ଜାରି ହେଲା ବିଶ୍ୱର ସବୁଠାରୁ ଅଧିକ ଋଣଗ୍ରସ୍ତ ଦେଶର ତାଲିକା, ଭାରତର ସ୍ଥାନ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଅନେକ ଦେଶ ଏପରି ରହିଛି ଯାହା ଅନ୍ଯ ଦେଶ ଠାରୁ କରଜ ନେଇଛନ୍ତି। ବିଶ୍ୱର ଏପରି ୧୦ ଟି ଦେଶ ରହିଛି ଯାହା ବହୁତ ବିକଶିତ କିନ୍ତୁ ସବୁଠାରୁ ଅଧିକ ଋଣ ଗ୍ରସ୍ତ ଅଛନ୍ତି।ଆସନ୍ତୁ ଜାଣିବା ସେହି ୧୦ଟି ଦେଶ ବିଷୟରେ ୧୦) ସ୍ପେନ୍- ସ୍ପେନ୍ ଦେଶକୁ ଦୁନିଆର ୧୨ତମ ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥାର ମାନ୍ୟତା ମିଳିଛି। ସ୍ପେନ୍ ଏବେ ମଧ୍ୟ ବିକଶିତ ଦେଶର ଶ୍ରେଣୀରେ ରହି ଅଛି। ସ୍ପେଇନ୍ ବର୍ତ୍ତମାନ ସୁଦ୍ଧା ୨୦୩୬ ଅରବ ଡଲାର
 

ଅନେକ ଦେଶ ଏପରି ରହିଛି ଯାହା ଅନ୍ଯ ଦେଶ ଠାରୁ କରଜ ନେଇଛନ୍ତି। ବିଶ୍ୱର ଏପରି ୧୦ ଟି ଦେଶ ରହିଛି ଯାହା ବହୁତ ବିକଶିତ କିନ୍ତୁ ସବୁଠାରୁ ଅଧିକ ଋଣ ଗ୍ରସ୍ତ ଅଛନ୍ତି।ଆସନ୍ତୁ ଜାଣିବା ସେହି ୧୦ଟି ଦେଶ ବିଷୟରେ

୧୦) ସ୍ପେନ୍- ସ୍ପେନ୍ ଦେଶକୁ ଦୁନିଆର ୧୨ତମ ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥାର ମାନ୍ୟତା ମିଳିଛି। ସ୍ପେନ୍ ଏବେ ମଧ୍ୟ ବିକଶିତ ଦେଶର ଶ୍ରେଣୀରେ ରହି ଅଛି। ସ୍ପେଇନ୍ ବର୍ତ୍ତମାନ ସୁଦ୍ଧା ୨୦୩୬ ଅରବ ଡଲାର ଋଣରେ ଅଛି।
୯) ଆୟାରଲାଣ୍ଡ- ଆୟାରଲାଣ୍ଡ ବହୁତ ବିକଶିତ ଦେଶର ମାନ୍ୟତା ଅଛି। ଏଠାର ପର୍ଯ୍ୟଟନ ଇଣ୍ଡଷ୍ଟ୍ରି ବହୁତ ସୁନ୍ଦର ଅଟେ। ଏହି ଦେଶ ଏବେ ୨୨୩୫ ଅରବ୍ ଡଲାର ଋଣରେ ଅଛି।

୮) ଇଟାଲୀ- ଇଟାଲୀ ଦୁନିଆର ୭ତମ ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥାର ମାନ୍ୟତା ମିଳିଛି। ଇଟାଲୀ ଏବେ ୨୨୫୦ ଅରବ୍ ଡଲାର ଋଣରେ ଅଛି।
୭) ଜାପାନ- ଦୁନିଆର ସବୁଠାରୁ ବିକଶିତ ଦେଶମାନଙ୍କ ମଧ୍ୟରୁ ଜାପାନ ଅନ୍ୟତମ ଅଟେ। ଏଠାରେ ଟେକ୍ନୋଲୋଜି ବହୁତ ଅଲଗା ଅଟେ ଓ ସବୁଠାରେ ଆଗୁଆ। ଜାପାନ ଏବେ ୩୪୦୮ ଅରବ୍ ଡଲାର ଋଣରେ ଅଛି।

