ଏହି ସ୍ଥାନ ରେ ଦେଖାଦେଲା ମଣିଷ ପରି ମୁହଁ ଥିବା ପ୍ରଥମ ମାଛ, ସୋସିଆଲ ମିଡ଼ିଆ ରେ ଭାଇରଲ ହଉଚି ଫୋଟୋ

ଆମର ପୃଥିବୀ ଅତି ଚମତ୍କାର ଅଟେ | ଆମ ପୃଥିବୀରେ ଗୋଟେ କି ଦୁଇ ପ୍ରକାରର ପ୍ରଜାତି ନାହାନ୍ତି ବରଂ ଆରବ ସଂଖ୍ୟକ ପ୍ରଜାତି ଦେଖିବାକୁ ମିଳିବ | ଲୋକମାନେ ସମସ୍ତ ପ୍ରାଣୀକୁ ଖୋଜି ପାଇବା ସମ୍ଭବପର କଥା ନୁହେଁ ଆମ ପୃଥିବୀର ସମୁଦ୍ର ମଧ୍ୟରେ ଅନେକ ପ୍ରକାରର ଜୀବଜନ୍ତୁ ଅଛନ୍ତି ଯାହାକୁ ଖୋଜି ପାଇବା ଲୋକମାନଙ୍କ ପାଇଁ କଷ୍ଟକର | ସେଥିପାଇଁ ଯେତେବେଳେ କୌଣସି ଏକ ନୂଆ ପ୍ରଜାତିର ଜୀବ ଆମକୁ ଦେଖିବାକୁ ମିଳେ ଆମେ
 

ଆମର ପୃଥିବୀ ଅତି ଚମତ୍କାର ଅଟେ | ଆମ ପୃଥିବୀରେ ଗୋଟେ କି ଦୁଇ ପ୍ରକାରର ପ୍ରଜାତି ନାହାନ୍ତି ବରଂ ଆରବ ସଂଖ୍ୟକ ପ୍ରଜାତି ଦେଖିବାକୁ ମିଳିବ | ଲୋକମାନେ ସମସ୍ତ ପ୍ରାଣୀକୁ ଖୋଜି ପାଇବା ସମ୍ଭବପର କଥା ନୁହେଁ ଆମ ପୃଥିବୀର ସମୁଦ୍ର ମଧ୍ୟରେ ଅନେକ ପ୍ରକାରର ଜୀବଜନ୍ତୁ ଅଛନ୍ତି ଯାହାକୁ ଖୋଜି ପାଇବା ଲୋକମାନଙ୍କ ପାଇଁ କଷ୍ଟକର |

ସେଥିପାଇଁ ଯେତେବେଳେ କୌଣସି ଏକ ନୂଆ ପ୍ରଜାତିର ଜୀବ ଆମକୁ ଦେଖିବାକୁ ମିଳେ ଆମେ ଆଶ୍ଚର୍ଯ୍ୟ ହୋଇଯାଉ | ଏହି ନିକଟ ଅତୀତରେ ଯୋଉଟା ଚୀନ ରେ ଦେଖା ଯାଇଛି | ଯେତେବେଳେ ଏକ ମହିଳା ଚାଇନାର ଏକ ଗ୍ରାମକୁ ବୁଲିବାକୁ ଯାଇଥିଲେ ସେ ଏକ ସମୁଦ୍ରକୁଳରେ ଠିଆହୋଇଥିବା ସମୟରେ ଏକ ମଣିଷ ପରି ମୁହଁ ଥିବା ମାଛକୁ ଦେଖିଥିଲେ |

ସେ ସେହି ସମୟରେ କ୍ୟାମେରା ମାଧ୍ୟମରେ ଏକ ଫୋଟୋ ଉଠାଇଥିଲେ | ଯାହା ଏବେ ଇଣ୍ଟରନେଟ ରେ ବେଶ ଚର୍ଚାର ଖବର ଅଟେ | କିନ୍ତୁ ଏଥିରେ ଆଶ୍ଚର୍ଯ୍ୟ ହବାର କିଛି କଥା ନାଇଁ କାରଣ ଏ ଦୁନିଆରେ ଏପରି ଅନେକ ଜୀବ ଅଛନ୍ତି |

କିନ୍ତୁ ସେମାନେ ଗଭୀର ସମୁଦ୍ର ଓ ଅମାଜନରେ ଥିବା ଗୁମ୍ଫାରେ ଅଛନ୍ତି | ଏହି ମାଛର ରଙ୍ଗ ହଳଦିଆ ଥିଲା କିନ୍ତୁ ସବୁଠାରୁ ମହତ୍ୱପୁର୍ଣ କଥା ହେଲା ଯେ ଏହାର ମୁହଁ ଏକ ମଣିଷ ପରି ଦେଖା ଯାଉଥିଲା | ଏହି ଫୋଟୋ ଟି ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ |