କାମନା ନିଆଁରେ ଅନ୍ଧ ମଣିଷ: କୁକୁର ସହିତ ରେପ୍ କଲା ୬୦ ବର୍ଷୀୟ ବୃଦ୍ଧ, ଭିଡ଼ିଓ ରେକର୍ଡ଼ କରିଲା ବୋହୂ, ଆଉ ତାପରେ...

 
Dog raped

କାମନା ବାସନା ଲୋଭରେ ମଣିଷ କେତେ ଯେ ତଳ ସ୍ଥରକୁ ଖସି ଯାଇପାରେ ତାହାର ଏକ ଜ୍ୱଳନ୍ତ ଉଧାହରଣ ଗାଜିଆବାଦରେ ଦେଖିବାକୁ ମିଳିଛି। ଏଠାରେ ଜଣେ ୬୦ ବର୍ଷୀୟ ବୃଦ୍ଧ ଏକ କୁକୁରକୁ ବଳାତ୍କାର କରୁଥିବା ଖବର ଚଞ୍ଚଲ୍ୟ ସୃଷ୍ଟି କରିଛି। କେବଳ ଏତିକି ନୁହେଁ ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପଶୁ ପ୍ରେମୀ ସଙ୍ଘଠନମାନେ ଏଥିନେଇ ଥାନାରେ ଏତଲା ଦେଇଛନ୍ତି।

Dog raped

ମିଳିଥିବା ସୂଚନା ଅନୁଯାଇ ଗାଜିଆବାଦ ଅଞ୍ଚଳର ଏହି ବୃଦ୍ଧ ଜଣକ ଘର ପାଖରେ ଥିବା ଏକ କୁକୁର ସହିତ ଶାରୀରିକ ସମ୍ପର୍କ ରଖୁଥିଲେ। ତେବେ, ଏହି ଘଟଣା ଦେଖିବା ପରେ ତାଙ୍କ ବୋହୁ ଏହାର ଏକ ଭିଡ଼ିଓ ରେକର୍ଡ଼ କରିଥିଲେ ଯାହା ଏବେ ଭାଇରାଲ ହେବାରେ ଲାଗିଛି। କେବଳ ଏତିକି ନୁହେଁ ଏହା କରିବାକୁ ବିରୋଧ କରିବାରୁ ବୃଦ୍ଧ ଜଣକ ନିଜ ବୋହୁ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Raped

ମହିଳା ଜଣକ "ପିପୁଲ୍ ଫର୍ ଆନିମଲ୍" ନାମକ ଏକ ସଙ୍ଘଠନକୁ ଏଥିନେଇ ଅଭିଯୋଗ କରିଥିଲେ ଯାହା ପରେ କଥା ଥାନାରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାଇ ଉକ୍ତ ବୃଦ୍ଧ ଜଣକ ପୂର୍ବରୁ ମଧ୍ୟ ଏପରି ହୀନ କାର୍ଯ୍ୟରେ ଲିପ୍ତ ରହୁଥିଲେ। ତେବେ, ଅଭିଯୋଗ ଆଧାରରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ ଜେଲ ପଠାଇ ଦିଆଯାଇଥିବା ପୋଲିସ କହିଛି।