ଦାଦା ଓ ଝିଆରୀଙ୍କ ଅନୈତିକ ସମ୍ପର୍କକୁ ଦେଖି ସହି ପାରିଲେନି ବାପା ଭାଇ, ଗଳା କାଟି ମାରିଦେଲେ, ଜାଣନ୍ତୁ ପୁରା ଘଟଣା

 
Dada jhiari

ଝିଅର ଏପରି କାମ ଦେଖି ବାପା ଓ ଭାଇ ମିଶି ମାରିଦେଲେ ଝିଅକୁ ! ଆଜ୍ଞା ହଁ , ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀ ସହରରେ । ତେବେ ଦୁଃଖର ବିଷୟ ଏହିକି ଯେ , ଏହି ମୃତ୍ୟୁ ଟି ସନ୍ଦେହଜନକ ଥିଲା ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ବାପା ଭାଇଙ୍କର ଝିଅର ଚରିତ୍ରକୁ ନେଇ ସନ୍ଦେହ ଆସିବାରୁ ଝିଅର ଗଳା କାଟି ଝିଅର ହତ୍ୟା କରିଥିଲେ ଦୁହେଁ । ମୃତ୍ୟୁ ପରେ ବାପା ଓ ଭାଇକୁ ଗିରଫ କରିଛି ପୋଲିସ୍ । ବାପା ଭାଇକୁ ଗିରଫ କରିବା ସହିତ ହତ୍ୟା ଛୁରୀକୁ ମଧ୍ୟ ସଂଗ୍ରହ କରିଛି ପୋଲିସ୍ ।

T

ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା.......

ଝିଆରୀ ଓ ଦାଦାର ସଂପର୍କକୁ ସନ୍ଦେହ କରି ଝିଆରୀ ଓ ଦାଦାକୁ ମାରି ଦେଲେ ବାପା ଓ ଭାଇ । ହତ୍ୟାର ଶିକାର ହୋଇଥିବା ଦାଦା ଝିଆରୀ ହେଲେ ୩୫ ବର୍ଷୀୟ ଦାନିଶ୍ ଓ ୨୨ ବର୍ଷୀୟ ସନାୟା।

ଦାନିଶ୍ ନିଜ ପରିବାର ସହିତ କୈଳାଶ ନଗରରେ ରହୁଥିଲେ ଏବଂ ସେଠାରେ ଫଳ ବ୍ୟବସାୟ କରୁଥିଲେ । ଦାନିଶ୍ ନିଜ ଭାଇ ମହମ୍ମଦ ଘରକୁ ଅନେକ ସମୟରେ ଯାତାୟତ କରନ୍ତି । ହେଲେ ଏହି ଯାତାୟତକୁ ନେଇ ସନ୍ଦେହ ଉପୁଜିଥିଲା ଦାନିଶଙ୍କ ପୁଅ କୁଦୁସଙ୍କ ମନରେ । ଯେଉଁ ସନ୍ଦେହରୁ ଘଟି ଥିଲା ହତ୍ୟା । ପୁଅ କୁଦୁସ୍ ଙ୍କୁ ସାହାଯ୍ୟ କରିଥିଲେ ବାପା ମହମ୍ମଦ ।

ଦିନେ କୁଦୁସ ଘରକୁ ଆସିଥିବା ସମୟରେ ଦେଖିଥିଲେ ଯେ ଦାନିଶ୍ ଓ ସନୟା ଏକ ରୁମ୍ ରେ ଏକାଠି ବସିଛନ୍ତି । ଯାହାକୁ ଦେଖିବା ପରେ ଭାଇର ଚଢ଼ି ଯାଇଥିଲା ରାଗ । ସଙ୍ଗେ ସଙ୍ଗେ ବାପାଙ୍କୁ ଫୋନ୍ କରି ବାପାଙ୍କୁ ଜଣାଇବାରୁ ବାପା କାମରୁ ଆସି ଦାନିଶ୍ ଙ୍କ ଗଳା କାଟି ହତ୍ୟା କରିଥିଲେ । ସନୟା ଗୋଡ ହାତ ଧରି ରୋକିବାରୁ ସନୟାର ମଧ୍ୟ ଗୋଡ ହାତ କାଟି ତାର ମଧ୍ୟ ଗଳା କାଟି ଦେଇଥିଲେ ।

ଏହା ପରେ ଦୁଇ ବାପ ପୁଅ ପୋଲିସ୍ କୁ ମଧ୍ୟ ଖବର ଦେଇଥିଲେ । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ବାପ ପୁଅଙ୍କୁ ଗିରଫ କରିବା ସହ ହତ୍ୟା ଛୁରିକୁ ମଧ୍ୟ ସଂଗ୍ରହ କରିଥିଲା । ତେବେ ଦୁଃଖର ବିଷୟ ହେଉଛି ଏହା ଯେ , ସଂପର୍କକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ଘଟି ଯାଇଛି ଏଭଳି ଅଭାବନୀୟ ଘଟଣା । ଯାହା ବାସ୍ତବରେ ନିନ୍ଦନୀୟ ।