ସ୍ୱାମୀକୁ ହତ୍ୟା କରି ଶବ ସହ ଯୌନ କ୍ରିୟା କଲା ସ୍ତ୍ରୀ, ମୃତ ଦେହକୁ ଖଣ୍ଡ ଖଣ୍ଡ କାଟି ପିଇଲା ରକ୍ତ, ପୂରା ଘଟଣା ଜାଣି ହେବେ ତାଜୁବ୍

 
Swami ku stree ra htya

ସ୍ୱାମୀଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିବାକୁ ନେଇ ମୁମ୍ବାଇର ଜଣେ ମହିଳା ଙ୍କୁ ଜେଲ୍ ଦଣ୍ଡ ଦିଆଯାଇଛି। ମହିଳା ଜଣଙ୍କ ଉପରେ ଅଭିଯୋଗ ଅଛି ଯେ ସେ ପ୍ରଥମେ ତାଙ୍କ ସ୍ୱାମୀଙ୍କୁ ବିଷ ଦେଇ ହତ୍ୟା କରିଥିଲେ, ପରେ ଶବ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। କେବଳ ଏତିକି ନୁହେଁ ମହିଳା ଜଣଙ୍କ ସ୍ୱାମୀଙ୍କ ଶରୀରର ଅନେକ ଖଣ୍ଡ କାଟି ରକ୍ତ ପିଇଥିବା ଅଭିଯୋଗ ହୋଇଛି। କିନ୍ତୁ କୋର୍ଟର ଶୁଣାଣି ପରେ ପ୍ରମାଣ ଅଭାବରୁ ମହିଳାଙ୍କୁ ମୁକ୍ତ କରାଯାଇଥିଲା। ତେବେ ତାଙ୍କ ବିରୋଧରେ ମାମଲା ଏବେ ବି ଜାରି ରହିଛି।

Mahila swami

ରିପୋର୍ଟ ଅନୁଯାୟୀ, 37 ବର୍ଷୀୟ ଅଭିଯୁକ୍ତ ମହିଳା ସୁଶ୍ରୀ କରମାକର ମୁମ୍ବାଇରେ ସ୍ୱାମୀ ଏବଂ ଶାଶୁଙ୍କ ସହ ଭଡ଼ା ଘରେ ରହୁଥିଲେ। ସୁଶ୍ରୀ ତାଙ୍କ ସ୍ୱାମୀ ବିକାଶ ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିକାଶ ଶାଢ଼ି ବ୍ୟବସାୟ କରୁଥିଲେ। ତେବେ ବିକାଶଙ୍କ ହତ୍ୟା ଘଟଣାରେ ମୁଖ୍ୟ ସନ୍ଦିଗ୍ଧ ଥିବା ସତ୍ତ୍ୱେ ସୁଶ୍ରୀଙ୍କୁ ଜେଲରୁ ମୁକ୍ତ କରାଯାଇ ଗୃହ ବନ୍ଦୀ ରେ ରଖାଯାଇଛି।

Swami stree

ବାସ୍ତବରେ, ଅଗଷ୍ଟରେ ୧୧ ତାରିଖରେ ସୁଶ୍ରୀଙ୍କୁ ସ୍ୱାମୀ ବିକାଶଙ୍କ ମୃତ୍ୟୁ ଘଟଣାରେ ଗିରଫ କରାଯାଇଥିଲା। ଏହା ପରେ କୋର୍ଟର ଓକିଲମାନେ ତାଙ୍କୁ “ମୃତ ସ୍ୱାମୀଙ୍କ ରକ୍ତ ପିଇବା ଏବଂ ତାଙ୍କ ମୃତ ଶରୀର ସହିତ ଶାରୀରିକ ସମ୍ପର୍କ ରଖିବା” ଅଭିଯୋଗ କରିଥିଲେ। ଓକିଲମାନେ ଦାବି କରିଛନ୍ତି ଯେ ସୁଶ୍ରୀ, ତାଙ୍କ 68 ବର୍ଷ ବୟସ୍କା ଶାଶୁଙ୍କ ସହ ତାଙ୍କ ସ୍ୱାମୀଙ୍କୁ ମାରାତ୍ମକ ବିଷ ଦେଇଛନ୍ତି। ବିକାଶଙ୍କ ମୃତ୍ୟୁ ପୂର୍ବରୁ 25 ବର୍ଷର ଝିଅ ସହିତ ପ୍ରେମ ସମ୍ପର୍କ ଥିଲା।

Hatya

ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ବିକାଶଙ୍କ କିଛି ଶରୀର କାଟି ସ୍ତ୍ରୀ ସୁଶ୍ରୀ ଫ୍ରିଜରେ ରଖିଥିଲେ। ତାଙ୍କ ଆଙ୍ଗୁଠିଗୁଡିକ ମୂଷାମାନଙ୍କୁ ଖାଇବାକୁ ଦିଆଯାଉଥିଲା। ଘରେ ଶରୀରର କୋୖଣସି ଅଙ୍ଗ ନ ଥିବାରୁ ଫୋରେନସିକ୍ ବିଶେଷଜ୍ଞମାନେ କୋୖଣସି ପ୍ରମାଣ ପାଇ ନଥିଲେ। ପୁରା ଫ୍ଲାଟ, ସମସ୍ତ ବାସନ ଏବଂ ଅନ୍ୟ ସବୁ ଜିନିଷକୁ ଭଲ ଭାବରେ ଧୂଆ ଯାଇଥିଲା। କିଛି ଅଙ୍ଗକୁ ୱାଶିଂ ମେସିନରେ ରଖି ନଷ୍ଟ କରାଯାଇଥିଲା। ସୁଶ୍ରୀ ପ୍ରତ୍ୟେକ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ତେବେ ହତ୍ୟା ପଛର କାରଣ ସ୍ୱାମୀଙ୍କ ପରକ୍ରିୟା ପ୍ରୀତି ଥିବା ଜଣାପଡିଛି।