ନାବାଳିକା ପ୍ରେମିକା ସହ ସମ୍ପର୍କ ରଖି ଯାଇଥିଲେ ଜେଲ୍, ୩ ବର୍ଷ ପରେ ଜେଲରୁ ବାହାରି ହେଲା ବାହାଘର, ଆଉ ତାପରେ...

 

ଦୁନିଆରେ ପୁଅ ହେଉ ବା ଝିଅ ସମସ୍ତଙ୍କ ଜୀବନରେ ଏମିତି ସମୟ ନିଶ୍ଚୟ ଆସିଥାଏ ଯେତେବେଳେ ସେ କାହାକୁ ପସନ୍ଦ କରିଥାଆନ୍ତି ଓ ତାଙ୍କୁ ନିଜର ଜୀବନ ସାଥି ବନାଇବାକୁ ଚାହିଁଥାଏ। ଗୋଟିଏ ଝିଅର ଯେତେବେଳେ ବିବାହ ହୋଇଥାଏ ତେବେ ତାକୁ ଏକ ନୂଆ ଘର ମିଳିଥାଏ ଓ ତାହାର ପୁରା ଜୀବନ ବଦଳି ଯାଇଥାଏ। ସବୁ ପୁଅ ଝିଅମାନେ ଏହା ହିଁ ଚାହିଁଥାନ୍ତି କି ତାଙ୍କ ସ୍ଵାମୀ ଏବଂ ସ୍ତ୍ରୀ ତାଙ୍କୁ ବହୁତ ଭଲ ପାଆନ୍ତୁ। 

ତେବେ ଏହି ପ୍ରେମ କୁ ନେଇ ଏକ ଘଟଣା ସମ୍ନାକୁ ଆସିଛି। ଜେଲରୁ ଫେରି ପ୍ରେମିକା ମଥାରେ ସିନ୍ଦୁର ଦେଲା ପ୍ରେମିକ। ଏମିତି ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ଘଟିଛି ଶୁକଦେବ ଏବଂ ପୂର୍ଣ୍ଣିମାଙ୍କ ୭ ବର୍ଷ ତଳେ ଦେଖା ହେଇଥିଲା ଏକ କଂପାନୀରେ। ଆଉ ଦୁହେଁ ସେଠାରେ ଚାକିରୀ କରୁଥିଲେ ଆଉ ତାପରେ ଦୁହିଁଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସଂପର୍କ। 

ଖାଲି ସେତିକି ନୁହେଁ ବରଂ ଦୁହିଁଙ୍କ ମଧ୍ୟରେ ବିବାହର ପ୍ରତିଶ୍ରୁତି ସହିତ ସମ୍ପର୍କ ମଧ୍ୟ ନିବିଡ ହେବାକୁ ଲାଗିଥିଲା। ୭ ବର୍ଷର ସମ୍ପର୍କ ପରେ ଦୁହିଁଙ୍କ ମଧ୍ୟରେ ପାରିବାରିକ ଅସନ୍ତୋଷ ଯୋଗୁଁ ଶୁକଦେବ ଆଉ ପୂର୍ଣ୍ଣିମାକୁ ଦେଖା ଦେଇନଥିଲେ। ଏହି କଥା ଯାଇ ପହଞ୍ଚିଥିଲା ଥାନାରେ। ନାବାଳିକା ବୟସରୁ ପୂର୍ଣ୍ଣିମାଙ୍କ ସହ ସମ୍ପର୍କ ରଖିଥିବାରୁ ରାଜେଶ୍ ଗିରଫ ହେଇ ଜେଲ ଚାଲି ଯାଇଥିଲେ। 

ଆଉ ଜେଲରେ ରହି ରାଜେଶ୍ ଆଉ କୋର୍ଟରେ ଏଭଳି ଭୁଲ ହେବ ନାହିଁ ବୋଲି ଦୁଇ ପରିବାର ମଧ୍ୟରେ ବୁଝାମୁଣା ହେଇଥିଲା। ତିନିବର୍ଷ ପରେ ଜେଲରୁ ଫେରିବା ପରେ କାଳି ସନ୍ଧ୍ୟାରେ ହେଇଛି ଦୁହିଁଙ୍କର ବିବାହ। ସାମାନ୍ୟ କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ହେଇଥିଲା ବିଭ୍ରାଟ। କିନ୍ତୁ ଏବେ ପୁଣି ଦୁହିଁଙ୍କର ହେଇଛି ବିବାହ। ତେବେ ଦୁହିଁଙ୍କର ବିବାହକୁ ଦେଖି ଉଭୟ ପରିବାର ମଧ୍ୟ ବହୁତ୍ ଖୁସି ଥିବାର ଦେଖାଯାଇଛି।