ଦେହସୁଖ ପାଇଁ ନିଜ ସ୍ଵାମୀ ଓ ୩ ଛୁଆଙ୍କୁ ମାରି ପ୍ରେମିକ ସହ ଶାରୀରିକ ସମ୍ପର୍କ ରଖିଲା, ଆଉ ତାପରେ...

ପ୍ରେମରେ ସବୁ କିଛି ସମ୍ଭବ ବୋଲି ତ ଆପଣ ଶୁଣିଥିବେ। ହେଲେ ଏହି କଥାର ମଧ୍ୟ କିଛି ସୀମା ରହିଛି । ପ୍ରେମ ମଣିଷକୁ ଦେବତା ବନାଇ ଦିଏ ହେଲେ ରାକ୍ଷସ ନୁହେଁ । ଆଜି କାଲିର ଅନେକ ସମ୍ପର୍କ ଯାହାକୁ ଆମେ ପ୍ରେମର ଆକ୍ଷା ଦେଇଥାଏ ବାସ୍ତବରେ ତାହା କେବଳ ଶାରୀରିକ ସୁଖର ସମ୍ପର୍କ ଅଟେ ।
ପ୍ରେମରେ ପଡି ନିଜ ୩ ସନ୍ତାନ ଓ ସ୍ୱାମୀର ଜୀବନ ନେଇଛି ସ୍ତ୍ରୀ । କଥାଟି ବାସ୍ତବରେ କେତେ ନିନ୍ଦନୀୟ ତାହା ବର୍ଣ୍ଣନା କରିବା ହୁଏ ତ ଅସମ୍ଭବ ।
ହଁ ଆଜ୍ଞା ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଅଳୁଆର ଅଞ୍ଚଳରେ । ପ୍ରେମିକ ସହିତ ମିଶି ନିଜ ସ୍ଵାମୀ ଓ ପିଲାଙ୍କୁ ମାରି ଦେଇଛି ମହିଳା ଜଣକ ।
ପ୍ରେମ ସିନା ଅନ୍ଧ ହେଲେ ଆଇନ୍ ଅନ୍ଧ ନୁହେଁ । ଏହି ଘଟଣାଟିକୁ ପୁରି ଗଲାଣି ୫ ବର୍ଷ । ୫ ବର୍ଷ ଧରି କୋର୍ଟରେ ଚାଲି ଥିଲା ଏହି କେଶ୍ । ବର୍ତ୍ତମାନ କୋର୍ଟ ଏହି କେଶର ଶୁଣାଣି କରିଛନ୍ତି । ଯେଉଁଥିରେ ମହିଳା ଓ ତାଙ୍କ ପ୍ରେମିକ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରା ଯାଇଛି ।
ସୂଚନା ଅନୁସାରେ ଦୀର୍ଘ ୫ ବର୍ଷ ତଳେ ଜଣେ ଯୁବକ ପ୍ରେମରେ ପଡ଼ି ନିଜ ସ୍ଵାମୀ ଓ ୩ ଶିଶୁଙ୍କୁ ହତ୍ୟା କରିଥିଲା ମହିଳା ଜଣକ। ଚୋରା ପ୍ରେମ ଆଉ ଭଲ ଲାଗୁ ନ ଥିଲା। ଏବେ ଖୁଲମ୍ ଖୁଲା ପ୍ରେମ କରିବା ଆଶାରେ ନିଜ ବାଟର କଣ୍ଟାକୁ ସବୁଦିନ ପାଇଁ ହଟାଇ ଦେଲେ ମହିଳା ଜଣକ।