ଦୋକାନ ଭିତରେ ଖେଳ କରୁଥିଲେ, ସଟର ଖୋଲି ଉଲଗ୍ନ ଯୁବତୀକୁ ଟାଣି ଆଣିଲେ ଲୋକେ ଆଉ ତାପରେ ଦେଖନ୍ତୁ ଭିଡିଓ

 
Rasaleela

ସାରା ଦେଶରେ ବର୍ତ୍ତମାନ କରୋନା ପାଇଁ ଭୟ ଓ ଆଶଙ୍କାର ମାହୋଲ ସୃଷ୍ଟି ହୋଇଛି। ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ତାଲାବନ୍ଦ ଘୋଷଣା କରାଯିବା ସହ ଲୋକମାନଙ୍କ ଯାତାୟତ ଉପରେ ରୋକ ଲଗାଯାଇଛି। କିନ୍ତୁ ଏଭଳି ପରିସ୍ଥିତିରେ କିଛି ଏପରି ଲୋକମାନେ ମଧ୍ୟ ଅଛନ୍ତି ଯେଉଁମାନେ ନିଜ କାମନାକୁ ଚରିତାର୍ଥ କରିବା ପାଇଁ ଲକଡ଼ାଉନ ଭଳି ପଦକ୍ଷପର ଦୁରୋପଯୋଗ କରୁଛନ୍ତି।

ଏହିପରି ଏକ ଘଟଣା ଉତ୍ତର ପ୍ରଦେଶର ଏକ ମାର୍କେଟ ରେ ଦେଖିବାକୁ ମିଳିଛି ଯେଉଁଠାରେ ତାଲାବନ୍ଦ ବେଳେ ଏକ ବନ୍ଦ ମୋବାଇଲ ଦୋକାନ ଭିତରୁ ଜଣେ ଯୁବକ ଏବଂ ଯୁବତୀଙ୍କୁ ଅସଂଯତ ଅବସ୍ଥାରେ ଲୋକେ ଧରିଛନ୍ତି। ଏହି ପୁରା ଘଟଣାର ଏକ ଭିଡ଼ିଓ ମଧ୍ୟ ରେକର୍ଡ଼ ହୋଇଥିବା ବେଳେ ବର୍ତ୍ତମାନ ଏହା ଭାଇରାଲ ହେବାରେ ଲାଗିଛି।

ପୁରା ଘଟଣା ମୁତାବକ ଉକ୍ତ ବଜ଼ାରରେ ଲକଡ଼ାଉନ ନିୟମ ପାଇଁ ସମସ୍ତ ଦୋକାନ ଦିନ ୧୧ଟା ପରେ ବନ୍ଦ କରି ଦିଆଯାଉଥିଲା। କିନ୍ତୁ ସେଠାରେ ଥିବା ଏକ ମୋବାଇଲ ଦୋକାନ ଭିତରକୁ ଯୁବତୀଙ୍କର ପ୍ରବେଶ କରିବା ଏବଂ ଭିତରପଟୁ ସଟର ପଡୁଥିବା ଦେଖିବାକୁ ପାଇଥିଲେ ଲୋକେ। ଏହିପରି କିଛିଦିନ ଲଗାତାର ଚାଲିବାରୁ ଲୋକମାନଙ୍କ ମନରେ ସନ୍ଦେହ ହୋଇଥିଲା ଫଳରେ ଦିନେ ସେମାନେ ଏକଜୁଟ ହୋଇ ଉକ୍ତ ଦୋକାନର ସଟର ଖୋଲିଥିଲେ। ଦେଖନ୍ତୁ ଭିଡିଓ-

ସଟର ଖୋଲିବା ପରେ ଭିତରର ଦୃଶ୍ୟ ସମ୍ପୂର୍ଣ୍ଣ ଅଲଗା ଥିଲା ସେଠାରେ ଜଣେ ବ୍ୟକ୍ତି ଜଣେ ଯୁବତୀଙ୍କ ସହ ଯୌନ କ୍ରୀଡାରେ ଲିପ୍ତ ଥିବା ଦେଖିବାକୁ ମିଳିଥିଲା। ଉତ୍ୟକ୍ତ ଲୋକମାନେ ଉଲଗ୍ନ ଅବସ୍ଥାରେ ଦୁଇଜଣଙ୍କୁ ବାହାରକୁ ଟାଣି ଆଣିଥିଲେ ଏବଂ ଘଟଣା ବିଷୟରେ ପୋଲିସକୁ ଜଣାଇ ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଉଭୟ ଯୁବକ ଏବଂ ଯୁବତୀଙ୍କୁ ଗିରଫ କରିଥିଲା।

ତେବେ ଯୁବତୀ ଜଣଙ୍କୁ ଏହି ଘଟଣା ବିଷୟରେ ପଚରା ଯିବାରୁ ସେ ମୋବାଇଲ ଦୋକାନକୁ ରିଚାର୍ଜ କରିବା ପାଇଁ ଯାଇଥିଲେ ଏବଂ ତାଙ୍କର ଦୋକାନ ମାଲିକ ସହିତ କୌଣସି ସମ୍ପର୍କ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାର ଏକ ଭିଡ଼ିଓ ବର୍ତ୍ତମାନ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି।