ଝିଅଟା ହୋଇ ଝିଅ ସହ ସେକ୍ସ କରିବ କହୁଛି, ପୁଅ ସୁଖ ଦେଇ ପାରିବ କି ବୋଲି ପ୍ରଶ୍ନ କଲେ ପୀଡ଼ିତା, ଦେଖନ୍ତୁ ଭିଡିଓ

 
ଝିଅଟା ହୋଇ ଝିଅ ସହ ସେକ୍ସ କରିବ କହୁଛି, ପୁଅ ସୁଖ ଦେଇ ପାରିବ କି ବୋଲି ପ୍ରଶ୍ନ କଲେ ପୀଡ଼ିତା, ଦେଖନ୍ତୁ ଭିଡିଓ

ସମଲିଙ୍ଗୀ ସମ୍ପର୍କ କୁ ନେଇ ପୁଣି ଜୋର ଧରିଛି ଚର୍ଚ୍ଚା। ଏହା କୌଣସି ବଡ ସହ କଥା ନୁହେଁ ବରଂ ଏହା ଘଟିଛି ଖୋଦ୍ ଓଡ଼ିଶାରେ, ତାହା ପୁଣି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟର ଜୟପୁର ସହରରୁ ଏଭଳି ଏକ ସମ୍ବେଦନଶୀଳ ଖବର ସାମ୍ନା କୁ ଆସିଅଛି।

ଏଠାରେ ରହୁଥିବା ହୀନା ନାଗ ଏବଂ ସେହି ସାହିର ଅନ୍ୟ ଜଣେ ଯୁବତୀଙ୍କର ନିଜ ଭିତରେ ସମଲିଙ୍ଗୀ ପ୍ରେମ ସମ୍ପର୍କ ଥିବା ଅଭିଯୋଗ କରିଛନ୍ତି ହୀନା। ତେବେ ଆଶ୍ଚର୍ଯ୍ୟ ର କଥା ହେଉଛି ଉକ୍ତ ଯୁବତୀ ଜଣକ ନିଜ ଉପରୁ ସମସ୍ତ ଆରୋପ କୁ ଖଣ୍ଡନ କରିବା ସହ ହୀନାଙ୍କ ସହ ତାଙ୍କର କୌଣସି ପ୍ରେମ କିମ୍ବା ଶାରୀରିକ ସମ୍ପର୍କ ନଥିବା କହିଛନ୍ତି।

ତେବେ ଗତ କିଛି ଦିନ ହେବ ଉକ୍ତ ଯୁବତୀ ଜଣକ ଅନ୍ୟତ୍ର ଜଣେ ପୁରୁଷଙ୍କୁ ବିବାହ କରି ସାରିବା ପରେ ହୀନା ଏଥିନେଇ ଜିଲ୍ଲା ପୋଲିସ ଥାନାରେ ଅଭିଯୋଗ କରିବା ସହ ଉକ୍ତ ମହିଳାଙ୍କ ନାମରେ ଏତଲା ଦେଇଛନ୍ତି। ହୀନାଙ୍କ କହିବା ଅନୁଯାୟୀ ଯୁବତୀ ଜଣକ ତାଙ୍କ ସହ ପ୍ରେମ ସମ୍ପର୍କ ରଖି ତାଙ୍କୁ ଜୀବନ ଯାକ ତାଙ୍କ ସହ ରହିବାର ପ୍ରତିଶୃତି ଦେଇଥିଲେ ମଧ୍ୟ ପରେ ଧୋକା ଦେଇଛନ୍ତି। ଦେଖନ୍ତୁ ଭିଡିଓ-

(Video Credit: OTV) 

ଏଥିସହିତ ହୀନା ଉକ୍ତ ଯୁବତୀଙ୍କ ସହିତ ବିତାଇ ଥିବା କେତେକ ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟୋ ମଧ୍ୟ ଗଣମାଧ୍ୟମ ଆଗରେ ଦେଖାଇଛନ୍ତି। ତେବେ ଏ ବିଷୟରେ ଉକ୍ତ ଯୁବତୀଙ୍କୁ ପଚରା ଯିବାରୁ ସେ ଏହାକୁ ଖଣ୍ଡନ କରିବା ସହ ହୀନା କେବଳ ତାଙ୍କ ସାଙ୍ଗ ଏବଂ ସେ ମିଛ ଆରୋପ ଲଗାଉଥିବା କହିଛନ୍ତି।