୬) ଲକ୍ଜମବର୍ଗ- ଏହ ଟୁରିଷ୍ଟ ଡେଷ୍ଟିନେସନ ଦେଶ ଅଟେ। ଏହି ଦେଶ ଏବେ ୩୯୦୮ ଅରବ୍ ଡଲାର ଋଣ ରେ ଅଛି।
୫) ନେଦରଲ୍ୟାଣ୍ଡ- ଏହା ଏକ ବହୁତ ସୁନ୍ଦର ଦେଶ ଅଟେ। ଏଠାର ଲାଇଫ ଷ୍ଟାଇଲ୍ ବହୁତ ସୁନ୍ଦର ଅଟେ। ଏହି ଦେଶ ଏବେ ୪୧୨୪ ଅରବ୍ ଡଲାର ଋଣରେ ଅଛି।

୪) ଜର୍ମାନୀ- ଜର୍ମାନୀର ଟେକ୍ନୋଲୋଜି ପୁରା ଦୁନିଆରେ ସବୁଠାରୁ ପ୍ରସିଦ୍ଦ ଅଟେ। ଏହି ଦେଶ ଏବେ ୫୦୮୪ ଅରବ୍ ଡଲାର ଋଣରେ ଅଛି।
୩) ଫ୍ରାନ୍ସ- ଫ୍ରାନ୍ସ ଦୁନିଆରେ ସବୁଠାରୁ ଶକ୍ତିଶାଳୀ ଓ ବିକଶିତ ଦେଶ ଅଟେ। ଏହି ଦେଶ ୫୨୫୦ ଅରବ୍ ଡଲାର ଋଣ ରେ ଅଛି।

୨) ଇଂଲଣ୍ଡ- ୧୯ତମ ଓ ୨୦ତମ ଶତାବ୍ଦୀରେ ପୁରା ଦେଶରେ ସବୁଠାରୁ ଅଧିକ ଶକ୍ତିଶାଳୀର ଦେଶ ଥିଲା। ଇଂଲଣ୍ଡ, ଆମେରିକା ମଧ୍ୟ ଆଗୁଆ ଓ ସବୁଠାରୁ ଶକ୍ତିଶାଳୀ ଦେଶ ଥିଲା। ଏହି ଦେଶ ୭୪୯୯ ଅରବ୍ ଡଲାର ଋଣରେ ଅଛି।
୧) ଆମେରିକା- ଦୁନିଆର ସବୁଠାରୁ ଅଧିକ ଶକ୍ତିଶାଳୀ ଓ ବିକଶିତ ଦେଶ ହେଉଛି ଆମେରିକା।। କିନ୍ତୁ ଏହା ବି ଋଣରେ ବୁଡ଼ି ରହିଛି। ଆମେରିକା ଦୁନିଆର ସବୁଠାରୁ ଅଧିକ ଋଣରେ ଅଛି। ୧୮୨୮୬ ଅରବ୍ ଡଲାର ଋଣରେ ଅଛି।

ଭାରତର ନାମ ଏହି ସୂଚୀ ରେ ନାହିଁ ହେଲେ ଭାରତ ଏବେ ୪୭୨ ଅରବ୍ ଡଲାର ଋଣରେ ଅଛି ଏବଂ ଚୀନ ଏବେ ୧୪୩୭ ଅରବ୍ ଡଲାର ଋଣରେ ଅଛି। ଏହି ଦୁଇ ଦେଶ ଏବେ ବହୁ ଦୃତ ଗତିରେ ବିକଶିତ ହେଉଛି।