ଜୁଲି”ରେ ତାଙ୍କର ବୋଲ୍ଡ ସିନ୍ ଦର୍ଶକମାନଙ୍କ ମନରେ ଏକ ସ୍ୱତନ୍ତ୍ର ଛାପ ସୃଷ୍ଟି କରିବାରେ ସଫଳ ହୋଇଛି।
ଆହୁରି ପଢ଼ନ୍ତୁ:- ଶୁଣନ୍ତୁ ଅଡିଓ: “ସାବୁନ ମାରି ସଫା କରି ଆସିବୁ ଅନ୍ଧାରରେ ମତେ ଖୁସି କରିବୁ” ପଦାରେ ପଡ଼ିଲା ପୋଲିସ୍ ଅଧିକାରୀଙ୍କ ରାସଲୀଳା