ଦେଖନ୍ତୁ ଭିଡିଓ: ଟ୍ରେନରେ କମ୍ୱଳ ଭିତରେ ସମସ୍ତଙ୍କ ସାମ୍ନାରେ ଖରାପ କାମ କରୁଥିଲେ ପୁଅଝିଅ, ଲୋକେ ଦେଖି କରିଦେଲେ ବାହାଘର

 

ପ୍ରେମୀକାଙ୍କୁ ଚଳନ୍ତି ଟ୍ରେନ୍ ରେ ବିବାହ କଲା ପ୍ରେମିକ । ଭିଡିଓ ହେଲା ଭାଇରାଲ୍ । ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ । ସତରେ ଏମିତି ବି କଣ ହୋଇପାରେ । ଏହା ପ୍ରେମ ନା ପାଗଳାମୀ । 

ଭିଡିଓ ଟିକୁ ଦେଖିବା ପରେ ଲୋକେ ଦେଇଛନ୍ତି ବିଭିନ୍ନ ମତ । କେହି ଏହାକୁ ଖୁବ୍ ପ୍ରଶଂସା କରିଥିବା ବେଳେ କିଛି ଏହାକୁ ବର୍ତ୍ତମାନ ଯୁବ ପିଢ଼ିର ପାଗଳାମୀ ବୋଲି କହିଛନ୍ତି ।

ଆଜ୍ଞା ହଁ , ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ୍ ହେବାର ତ ଆପଣ ଦେଖିଥିବେ । ଯେଉଁଥିରେ ଜଣେ ଯୁବକ ତାର ପ୍ରେମିକାକୁ ଚଳନ୍ତି ଟ୍ରେନ୍ ରେ ବିବାହ କରୁଛି । ପ୍ରେମିକା ଏଥି ପାଇଁ ଟିକେ ଡରିବାରୁ ତାଙ୍କୁ ବୁଝାଇ ଭିଡ଼ ଭିତରେ ନିଜ ପ୍ରେମିକାଙ୍କୁ ଆଲିଙ୍ଗନ କରି ପାଖରେ ବସାଉଛନ୍ତି ପ୍ରେମିକ ।

<a href=https://youtube.com/embed/tDSDHG61r0E?autoplay=1&mute=1><img src=https://img.youtube.com/vi/tDSDHG61r0E/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଏଭଳି ଅନେକ ଭିଡିଓ ଆପଣ ନିତିଦିନ ସୋସିଆଲ ମିଡ଼ିଆରେ ଦେଖିଥିବେ । ପ୍ରେମିକ ପ୍ରେମିକା ଘର ଛାଡ଼ି ପଳାଇବା , କେଉଁଠି ରୋମାନ୍ସ କରିବା ଏପରି ଅନେକ । ହେଲେ ଯଦି ଏହି ଭିଡିଓ ଟି କଥା କୁହାଯାଏ , ଏହା ଟିକେ ନିଆରା ଯେମିତି ରିଅଲ ନୁହେଁ ତ ରିଲ୍ସ ।