କୁକୁର ସହ ଶାରୀରିକ ସମ୍ପର୍କ ରଖିଲେ ୨୯ ବର୍ଷିୟ ଯୁବତୀ, ଘଟଣା ଜଣାପଡ଼ିବା ପରେ କୋର୍ଟ ଦେଲା ଏମିତି ଦଣ୍ଡ

 
Women with dog

ଜଣେ 29 ବର୍ଷିୟ ଡବଲିନ୍ ରେ ରହୁଥିବା ମହିଳା ରୋଟୱିଲର୍ କୁକୁର ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଏହି ମହିଳା ଜଣକ 1861 ଅଫେନ୍ସ ଅଫ୍ ପର୍ସନ୍ ଆକ୍ଟର ଧାରା 61 ବିପରୀତ ଏକକ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ଏହି ଘଟଣା ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ଜଣେ ସୁସ୍ଥ ମାନସିକତା ବ୍ୟକ୍ତି କଣ ଏପରି କରିପାରେ? କିନ୍ତୁ ଏହା ପୂରା ସତ । ଏମିତି ଘଟଣା ଆମ ଦେଶ ଭାରତରେ ନୁହେଁ ବରଂ ଆୟରଲ୍ୟାଣ୍ଡ ଘଟିଛି ।

ଜଣେ ୨୯ ବର୍ଷୀୟ ମହିଳାଙ୍କର କୁକୁର ସହିତ ଶାରିରୀକ ସମ୍ପର୍କ ରଖିଥିବାର ଅଭିଯୋଗ ହୋଇଛି । ଆଉ ଏହି ଘଟଣା ଜଣାପଡ଼ିବା ପରେ ଥାନାରେ ମାମଲା ମଧ୍ୟ ଦାୟର ହୋଇଥିଲା । ଆଉ ମାମଲାଟି କୋର୍ଟର ଶୁଣାଣି ହୋଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏନେଇ ପ୍ରମାଣ ମିଳିଥିବା କୋର୍ଟରେ ଆଇନଜୀବୀମାନେ କହିଛନ୍ତି ।

dog

ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମହିଳା ଜଣକ ଡିସେମ୍ବର ୨୦୧୯ ରେ ତାଙ୍କ ଘରେ ଥିବା ରୋଟୱିଲର ପ୍ରଜାତିର କୁକୁର ସହିତ ଯୌନ ସମ୍ପର୍କ ରଖିଥିଲେ । ତେବେ ଘଟଣା ଜଣାପଡ଼ିବା ପରେ ପଶୁପକ୍ଷୀଙ୍କୁ ନିର୍ଯାତନ ଦିଆଯାଉଥିବା ମାମଲା ଦାୟର ହେବା ସହ ସଙ୍ଗୀନ ଦଫା ମଧ୍ୟ ଲାଗିଛି ।

ସେପ୍ଟେମ୍ବର ୩ ରେ ଡବଲିନରେ ହୋଇଥିବା କୋର୍ଟର ଶୁଣାଣି ସମୟରେ ଜଜ୍ ଟ୍ରେସା କେଲିଙ୍କୁ ସରକାରୀ ଓକିଲ କହିଥିଲେ ଯେ, ମହିଳାଙ୍କ ବିରୋଧରେ ସମସ୍ତ ପ୍ରମାଣ ସଂଗ୍ରହ କରାଯାଇଛି । ତେଣୁ କୋର୍ଟରେ ସେ ନିଶ୍ଚିତ ଦୋଷ ସାବ୍ୟସ୍ତ ହେବେ ।

ମହିଳାଙ୍କ ପକ୍ଷରୁ ଲଢୁଥିବା ଆଇନଜୀବୀ କୋର୍ଟକୁ ଏହି ମାମଲାର ଶୁଣାଣି ପାଇଁ କିଛି ସମୟ ମାଗିଛନ୍ତି ଓ କହିଛନ୍ତି କି ଏବେ ତାଙ୍କ ଆବେଦନକାରୀ ସହରରେ ଉପସ୍ଥିତ ନାହାନ୍ତି । ତେଣୁ ସେ ଆସିବା ପରେ ଏହି ମାମଲାର ଶୁଣାଣି କରିବା ପାଇଁ ଆଇନଜୀବୀ କୋର୍ଟଙ୍କ ଆଗରେ ପ୍ରାର୍ଥନା କରିଥିଲେ ।