ବିଧବା କୁ ମଧ୍ୟ ଛାଡ଼ିଲାନି ରାକ୍ଷସ, ଅତ୍ୟଧିକ ଶା-ରି-ରୀ-କ ସଂପର୍କ ରଖି ମାରିଦେଲା

 
jangala-crime

ବାହାଘର ଗୋଟେ ପବିତ୍ର ସମ୍ପର୍କ। ଏହାକୁ ମୂଳରୁ ମଜବୁତ ରଖିବା ପାଇଁ ଓ ଏହା ମଧ୍ୟରେ ପ୍ରେମ ବଢ଼ାଇ ରଖିବା ପାଇଁ ଦୁହେଁ ଦୁହିଁଙ୍କ ପ୍ରତି ଭରସା ରଖିବା ନିହାତି ଦରକାର। କିନ୍ତୁ ଆଜିକାଲି ସମାଜରେ ବିବାହିତ ନାରୀମାନେ ପରପୁରୁଷ ପ୍ରତି ଅଧିକ ଆକର୍ଷିତ ହେବାରେ ଲାଗିଛନ୍ତି। 

ନିଜର ଟିକେ ସ୍ବାର୍ଥ ପାଇଁ ଛୁଆ ପିଲା ସ୍ବାମୀ କଥା ଟିକେ ହେଲେ ଭାବି ନଥାନ୍ତି। ଏବଂ ପରବର୍ତ୍ତୀ ସମୟରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି।  ଏପରିକି ବିଧବା ମହିଳା ମାନେ ମଧ୍ୟ ପରକ୍ରୀୟା ପ୍ରୀତିରେ ଲିପ୍ତ ହୋଇ ନିଜ ଲୋକଙ୍କ ଇଜ୍ଜତକୁ ମାଟିରେ ମିଶେଇ ଦେଇଥାନ୍ତି। 

ତେବେ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି। ୨୦ ବର୍ଷ ତଳେ ବାବୁଲି ମୁଣ୍ଡାଙ୍କୁ ବିବାହ କରିଥିଲେ କୁନି ମୁଣ୍ଡା। ଏବଂ ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା। ପୁଅ ଝିଅ ବଡ ହେଇଯାଇଥିଲେ ମଧ୍ୟ କୁନି ନିଜ ସ୍ବାମୀଙ୍କୁ ଛାଡ଼ି ପ୍ରେମିକ ସଞ୍ଜୀବ ଲେଙ୍କା ନାମକ ଜଣେ ଯୁବକଙ୍କ ସହିତ ପ୍ରେମ କରୁଥିଲା। 

ଆଉ କୁନି ନିଜ ସ୍ୱାମୀକୁ ଛାଡ଼ି ପ୍ରେମିକ ସହିତ ଶା-ରି-ରୀ-କ ସଂପର୍କ ମଧ୍ୟ ରଖିଥିଲା। ଶେଷରେ କୁନି ମୁଣ୍ଡା ପ୍ରେମିକ ସହିତ ବୁଲିବାରୁ କୁନିଙ୍କ ସ୍ବାମୀ ବାବୁଲି ନିଜେ ଆ-ତ୍ମ-ହ-ତ୍ୟା କରିଦେଇଥିଲା। କୁନି ବିଧବା ହେଲା ପରେ ମଧ୍ୟ ନିଜ ପ୍ରେମିକକୁ ଭୁଲିନଥିଲା। ସେପଟେ କୁନିଙ୍କ ବଡ଼ପୁଅ ସବୁକଥା ଜାଣିଥିଲା ମାକୁ ତାଗିଦ୍ ମଧ୍ୟ କରୁଥିଲା କିନ୍ତୁ ବିଧବା ମା ପୁଅର କଥାକୁ ନଶୁଣି ପ୍ରେମିକ ସହିତ କଥା ହେଉଥିଲା। କୁନିକୁ ପ୍ରେମିକ ସଞ୍ଜୀବ ଫୋନ କରି ଗାଁ ପାଖ ଜଙ୍ଗଲକୁ ଡ଼ାକିଥିଲେ। 

ଆଉ କୁନି ମଧ୍ୟ ପ୍ରେମିକ ପାଖକୁ ଯାଇଥିଲା। କିନ୍ତୁ ଘରକୁ ଫେରିବାରେ କୁନିଙ୍କର ବିଳମ୍ବ ହେବାରୁ ପରିବାର ଲୋକଙ୍କ ମନରେ ସନ୍ଦେହ ହେଇଥିଲା। ତା'ପରେ ଗାଁ'ର କିଛି ଲୋକ ଆସି କୁନିଙ୍କ ପୁଅକୁ କହିଥିଲେ ଯେ, ଗାଁ ପାଖ ଜଙ୍ଗଲରେ ପଡ଼ିଛି କୁନିଙ୍କ ମୃ-ତ-ଦେ-ହ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଳା ଧାମନଗର ଥାନା ଅଧୀନ ଗୁଳୁପୂର୍ ଗାଁରେ।