ଆଶ୍ଚର୍ଯ୍ୟ! ଶାରୀରିକ ସମ୍ପର୍କ ନିଶାରେ ୩ ମହଲା ଛାତରୁ ଗଳି ପଡିଲେ ସ୍ୱାମୀ-ସ୍ତ୍ରୀ, ତାପରେ କଣ ହେଲା ଜାଣନ୍ତୁ

 
ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ନା? କେହି ବି ଆଶ୍ଚର୍ଯ୍ୟ ହେବେ ଏମିତିରେ। ସେକ୍ସ କରିବା ନିଶାରେ ଏତେ ହଜିଯାଇଥିଲେ ସ୍ୱାମୀ ସ୍ତ୍ରୀ ଯେ ୩ ମହଲା ଛାତରୁ ପଡି ଉଭୟଙ୍କ ଜୀବନ ଚାଲିଯାଇଛି। ଏମିତି ବି ହୋଇପାରେ ମୃତ୍ୟୁ,ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଇକ୍ୱିଡରର ରାଜଧାନୀ କ୍ୱଟୋରେ। ଯେଉଁ ସମୟରେ ସମ୍ଭୋଗ ସୁଖରେ ଲିପ୍ତ ଥିଲେ ସେତେବେଳେ ସ୍ୱର୍ଗରୁ ଆସିଲା ଡାକରା।

ରିପୋର୍ଟ ଅନୁସାରେ ଦମ୍ପତି ଜଣକ ତୃତୀୟ ମହଲାରେ ସେକ୍ସ କରୁଥିବା ବେଳେ କୌଣସି କାରଣରୁ ତଳେ ପଡ଼ି ମୃତ୍ୟୁ ଘଟିଛି।ମହିଳା ଜଣକର ବୟସ ୨୮ ବର୍ଷ ହୋଇଥିବା ବେଳେ ପୁରୁଷ ଜଣକର ବୟସ ୩୫ ହେବ। ପୋଲିସ କହିବା ଅନୁଯାୟୀ ସେକ୍ସ ସମୟରେ ଉଭୟେ ଏମିତି ମାତିଯାଇଥିଲେ ଯେ, ସବୁକିଛି ଭୁଲି ଯାଇଥିଲେ।

ଯାହାର ପରିମାଣସୂରୂପ ଉଭୟେ କେତେବେଳେ ବାଲକୋନିରୁ ଖସିପଡ଼ିଲେ। ତଳେ ପଡ଼ିବା ପରେ ବଡ଼ଜୋର ଶବ୍ଦ ହୋଇଥିଲା। ପଡ଼ୋଶୀ ଆସି ପୁଲିସକୁ ଖବର ଦେଇଥିଲା। ପୁଲିସ କହିବା ଅନୁଯାୟୀ, କୌଣସି ଏକ ଉତ୍ସବକୁ ନେଇ ଦମ୍ପତି ଜଣକ ପାର୍ଟି ଆୟୋଜନ କରିଥିଲେ।

ଆଉ ଏଥିରେ ମାତି ଉତ୍ସବର ଭରପୂର ମଜାନେଇଥିଲେ। ତେବେ ଏହି ଖୁସିରେ ଉଭୟ ପତି-ପତ୍ନୀ ସମ୍ଭୋଗ କରୁଥିବା ବେଳେ ଅତ୍ୟଧିକରୂପ ଧାରଣ କରିଥିଲା। ପୋଲିସ ଉଭୟଙ୍କୁ ଉଲଗ୍ନ ଅବସ୍ଥାରେ ଉଦ୍ଧାର କରିଥିଲା।