ମିଠା ମିଠା କଥା କହି ପ୍ରେମିକା ଙ୍କୁ ଜଙ୍ଗଲ କୁ ଡାକିଲା ଯୁବକ, ପ୍ରଥମେ କଲା ଦୁଷ୍କର୍ମ ଏବଂ ତାପରେ...

 
Rape

ଆଜିର ସମାଜରେ ମହିଳାମାନେ କେତେ ଯେ ଅସୁରକ୍ଷିତ ତାହାର ଅନେକ ଉଧାହରଣ ସାମ୍ନାକୁ ଆସୁଛି। କେତେବେଳେ ଯେ କେଉଁ ସମସ୍ୟା ଉପୁଜିବ କିଏ କହିପାରିବ? ଜଣକୁ ଭଲ ପାଉଥିବା ମଣିଷ ଯେ କେଉଁ ଉଦ୍ଦେଶ୍ୟ ନେଇ ପ୍ରେମିକାଙ୍କୁ ହତ୍ୟା କରି ତାହା ମଧ୍ୟ କେହି କଳ୍ପନା କରି ପାରିବେନାହିଁ। ଏଭଳି ହିଁ ଏକ ଘଟଣା ଅନୁଯାୟୀ ଜଣେ ଯୁବତୀ ଜଙ୍ଗଲକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ତାଙ୍କୁ ଦୁଷ୍କର୍ମ କରାଯିବା ସହିତ ହତ୍ୟା କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ପୀଡିତା ଯୁବତୀ ଜଣକ ଜଣେ ଯୁବକଙ୍କ ସହିତ ନିୟମିତ ଭାବରେ କଥା ହୁଅନ୍ତି। 

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର।

Follow our WhatsApp channel and get all the Latest news:-

WhatsApp Channel (Join Now) Join Now

Rape

ସେହି ଯୁବକ ଜଣକ ଏହି ଯୁବତୀଙ୍କୁ ଜଙ୍ଗଲକୁ ଡାକି ଏଭଳି କାଣ୍ଡ ଭିଆଇ ଥିବା କୁହାଯାଉଛି। ଯୁବତୀଙ୍କୁ ତାଙ୍କ ପ୍ରେମିକ ହିଁ ଅତି ନିର୍ମମ ଭାବେ ହତ୍ୟା କରିଥିବା ସ୍ଥାନୀୟ ଲୋକ ସନ୍ଦେହ କରିଛନ୍ତି। ଜଣେ ମହିଳାଙ୍କ କହିବା ଅନୁଯାଇ ଯୁବତୀ ଜଣକ ଜଣେ ଯୁବକଙ୍କ ସହ ନିୟମିତ କଥାବାର୍ତ୍ତା ହୁଅନ୍ତି ଏବଂ ସେହି ଯୁବକ ହିଁ ତାଙ୍କୁ ହତ୍ୟା କରିଛି। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଘଟି ଯାଇଥିବା ଜଣା ପଡ଼ିଛି ।

Victim

ଅନ୍ୟପକ୍ଷରେ ପୋଲିସ ଏବଂ ସାଇନଟିଫିକ ଟୀମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯେଉଁ ଯୁବକ ଜଣକ ଏହି ଯୁବତୀଙ୍କୁ ଜଙ୍ଗଲକୁ ଡାକିଥିଲେ ତାଙ୍କୁ ଏବେ ପୋଲିସ ଦ୍ୱାରା ଅଟକ ରଖା ଯାଇଛି। ଏବେ ପୋଲିସ ଯୁବକଙ୍କୁ ଜେରା କରିବା ସହିତ ତାଠାରୁ କଥା ଆଦାୟ କରୁଥିବା ସୂଚନା ଦେଇଛି। ପୋଲିସ ଅଧିକାରୀଙ୍କ କହିବା ଅନୁଯାଇ ସାଇନଟିଫିକ ଟୀମ  ଆସି ଯାଞ୍ଚ କରୁଛନ୍ତି ଏବଂ ପ୍ରମାଣ ସଂଗ୍ରହ କରୁଛନ୍ତି।

ଏଥିସହିତ ଡାକ୍ତରୀ ପରୀକ୍ଷା ପରେ ହିଁ ସମସ୍ତ ତଥ୍ୟ ଜଣା ପଡ଼ିବ। ତେବେ ଯୁବତୀଙ୍କୁ କିଏ ଆକ୍ରମଣ କରିଛି, କିଏ ହତ୍ୟା କରିଛି ଏବଂ କେଉଁ କାରଣ ହେତୁ ଏପରି କରିଛି ତାହା ଜଣା ପଡିନାହିଁ। କିନ୍ତୁ ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି ଯେ ଯୁବକ ଜଣକ ଜଙ୍ଗଲକୁ ଡାକି ତାଙ୍କୁ ହତ୍ୟା କରିଥିଲେ। ବର୍ତ୍ତମାନ ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଅଶାନ୍ତି ଦେଖାଦେଇଛି। ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ବଜାୟ ରଖାଯିବା ସହିତ ତୁରନ୍ତ ଦୋଷୀକୁ ଧରିବା ସହିତ ତା ଉପରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ:- ଲମ୍ବା ସମୟ ପର୍ଯ୍ୟନ୍ତ ଶାରୀରିକ ସମ୍ବନ୍ଧ ରଖିବାକୁ ଚାହୁଁଥିଲେ କରନ୍ତୁ ଏହି ୩ଟି କାମ, ସମ୍ପର୍କ ହେବ ଗଭୀର