ବୋହୂ ପ୍ରେମରେ ଶ୍ୱଶୁର ବାୟା, ୬ ମାସର ଝିଅକୁ ଛାଡ଼ି ଶ୍ୱଶୁର ସହ ଫେରାର ହେଲେ ଫେରାର୍, ପୂରା ଘଟଣା ଜାଣି ହେବେ ତାଜୁବ୍

 
Sasura Bohu

ଦୁନିଆରେ ଏପରି ଅନେକ ଘଟଣା ଅଛି ଯାହା ସମ୍ପର୍କକୁ ଲଜ୍ଜିତ କରେ । ଖବରକାଗଜ, ଟିଭି ଏବଂ ୱେବସାଇଟରେ ଆମେ ପ୍ରାୟତଃ ଏହିପରି ଖବର ପଢୁ । ନିକଟରେ ଏକ ସମାନ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଶ୍ୱଶୁର ତାଙ୍କ ବୋହୂ କୁ ନେଇ ଫେରାର ହୋଇଯାଇଛନ୍ତି । ଘଟଣାଟି ରାଜସ୍ଥାନର ବୁନ୍ଦି ଜିଲ୍ଲା ସିଲୋର ଗାଁ ବୋଲି କୁହାଯାଉଛି ।

drtyf h

ଯେଉଁଠାରେ ଜଣେ ବ୍ୟକ୍ତି ପୁଅର ପତ୍ନୀ ସହିତ ଘର ଛାଡ଼ି ଫେରାର ହୋଇଯାଇଛନ୍ତି । ଏହି ବ୍ୟକ୍ତିଙ୍କର ଏକ 6 ମାସର ନାତୁଣୀ ମଧ୍ୟ ଅଛି ଯାହାକୁ ସେ ଘରେ ଛାଡି ନିଜ ବୋହୂ ସହିତ ପଳେଇଯାଇଛନ୍ତି । ଯେତେବେଳେ ଉକ୍ତ ବ୍ୟକ୍ତିଙ୍କ ପୁଅ ପୱନ ବୈରାଗୀ ଏହା ଜାଣିଲେ, ସେତେବେଳେ ସେ ତାଙ୍କ ପିତାଙ୍କ ବିରୋଧରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ବୋହୂ କୁ ଶ୍ୱଶୁର ନେଇ ଫେରାର :-

jhhhhg hg ghj

ପୱନ ପୋଲିସକୁ କହିଛନ୍ତି ଯେ ତାଙ୍କ ପିତା ତାଙ୍କ ପତ୍ନୀ କୁ ମିଛ-ସତ କହି ଜାଳରେ ଫସେଇ ନେଇଗଲା । ସେ ତାଙ୍କ ପତ୍ନୀଙ୍କୁ ନିର୍ଦ୍ଦୋଷ ବୋଲି କହିଛନ୍ତି । ପୱନ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ପିତା ବେଆଇନ୍‌ କାମରେ ଜଡିତ ଅଛନ୍ତି । ଏବଂ ସେ ଘରୁ ପଳାୟନ କରୁଥିବାବେଳେ ପୱନଙ୍କ ମୋଟରସାଇକେଲ ଚୋରି କରିଥିଲେ । ପୱନ ମଧ୍ୟ ତାଙ୍କ ପିତାଙ୍କୁ ତାଙ୍କ ପତ୍ନୀଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି । ତାଙ୍କ ପତ୍ନୀ ବହୁତ ନିରୀହ ତେଣୁ ତାଙ୍କ ପିତା ତାଙ୍କୁ ଧମକ ଦେଇ ରଖୁଥିଲେ । ପୱନ କହିଥିଲେ ଯେ ସେ ଜଣେ ଶ୍ରମିକ ଭାବରେ କାମ କରନ୍ତି, ତେଣୁ ସେ ପ୍ରାୟତଃ ଘର ବାହାରେ ରୁହନ୍ତି ।

ଆହୁରି ପଢନ୍ତୁ :- ରଙ୍ଗ୍ ନମ୍ବରରୁ ହେଲା ପ୍ରେମ, ନାବାଳକ ସହ ଫେରାର୍ ବେଳେ ଦେଖିଦେଲା ସ୍ୱାମୀ, ଆଉ ତାପରେ...

ପୋଲିସ ଆରମ୍ଭ କଲା ତଦନ୍ତ :-

ଏହି ଘଟଣାରେ ପୋଲିସ କହିଛି ଯେ ପୋଲିସ ଷ୍ଟେସନରେ ପୱନ ବୈରାଗୀ ଙ୍କ ଦ୍ୱାରା ତାଙ୍କ ପିତା ଙ୍କ ବିରୋଧରେ ନିଜ ପତ୍ନୀ କୁ ନେଇ ପଳାଇ ଯାଇଥିବାର ଅଭିଯୋଗ କରିଛନ୍ତି । ଏହି ଘଟଣାର ଗମ୍ଭୀର ଅନୁସନ୍ଧାନ କରାଯାଉଛି ଏବଂ ଉଭୟ ଶ୍ୱଶୁର ଏବଂ ବୋହୂ କୁ ଖୋଜା ଚାଲିଛି ।

hg gh hg

ଏହାପୂର୍ବରୁ ମଧ୍ୟ ରାଜସ୍ଥାନରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା ​​ଯେଉଁଠାରେ ଏକ ଜ୍ୱାଇଁ ନିଜ ଶାଶୁ ଙ୍କୁ ନେଇ ତାଙ୍କ ଘରୁ ପଳାଇ ଯାଇଥିଲେ । ଜ୍ବାଇଁ ତାଙ୍କ ଶ୍ୱଶୁର ଙ୍କୁ ମଦ୍ୟପାନ କରାଇ ଶାଶୁ ଙ୍କ ସହ ପଳାଇ ଯାଇଥିଲେ । ଏହା ପରେ ପୋଲିସ ତାଙ୍କୁ ଅନେକ ଦିନ ଧରି ଖୋଜାଖୋଜି ଜାରି ରଖିଥିଲା ।