ଆର୍ଯ୍ୟନ ଖାନ ଯାଇଥିବା ରେଭ ପାର୍ଟିରେ ହେଉଥିଲା Wife ଅଦଳ-ବଦଳ! ସତ ଜାଣି ହେବେ ତାଜୁବ୍

 
Aryan khan

ମୁମ୍ବାଇରୁ ଗୋଆକୁ ଯାଉଥିବା କ୍ରୁଜରେ ଚାଲିଥିବା ଡ୍ରଗ୍ ପାର୍ଟି ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଏନସିବି ଗିରଫ କରିଥିଲା । ଏହି ଘଟଣା ପରେ ରେଭ ପାର୍ଟି ର ସାରା ଦେଶରେ ତୀବ୍ର ଆଲୋଚନା ହେଉଛି । ଲୋକମାନେ ଜାଣିବାକୁ ଚାହାଁନ୍ତି, ସର୍ବଶେଷରେ, ଏକ ରେଭ୍ ପାର୍ଟୀ କ’ଣ ଏବଂ ଏଥିରେ କ’ଣ ଘଟେ, ତେବେ ଆସନ୍ତୁ ଜାଣିବା କିଛି ଶିକ୍ଟ୍ରେଟ କଥା ।

ଭାରତୀୟଙ୍କ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ପବିତ୍ରଠୁ ଅଧିକ ପବିତ୍ର । ଯେଉଁଠି ସ୍ନେହ, ସମ୍ପର୍କ ଓ ଭଲ ପାଇବାକୁ ଦେବତାଙ୍କ ଆର୍ଶୀବାଦ ବୋଲି ମନେ କରାଯାଇଥାଏ । ବିବାହ ପରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଏମିତି ସମ୍ପର୍କ ରହିଥାଏ ଯାହାକୁ କାହାର ନଜର ନ ଲାଗୁ ବୋଲି କୁହାଯାଇଥାଏ । କିନ୍ତୁ କିଛି ବିଦେଶୀ ସଂସ୍କୃତି କାରଣରୁ ଏହା ଅପବିତ୍ର ହେଉଛି ।

Rave party

ଯେବେଠୁ ଏ ପତ୍ନୀ ଅଦଳ ବଦଳ କଲଚର ଇଣ୍ଡିଆକୁ ଆସିଲାଣି ସେବେଠୁ ସବୁ କିଛି ବଦଳି ଯାଇଛି । ପତି ପତ୍ନୀଙ୍କ ସମ୍ପର୍କରେ କଳି ଘର କରି ସବୁ କିଛି ବରବାଦ କରିବାକୁ ବସିଛି ସେଥିପାଇଁ ଦାୟୀ ଏହି ୱାଇଫ୍ ସ୍ୱାଇପିଙ୍ଗ୍, ଯାହା ବଡ଼ ବଡ଼ ରେଭ ପାର୍ଟି ରେ ହୁଏ ।

ସର୍ବପ୍ରଥମେ ଆସନ୍ତୁ ବୁଝିବା ପତ୍ନୀ ଅଦଳବଦଳ କ’ଣ ?

ଅଦଳବଦଳ କରିବା ଅର୍ଥ ସ୍ୱାପ୍ କରିବା । ପତ୍ନୀ ଅଦଳ-ବଦଳରେ, ଦୁଇ ପୁରୁଷ କିମ୍ବା ଏକ ଗୋଷ୍ଠୀ ପରସ୍ପର ସହିତ ନିଜ ପତ୍ନୀଙ୍କୁ ବିନିମୟ ବା ଅଦଳ ବଦଳି କରନ୍ତି ।  ଅର୍ଥାତ ଜଣେ ପୁରୁଷ ଅନ୍ୟ ସ୍ତ୍ରୀ ସହ ଏବଂ ସଂପୃକ୍ତ  ବ୍ୟକ୍ତିଙ୍କ ସ୍ତ୍ରୀ ଆଉ ସ୍ୱାମୀ ବା ପର ପୁରୁଷ ସହ ସେକ୍ସ କରିବେ ରାତି କାଟିବେ । 

wife swap

ଏହି ପାର୍ଟୀରେ ଭାଗୀଦାରୀ ବାଛିବାର ଉପାୟ ମଧ୍ୟ ଅତୁଳନୀୟ । ପାର୍ଟିର ସମସ୍ତ ପୁରୁଷ ଏକ କାର୍ ଚାବି ଏକ ପାତ୍ରରେ ରଖିଥିଲେ । ଏହା ପରେ ସମସ୍ତ ମହିଳା ଆଖି ବୁଜିଦେଇ ପାତ୍ରରୁ ଚାବି ବାହାର କଲେ । ଯେଉଁ ପୁରୁଷର କାର୍ ଚାବି ମହିଳାଙ୍କ ନିକଟକୁ ଆସେ, ସେହି ପୁରୁଷ ସହିତ ପତ୍ନୀ ଅଦଳବଦଳର ଏହି ଖେଳ ଖେଳିବାକୁ ପଡିବ ।

ଏହି ପାର୍ଟି ରେ ମ୍ୟୁଜିକ୍ ଟେକ୍ନୋଲୋଜି, ହବି ଏବଂ ଡ୍ରଗ୍ସ ଯୋଗ କରାଯାଇଥିଲା ଏବଂ ରେଭ୍ ପାର୍ଟିର ଲୋକପ୍ରିୟତା ବଢିଥିଲା । ଭାରତରେ ରେଭ୍ ପାର୍ଟିର ଧାରା ଗୋଆରୁ ଆରମ୍ଭ ହୋଇଥିଲା। ହିପିସ୍ ଏହାକୁ ଗୋଆରେ ଆରମ୍ଭ କରିଥିଲେ। ଗତ କିଛି ବର୍ଷ ମଧ୍ୟରେ ହିମାଚଳର କୁଲୁ ଉପତ୍ୟକା, ବେଙ୍ଗାଲୁରୁ, ପୁଣେ, ମୁମ୍ବାଇ, ହାଇଦ୍ରାବାଦ, କୋଲକାତା, ଚେନ୍ନାଇ ସମେତ ଅନେକ ସହର ରେଭ୍ ହଟସ୍ପଟ୍ ଭାବରେ ଉଭା ହୋଇଛି।