କଳିଯୁଗ ଶିକ୍ଷକ! ଟିଉସନ୍ ଫି ନ ଦେଇ ପାରିବାରୁ ଶିକ୍ଷକ ବିବାହ କଲେ ଛାତ୍ରୀଙ୍କୁ, ଦେଖନ୍ତୁ ଭିଡିଓ

 
ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । କିଛି ସତ ହୋଇଥାଏ ତ ଆଉ କିଛି ଫେକ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏକ ରିପୋର୍ଟ ରୁ ଜଣା ପଡିଛି ସୋସିଆଲ ମିଡ଼ିଆରେ ରିଅଲ୍ ଭିଡିଓ ଅପେକ୍ଷା ଫେକ୍ ଭିଡିଓ ଗୁଡ଼ିକ କାଫି ତେଜିରେ ଭାଇରାଲ୍ ହୋଇଥାଏ । ଯାହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି ।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ବେଶ୍ ଭାଇରାଲ୍ ହେବାର ଦେଖା ଦେଇଥିଲା । ଯେଉଁଥିରେ ଏକ ବୟସ୍କ ବ୍ୟକ୍ତି ଜଣେ ନିଜ ଝିଅ ବୟସର ଯୁବତିଙ୍କୁ ବିବାହ କରୁଛନ୍ତି । ଏହି ଭିଡଓରେ କୁହା ଯାଇଥିଲା ଯେ ଉକ୍ତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ଶିକ୍ଷକ ଓ ଯୁବତୀ ଜଣକ ହେଉଛନ୍ତି ତାଙ୍କ ଛାତ୍ରୀ ।ଶିକ୍ଷକ ଜଣଙ୍କ ଛାତ୍ରୀ ଟିଉସନ୍ ଫି ନ ଦେଇ ପାରିବାରୁ ତାଙ୍କୁ ବିବାହ କରି ନେଇଛନ୍ତି । 

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏହି ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ରେ ମଧ୍ୟ ପୋଷ୍ଟ କରା ଯାଇଥିଲା । ଯେଉଁଥିରେ ୟୁଜର୍ସ୍ ମାନଙ୍କର ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଥିଲା । ହେଲେ ଆମେ ଆପଣଙ୍କୁ କହି ରଖୁଛୁ ଏହି ଭିଡିଓକୁ ନେଇ ଯେଉଁ କଥା ଭାଇରାଲ୍ କରା ଯାଇଥିଲା ତାହା ସମ୍ପୂର୍ଣ ମିଛ । ଏହି ଭିଡିଓର ବାସ୍ତବତା ହେଉଛି ଏହା ଏକ ସ୍କ୍ରିପ୍ଟେଡ ଭିଡ଼ିଓ ଅଟେ । ଏହାକୁ ଏକ ମନୋରଞ୍ଜନ ପାଇଁ ବନା ଯାଇଥିଲା ।