ଦେଖନ୍ତୁ ଭିଡ଼ିଓ: ଯୁବତୀଙ୍କ ଅଭିଯୋଗ କହିଲେ- ସବୁ ପିଲା କୋଚିଂରୁ ଯିବା ପରେ ସାର୍ ମତେ ଡାକି ମୋ ସହ କଲେ ଏମିତି

 
Jubati

ଛାତ୍ରମାନେ ଚାଲିଗଲା ପରେ ସାର ଡାଉଟ କ୍ଲିୟର କରିବା ପାଇଁ ମୋତେ ଡାକିଲେ ଏବଂ ମୋତେ ଶ୍ରେଣୀ ଗୃହରେ ଏକୁଟିଆ ରହିବାକୁ କହିଥିଲେ । ତା'ପରେ ରୁମର ସମସ୍ତ ଝରକା ବନ୍ଦ କରିଦେଲେ ଏବଂ ତା’ପରେ ମୋ ଦେହର ସବୁ ଜାଗାରେ ହାତ ମାରିଲେ ଏବଂ ମୁଁ ଯେତେ ମନା କଲେ ମଧ୍ୟ ଶୁଣିଲେ ନାହିଁ ।

gdfg dfg

ସେ କହିଥିଲେ ଯେ ଯଦି ତୁମେ ମୋ କଥା ନଶୁଣିବ ମୁଁ ତୁମକୁ ସବୁକିଛିରେ ଫେଲ କରିବି । ଏହା କହି ଛାତ୍ର କାନ୍ଦି କାନ୍ଦି ଅଭିଯୋଗ କରିବା ପରେ ସ୍ଥାନିୟ ଲୋକମାନେ ଟିଉସନ ଭିତରେ ପସି ଟିଉସନ ମାଷ୍ଟର ଙ୍କୁ ମାଡ ମାରି ତାଙ୍କ ମୁଣ୍ଡ ଫଟେଇ ଦେଇଛନ୍ତି । ଏହା ପରେ ଶିକ୍ଷକଙ୍କ ପତ୍ନୀ କହିଥିଲେ ଯେ ଶିକ୍ଷକ ସଂପୂର୍ଣ୍ଣ ନିର୍ଦ୍ଦୋଶ ।

ତେବେ ମହିଳାଙ୍କ ଅନୁଯାୟୀ, ତାଙ୍କ ସ୍ୱାମୀ 15-16 ବର୍ଷରୁ ଏହି ଟ୍ୟୁସନ ସେଣ୍ଟର ଚଳାଉଛନ୍ତି ଏବଂ ଯେତେ ସେ ତାଙ୍କ ସ୍ୱାମୀଙ୍କୁ ଜାଣିଛନ୍ତି, ସେ ଏପରି କାମ କରିବେ ନାହିଁ ଏବଂ ସେ ବହୁତ ସମୟ ପର୍ଯ୍ୟନ୍ତ ପିଲାମାନଙ୍କୁ ଶିକ୍ଷା ଦିଅନ୍ତି, କାରଣ ସେ ପିଲା ମାନଙ୍କ କେରିୟର କୁ ଦେଖନ୍ତି ।

ତାଙ୍କ ପତ୍ନୀ କହିଛନ୍ତି, "ସେ ଏହା କରିପାରିବେ ନାହିଁ । ହଠାତ୍ 15 ଜଣ ପଶି ଆସି ତାଙ୍କୁ ମାଡ ମାରିଥିଲେ । କୌଣସି ଅପରାଧ ପ୍ରମାଣ ନ କରି ସେମାନେ ତାଙ୍କୁ କିପରି ଦୋଷୀ ବୋଲି କହୁଛନ୍ତି ?"