ପରକୀଆ ପ୍ରୀତି ପାଇଁ ସ୍ୱାମୀକୁ ଛାତ ଉପରକୁ ପ୍ରେମ କରିବାକୁ ଡାକି ମାରି ଦେଲା ସ୍ତ୍ରୀ, ଜାଣନ୍ତୁ ପୁରା ଘଟଣା

 
Parakiya Priti

ସ୍ବାମୀଙ୍କୁ ଛାତ ଉପରକୁ ପ୍ରେମ କରିବାକୁ ଡାକି ଉପାୟ ପାଂଚି ପ୍ରେମିକ ସହିତ ମିଶି ସ୍ୱାମୀକୁ ଛାତରେ ମାରି ଦେଇଛି ସ୍ତ୍ରୀ । ଏପରି ଏକ ଅଭାବନୀୟ ଓ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ଗାଭା ନଗର ତାଲୁକର ହାଳବିଳାସୀ ଗାଆଁରେ । ଏହି ଗାଆଁରେ ଘଟଣାଟି ଏବେ ପୁରା ଚାଞ୍ଚଲ୍ୟ ସୃଷ୍ଟି କରିଛି ।

Swami stree

ସୂଚନା ଅନୁସାରେ ପରକୀୟା ପ୍ରୀତିରେ ପଡ଼ି ସ୍ତ୍ରୀ ମାରି ଦେଇଛି ତା ସ୍ୱାମୀକୁ । ସ୍ତ୍ରୀ କାବ୍ୟା ଓ ସ୍ଵାମୀ ଲିଙ୍ଗରାଜଙ୍କ ହସଖୁସି ଜୀବନରେ ଏଣ୍ଟ୍ରି କରେ ବିରେଶ ।

କାବ୍ୟା ଓ ବିରେଶ ଦୁହେଁ ଦୁହିଁଙ୍କୁ ଭଲ ପାଇ ବସନ୍ତି । ହେଲେ ସ୍ଵାମୀ ଲିଙ୍ଗରାଜ ଙ୍କ ଉପସ୍ଥିତି ହେତୁ କାବ୍ୟା ଓ ବିରେଶ୍ ନିଜ ମନ ପସନ୍ଦରେ ବୁଲାବୁଲି ଓ ମିଳାମିଶା କରି ପାରନ୍ତି ନାହିଁ ।

ଯେଉଁଥି ପାଇଁ ଦୁହେଁ ମିଶି ନିଜ ରାସ୍ତାର କଣ୍ଟାକୁ ସବୁଦିନ ପାଇଁ ହଟାଇ ଦେଇଛନ୍ତି ।  ନିଜ ସ୍ଵାମୀକୁ ଛତା ଉପରୁ ପେଲି ମାରି ଦିଆନ୍ତି ସ୍ତ୍ରୀ କାବ୍ୟ । ଏବେ କାବ୍ୟା ପୋଲିସ ଆଗରେ ସବୁ ସତ ମାନିବା ପରେ ଦୁଇ ପ୍ରେମିଯୁଗଳଙ୍କୁ ଗିରଫ କରିଛି ପୋଲିସ ।