ଦେଖନ୍ତୁ ଭିଡିଓ: ପାର୍କ ଭିତରେ ୨ ସ୍କୁଲ ଝିଅ ସହ ରାସଲୀଳା କରୁଥିଲା ଜଣେ ପୁଅ, ଲୋକେ ଦେଖି ଫିଙ୍ଗିଲେ ଚପଲ

 

ଆଜିକାଲିର ମଡର୍ନ ଯୁଗରେ ପ୍ରେମ ଭଳି ପବିତ୍ର ଜିନିଷକୁ ନଷ୍ଟ କରି ସାରିଲେଣି ଆଜିକାର ଯୁବପିଢି। ପ୍ରେମ ମାନେ ଆଜିକାଲି ଖାଲି ଦେହ ସୁଖରେ ହିଁ ସରିଯାଉଛି। ଦେହ ସୁଖ ପାଇବା ପରେ ନୂଆ ସାଥୀ ଖୋଜିବାରେ ଲାଗି ପଡୁଛନ୍ତି। ଅନେକ ସ୍ଥାନରେ ପୁଅ ଝିଅ ମାନେ ଲାଜ ସରମ ଭୁଲି କିଛି ବି ଖୋଲାଖୋଲି କରିବାକୁ ପଛାଉ ନାହାନ୍ତି। ଏମିତି ହିଁ ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ଜଣେ ଯୁବକ ଓ ୨ ଜଣେ ଯୁବତୀ ପାର୍କରେ ଅସଞ୍ଜତ ଅବସ୍ଥାରେ ଥିବା ବେଳେ‌ ଆଖପାଖ ଲୋକ ଏହାକୁ ଦେଖି ସେମାନଙ୍କ ଉପରକୁ ଚପଲ ମାଡ଼ କରିଥିଲେ। ଭିଡିଓରେ ଦେଖିବାକୁ ମିଳୁଛି ଯେ ସ୍କୁଲ ପଢୁଆ ୩ ଜଣ ଯୁବକ ଯୁବତୀ ପାର୍କରେ ରାସଲୀଳା କରୁଥିଲେ। ସ୍କୁଲରୁ ବାହାରି ପାର୍କରେ ଏକ ଗଛମୂଳେ ପୁଅ ଜଣକ ଦୁଇ ଯୁବତୀ ସହ ରୋମାନ୍ସ କରୁଛି। ସ୍କୁଲରେ ଡ୍ରେସରେ ଥାଇ ବ୍ୟାଗକୁ ଗଛ ମୂଳେ ଫୋପାଡ଼ି ରୋମାନ୍ସରେ ମାତିଛନ୍ତି।

<a href=https://youtube.com/embed/81Zr3XRQ8Us?autoplay=1&mute=1><img src=https://img.youtube.com/vi/81Zr3XRQ8Us/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ପ୍ରଥମେ ଜଣେ ଯୁବତୀକୁ ଉଠାଇ କୋଳରେ ରଖି ରୋମାନ୍ସ କରୁଛି ତ ପୁଣି ଅନ୍ୟ ଯୁବତୀକୁ ମଧ୍ୟ ଏପରି ଉଠାଇ ରୋମାନ୍ସ କରୁଛି। ୩ ଜଣଙ୍କ ବୟସ ୧୮ ବର୍ଷରୁ କମ୍ ହେବ। ଏଭଳି ହରକତ୍ ଦେଖି ପାଖ ଲୋକମାନେ ପୁରା ଦୃଶ୍ୟକୁ ମୋବାଇଲରେ ରେକର୍ଡ କରିଥିଲେ ଓ ଅନେକ ସେମାନଙ୍କ ଉପରକୁ ଚପଲ ଫିଙ୍ଗିଥିଲେ। ଯାହା ପରେ ୨ ଜଣ ଯୁବତୀ ଗୋଟେ ପଟେ ଓ ଯୁବକ ଅନ୍ୟ ପଟେ ପଳେଇ ଯାଇଥିଲା।