ସାଙ୍ଗ ର ଯୌନାଙ୍ଗ କାଟି ସାଙ୍ଗ ହାତରେ ଧରାଇ ଦେଲା, ତାପରେ ହେଲା ଏମିତି ଯେ...

 
sanga jaunanga

ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ। ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପରିବାରରେ ଅନେକ ପ୍ରକାରର ଘଟଣା ଘଟିଥାଏ। 

ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା କାଦୁଆ ପଞ୍ଚାୟତ ଯୋଡ଼ାବନ୍ଧ ଗ୍ରାମରେ, ଗତକାଲି ଏକ ବିଭତ୍ସ ହତ୍ୟାକାଣ୍ଡ ହୋଇଥିଲା। ଏହି ହତ୍ୟାକାଣ୍ଡର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ତେବେ ଚିତ୍ତରଞ୍ଜନଙ୍କୁ ହତ୍ୟା କରି, ଜଙ୍ଗଲରେ ଫୋପାଡ଼ି ଦେଇଥିଲା ସାଙ୍ଗ। 

ସାଙ୍ଗ ର ଯୌନାଙ୍ଗ କାଟିଦେଲା:

ଏମିତିକି ଚିତ୍ତରଞ୍ଜନର ଯୌନାଙ୍ଗକୁ କାଟି, ହାତରେ ଧରାଇ ଦେଇଥିଲା ସାଙ୍ଗ। ଏହି ଘଟଣାରେ ପୋଲିସ ତନତନ କରି ଯାଞ୍ଚ କରିବା ପରେ, ହତ୍ୟାକାରୀ ଧରା ପଡିଲା। ଚିତ୍ତରଞ୍ଜନ ସାଙ୍ଗ ଚିତ୍ତରଞ୍ଜନଙ୍କ ଯୌନାଙ୍ଗକୁ କାଟି ହାତରେ ଧରେଇ ଦେଇଥିଲା, ଆଉ ହତ୍ୟା କରିଥିଲା। 

ଏବେ ପୋଲିସ ହାତରେ ବନ୍ଧା ହୋଇଛି ଅଭିଯୁକ୍ତ। ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା କାଦୁଆ ପଞ୍ଚାୟତ ଯୋଡ଼ାବନ୍ଧ ଗ୍ରାମରେ, ଗତକାଲି ଏକ ବିଭତ୍ସ ହତ୍ୟାକାଣ୍ଡ ହୋଇଥିଲା । ଗନ୍ଧର୍ବ ସାହୁ, ଚିତ୍ତରଞ୍ଜନଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି । ଚିତ୍ତରଞ୍ଜନ ଓ ଗନ୍ଧର୍ବ ଉଭୟ ଘନିଷ୍ଠ ବନ୍ଧୁ ଥିଲେ, ଅଭିଯୁକ୍ତ ଗନ୍ଧର୍ବ ଭୁବନେଶ୍ୱରରେ କାମ କରୁଥିଲେ । ଅନେକ ସମୟରେ ମୃତ ଚିତ୍ତରଞ୍ଜନ, ଗନ୍ଧର୍ବ ଘରକୁ ଯିବା ଆସିବା କରୁଥିଲେ । 

ମୃତ ଚିତ୍ତରଞ୍ଜନ, ଅଭିଯୁକ୍ତ ଗନ୍ଧର୍ବର ସ୍ତ୍ରୀଙ୍କୁ ଖରାପ ନଜରରେ ଦେଖୁଥିଲେ । ଏମିତିକି ମୃତ ଚିତ୍ତରଞ୍ଜନ, ଅଭିଯୁକ୍ତ ଗନ୍ଧର୍ବ ସ୍ତ୍ରୀଙ୍କ ସହ, ଅନୈତିକ ସମ୍ପକ ରଖିବାକୁ ବାଧ୍ୟ କରୁଥିଲେ । ସେଥିପାଇଁ ଗନ୍ଧର୍ବ ରାଗିଯାଇ, ଆଉ ମଦ ପିଆଇ, ଚିତ୍ତରଞ୍ଜନଙ୍କୁ ହତ୍ୟା କରିବା ସହ, ଚିତ୍ତରଞ୍ଜନଙ୍କ ଯୌନାଙ୍ଗକୁ କାଟିଦେଲେ । ଏବେ ପୋଲିସ ହାତରେ ବନ୍ଧା ହୋଇ କୋର୍ଟ ଚାଲାଣ ହୋଇଛି ଅଭିଯୁକ୍ତ ଗନ୍ଧର୍ବ ।