କିନ୍ନରଙ୍କ ସମର୍ଥନ ପାଇଁ ସାଢି ପିନ୍ଧିଲେ ଗୌତମ ଗମ୍ଭୀର, ସାଢି ପିନ୍ଧି କଲେ କିଛି ଏପରି କାମ କି ଜାଣିଲେ ଆପଣ ବି କରିବେ ସଲାମ୍

ଗୌତମ ଗମ୍ଭୀର ଭାରତ ପାଇଁ ଜଣେ ମହାନ୍ ସାମାଜିକ କର୍ମକର୍ତ୍ତା ରୂପରେ ଛିଡା ହୋଇଛନ୍ତି. ଜଣେ ମଣିଷର କର୍ତ୍ତବ୍ୟ ହୋଇଥାଏ ଅନ୍ୟକୁ ସମର୍ଥନ କରିବା. ଏହି ମଧ୍ୟରେ ଗୌତମ ଗମ୍ଭୀର ଏକ ସମ୍ପର୍ଣ୍ଣ ସାମାଜିକ କଲ୍ୟାଣ ଅବସରରେ ସେ ଟ୍ରାନ୍ସ ଜେଣ୍ଡର୍ ମାନଙ୍କୁ ସମର୍ଥନ କରିଛନ୍ତି. ଏବେ ଏବେ ହିଁ ସୁପ୍ରିମକୋର୍ଟ ଧାରା ୩୭୭ ବିଷୟରେ ଘୋଷଣା ଶୁଣେଇଛନ୍ତି. ଯାହା କି ଟ୍ରାନ୍ସ ଜେଣ୍ଡର ମାନଙ୍କୁ ଅପରାଧୀ ବନେଇ ଦେଉଛି. ଭାରତର ଟ୍ରାନ୍ଷ ଜେଣ୍ଡର ମାନଙ୍କୁ ସମର୍ଥନ
 

ଗୌତମ ଗମ୍ଭୀର ଭାରତ ପାଇଁ ଜଣେ ମହାନ୍ ସାମାଜିକ କର୍ମକର୍ତ୍ତା ରୂପରେ ଛିଡା ହୋଇଛନ୍ତି. ଜଣେ ମଣିଷର କର୍ତ୍ତବ୍ୟ ହୋଇଥାଏ ଅନ୍ୟକୁ ସମର୍ଥନ କରିବା. ଏହି ମଧ୍ୟରେ ଗୌତମ ଗମ୍ଭୀର ଏକ ସମ୍ପର୍ଣ୍ଣ ସାମାଜିକ କଲ୍ୟାଣ ଅବସରରେ ସେ ଟ୍ରାନ୍ସ ଜେଣ୍ଡର୍ ମାନଙ୍କୁ ସମର୍ଥନ କରିଛନ୍ତି. ଏବେ ଏବେ ହିଁ ସୁପ୍ରିମକୋର୍ଟ ଧାରା ୩୭୭ ବିଷୟରେ ଘୋଷଣା ଶୁଣେଇଛନ୍ତି. ଯାହା କି ଟ୍ରାନ୍ସ ଜେଣ୍ଡର ମାନଙ୍କୁ ଅପରାଧୀ ବନେଇ ଦେଉଛି.

ଭାରତର ଟ୍ରାନ୍ଷ ଜେଣ୍ଡର ମାନଙ୍କୁ ସମର୍ଥନ ଜଣେଇ ଗୌତମ ଗମ୍ଭୀର ନିଜେ ଶାଢି ପରିଧାନ କରି ମୁଣ୍ଡରେ ଟିକିଲି ମଧ୍ୟ ଲଗେଇଥିଲେ. କିନ୍ନର ସମୁଦାୟ ଏଚଆଇବି/ ଏଡସ ସଂଗଠନ ଭାରତ ଦ୍ୱାରା ଆୟୋଜିତ ମଙ୍ଗଳବାରକୁ ବାଷିର୍କ ହିଂଜଡା ହବ୍ବା ପାଇଁ ଦିଲ୍ଲୀ ମଲରେ ଏକ ସାଥିରେ ଆସିଥିଲେ. ଏ ବର୍ଷ ଯାହାର ଥିମ୍ ‘ବର୍ଣ ଦ ବେବେ’ ଥିଲା. ଏହି ସମାରୋହରେ ସମାଜର ଟ୍ରାନ୍ସ ଜେଣ୍ଡରଙ୍କ ସଶକ୍ତିକରଣକୁ ଚିହ୍ନିତ କରାଯାଇଥିଲା. ଏହା ଛଡା ସେମାନେ ଲୋକଙ୍କୁ ସିକ୍ଷିତ କରେଇବା ପାଇଁ ପ୍ରୟାସ କରିଥିଲେ. ସେମାନଙ୍କୁ ସବୁ ସଂବନ୍ଧିତ କ୍ଷେତ୍ରରେ ଦେଶ ପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ପାଇଁ ପ୍ରତିଭା ପାଇଥିଲେ.

ଖବର ଅନୁଯାୟୀ ଯେବେ ଗୌତମ ଗମ୍ଭୀର ‘ହିଂଜଡା ହବ୍ବା’ କାଯ୍ୟକ୍ରମରେ ପହଞ୍ଚି ଥିଲେ. ତେବେ କିନ୍ନର ସମାଜର ଲୋକମାନେ ତାଙ୍କୁ ସାଢି ଓ ଟିକିଲି ଉପହାର ଦେଇଥିଲେ. ଗୌତମ ଗମ୍ଭୀର ସେହି ସାଢି ଓ ଟିକିଲି କୁ ସଭା ସ୍ଥଳରେ ହିଁ ପିନ୍ଧିଥିଲେ. ଏଥିପାଇଁ ତାଙ୍କୁ କିନ୍ନର ସମାଜର ଲୋକମାନେ ପ୍ରସ୍ତୁତ ହେବା ପାଇଁ ସାହାଯ୍ୟ କରିଥିଲେ. ଗୌତମ ଗମ୍ଭୀର ଭେଦଭାବର ଶିକାର ହେଉଥିବା କିନ୍ନର ସମାଜକୁ ନିଜର ପ୍ରଦର୍ଶନ ଦେଖେଇବା ପାଇଁ ସେଠାରେ ପହଞ୍ଚିଥିଲେ. ଏହା ପୂର୍ବେ ମଧ୍ୟ ସେ କିନ୍ନର ସମାଜଙ୍କ ପାଇଁ ନିଜର ସଂବେନ୍ଧନ ଶୀଳତା ପ୍ରକାଶ କରି ସାରିଛନ୍ତି. ଗୌତମ ଗମ୍ଭୀରଙ୍କ ଏହି ଶାଢି ପିନ୍ଧା ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି.

ପୂର୍ବରୁ ଗୌତମ ଗମ୍ଭୀର ରାକ୍ଷୀ ପୂର୍ଣ୍ଣିମା କିନ୍ନରଙ୍କ ସହ ପାଳନ କରିଛନ୍ତି. କିନ୍ନରଙ୍କ ଠାରୁ ନିଜ ହାତରେ ରାକ୍ଷୀ ବାନ୍ଧେଇ ତାଙ୍କ ମାନବତାକୁ ବଢାଇଛନ୍ତି.